Breaking News

କଣ ସତରେ ବିବାହ କରିଲେ କି ଓଡିଆ ହିରୋଇନ ଏଲିନା (Elina Samantray) ? ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆମ ଓଡିଆ ଇଣ୍ଡଷ୍ଟ୍ରି ର ସମସ୍ତ ଅଭିନେତ୍ରୀ ଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ , ତେବେ ଏହି ଅଭିନେତ୍ରୀ ମାନ ଙ୍କ ମଧ୍ୟ ରୁ ବହୁତ କମ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ନିଜ ଜବରଦସ୍ତ ଅଭିନୟ ଓ ନାଚ ଦେଖାଇ ରିଆଲିଟି ସୋ ରେ ବିଜେତା ହୋଇଛନ୍ତି ଓ ବିଜେତା ହେବା ପରେ ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇ ବେସ ଲୋକ ପ୍ରିୟ ହୋଇ ପାରିଛନ୍ତି । ତାହାଲେ ବନ୍ଧୁଗଣ ସେହି ଭଳି ଜଣେ ଅଭିନେତ୍ରୀ ହେଉଛନ୍ତି ଏଲିନା ସାମନ୍ତରାୟ ।

ତାହେଲେ ବନ୍ଧୁଗଣ ଆପଣ ମାନେ ଏଲିନା ସାମନ୍ତରାଯ ଙ୍କୁ ନିଶ୍ଚୟ ଜାଣିଥିବେ , ତେବେ ଏହି ଅଭିନେତ୍ରୀ ଜଣକ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହୋଇପାରିଛନ୍ତି । ଏହି ଅଭିନେତ୍ରୀ ଜଣକ ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ଦେବା ପୂର୍ବ ରୁ “କିଏ ହେବ ମୋ ହିରୋଇନ “ ରେ ରିଆଲିଟି ରେ ନିଜ ଜବରଦସ୍ତ ପ୍ରଦର୍ଶନ ଦେଖାଇ ବିଜେତା ହୋଇଥିଲେ ଓ ପରେ ଇସ୍କ ତୁ ହି ତୁ ଚଳଚିତ୍ର ରେ ଅରିନ୍ଦମ ଙ୍କ ସହ ନଜର ଆସିଥିଲେ ।

ତାହେଲେ ପରବର୍ତ୍ତୀ ସମୟ ରେ ବହୁସାରା ଚଳଚିତ୍ର ରେ ଜବରଦସ୍ତ ଅଭିନୟ ଦେଖାଇ ବେସ ଲୋକ ପ୍ରିୟ ହେବା ସହିତ ସମସ୍ତ ଚଳଚିତ୍ର କୁ ମଧ୍ୟ ନିଜ ଅଭିନୟ ମାଧ୍ୟମ ରେ ସୁପର ହିଟ କରାଇଛନ୍ତି । ତାହେଲେ ଏହି ଅଭିନେତ୍ରୀ ଜଣକ ନିଜ ଅଭିନୟ ପାଇଁ ଓଡିଆ ଇଣ୍ଡଷ୍ଟ୍ରି ରେ ଏକ ସ୍ଵତନ୍ତ୍ର ପରିଚୟ ପାଇବା ସହିତ ଘରେ ମଧ୍ୟ ପରିଚିତ ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଏଲିନା ଙ୍କ ଏକ ଫଟୋ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଏହି ଫଟୋ ଏଲିନା ବିବାହିତ ମହିଳା ବେସ ରେ ନଜର ଆସିଛନ୍ତି , ତାହେଲେ ଏହି ଫଟୋ କୁ ବହୁ ଦର୍ଶକ ଭାବୁଛନ୍ତି ଏଲିନା ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ତେବେ ବନ୍ଧୁଗଣ ଆମେ ଆପଣ ଙ୍କୁ କହି ରଖୁଛୁ ଯେ ଏହି ଫଟୋ ଟି ହେଉଛି ରିଲ ଲାଇଫ ର ,

ଆଗାମୀ ଦିନ ମାନ ଙ୍କ ଭିତରେ ଏଲିନା ଙ୍କ ଚଳଚିତ୍ର ଆସିବାକୁ ଯାଉଛି ଓ ଏହିଇ ଚଳଚିତ୍ର ରେ ଆପଣ ମାନେ ଏଲିନା ଙ୍କୁ ସ୍ତ୍ରୀ ରେ ଚରିତ୍ର ରେ ଅଭିନୟ କରିଥିବାର ଆପଣ ମାନେ ଦେଖି ବାକୁ ପାଇବେ । ବର୍ତ୍ତମାନ ସମୟ ରେ ଏହି ଚଳଚିତ୍ର ର ଶୁଟିଙ୍ଗ ସେଟ ବେସ ଜୋରସୋର ରେ ଚାଲିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରିଲା ରିୟା ଦେଙ୍କର ବାହାଘର ରିୟା ବାହାହେଲେ ହେଲେ ଗୋଟେ ବଙ୍ଗାଳି Hero ଙ୍କୁ ଦେଖନ୍ତୁ ବାହାଘର ସମ୍ପୂର୍ଣ ଭିଡ଼ିଓ !

ହେଲୋ ଫ୍ରେଣ୍ଡ୍ ଏବେ ଆସି ଯାଉଛି ଏକ ବୋହୁତ ବଡ ଖୁସୀ ଖବର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଇଛନ୍ତି …

Leave a Reply

Your email address will not be published.