Breaking News

ଶେଷରେ ଓଡିଆ ହିରୋ ସବ୍ୟସାଚୀ (Sabyasachi) ଶାଳୀଙ୍କ ସହ ମିଶି ଶଶୁର ଘର ଝାଡୁ ମାରିଲେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତା ଙ୍କ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ,  ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ଅଭିନେତା ହୁଅନ୍ତୁ ବା ଅଭିନେତ୍ରୀ ମାନେ ବ୍ୟକ୍ତି ଜୀବନ ରେ ଯାହା ବି କିଛି କାର୍ଯ୍ୟ କରିଥାନ୍ତି ତାହା ସୋସିଆଲ ମିଡିଆ ରେ ପୋଷ୍ଟ କରି ବେସ ଚର୍ଚ୍ଚା ରେ ଥାନ୍ତି , ତେବେ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତା ସବ୍ୟସାଚୀ , ଶାଶୁଘର କୁ ଯାଇ ଘର ସଫା କରୁଥିବା ର ଖବର ଓ ଦୃଶ୍ୟ ଦେଖିବାକୁ ବା ଶୁଣିବାକୁ ମିଳିଛି , ତାହେଲେ ଏହା ପଛ ରେ ଥିବା ରହସ୍ୟ କୁ ଆମେ ଜାଣିବା ।


ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ଅଭିନେତା ସବ୍ୟସଚି, ବହୁସାରା ଚଳଚିତ୍ର ରେ ଜବରଦସ୍ତ ଅଭିନୟ କରି ବେସ ଲୋକ ପ୍ରିୟ ହୋଇପାରିଛନ୍ତି । ତେବେ ବନ୍ଧୁଗଣ ଏହି ଅଭିନେତା ଜଣକ ଗତ କିଛି ମାସ ତଳେ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା ଙ୍କୁ ଭଲ ପାଇ ବିବାହ କରିଥିଲେ । ତାହେଲେ ଏହି ଲୋକ ପ୍ରିୟ ଯୋଡି ନିଜ ଜବରଦସ୍ତ ଅଭିନୟ ଫଳ ରେ ଯେତିକି ଲୋକ ପ୍ରିୟ ହୋଇପାରିଛନ୍ତି ତା ଠାରୁ ଅଧିକ ଲୋକ ପ୍ରିୟ ରିଅଲ ଲାଇଫ ରେ ହୋଇଛନ୍ତି ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କରୋନା ସମୟ ରେ ସବ୍ୟସଚି ଙ୍କ ଅବଦାନ କେତେ ଗୁରୁତ୍ଵ ପୂର୍ଣ୍ଣ ଥିଲା , ତେବେ ସବୁ କ୍ଷେତ୍ର ରେ ସବ୍ୟସଚି ଙ୍କୁ ଅର୍ଚ୍ଚିତା ସହଯୋଗ କରିଥାନ୍ତି । ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ସବ୍ୟସଚି ଙ୍କ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ଓ ଏହି ଭିଡିଓ ରେ ସବ୍ୟସଚି ଝାଡୁ ମାରୁଥିବାର ଦେଖିବା କୁ ମିଳିଛି ଓ ଏହି ଭିଡିଓ କୁ ନେଇ ମଧ୍ୟ ଖବର ଶୁଣିବାକୁ ମିଳିଛି ଯେ ସବ୍ୟସଚି ଶାଶୁଘରେ ଘରେ ସଫା କରୁଛନ୍ତି ।


ତାହେଲେ ବନ୍ଧୁଗଣ ଆମେ ଆପଣ ଙ୍କୁ କହି ରଖୁଛୁ ଯେ ସବ୍ୟସଚି ଝାଡୁ ମାରୁଛନ୍ତି ସତ କିନ୍ତୁ ତାହା ମଜାମସ୍ତି ର ଭିଡିଓ , ହଁ ବନ୍ଧୁ ନିଜ ଶାଶୁଘରେ ସବ୍ୟସଚି ଏକ ସର୍ଟ ରିଲ୍ସ ଭିଡିଓ କରିଛନ୍ତି ଓ ଏହି ଭିଡିଓ ଟି ଆପଣ ମାନେ ଆମର ଏହି ପେଜ ରେ ଦେଖିବାକୁ ପାଇଥିବେ ଓ ଏହି ଭିଡିଓ ଟି ବହୁତ ମଜାଦାର ଭିଡିଓ ଆପଣ ମାନେ ଦେଖିଲେ ନିଶ୍ଚୟ ହସିବେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଶାଶୂ ଘରେ ଅଭିନେତ୍ରୀ ସୋମାଲିନଙ୍କୁ (Somalin Parida) ଖୁଆଇ ଦେଲେ ଶାଶୂ ଓ ନଣନ୍ଦ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ …

Leave a Reply

Your email address will not be published. Required fields are marked *