Breaking News

ଓଡିଶା ର ଲୋକପ୍ରିୟ ଗାୟିକା ଇପ୍ସିତା ପାଢୀ (Ipseeta Padhi) ଓଡିଆ ସିଙ୍ଗର କୂଳଦୀପ (Kuldeep) ଙ୍କୁ ବିବାହ କରିବେ, ସାରିଲା ନିର୍ବନ୍ଧ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଗତ କାଲି ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ଲୋକ ପ୍ରିୟ ଗାୟକ ଓ ଗାୟିକା ଙ୍କ ନିର୍ବନ୍ଧ ସଋ ଯାଇଛି , ତାହେଲେ ଆଜି ଆମର ଏହି ରେ ସେହି ଦୁଇ ଲୋକ ପ୍ରିୟ ଗାୟକ ଓ ଗାୟିକା ଙ୍କ ବିଷୟ ରେ ଜାଣିବା ଯେଉଁ ମାନେ ଆଗାମୀ ଦିନ ମାନ ଙ୍କ ଭିତରେ ବିବାହ କରିବାକୁ ଯାଉଛନ୍ତି , ଆସନ୍ତୁ ଜାଣିବା ,


ତାହେଲେ ବନ୍ଧୁଗଣ ଏହି ଗାୟକ ଜଣକ ହେଉଛନ୍ତି କୁଳଦୀପ , ତାହେଲେ ଆପଣ ମାନେ କୁଳଦୀପ ଙ୍କୁ ବହୁ ସାରା ଆଲବମ ରେ ଗୀତ ଗାଇଥିବାର ଆପଣ ମାନେ ନିଶ୍ଚୟ ଜାଣିଥିବେ , କୁଳଦୀପ ଙ୍କ ସମସ୍ତ ଗୀତ ସୁପର ହିଟ ହୋଇଛି , ତାହେଲେ କୁଳଦୀପ ନିଜ ସୁ ମଧୁର କଣ୍ଠ ପାଇଁ ବେସ ଲୋକ ପ୍ରିୟ ହୋଇପାରିଛନ୍ତି ।

ତାହେଲେ ବନ୍ଧୁଗଣ ଏହି ଲୋକ ପ୍ରିୟ ଗାୟିକା ହେଉଛନ୍ତି ଓଡିଆ ଇଣ୍ଡଷ୍ଟ୍ରି ର ଆଗ ଧାଡି ର ଗାୟିକା ଭାବେ ବେସ ପରିଚିତ ଥିବା ଈପ୍ସିତା । ତେବେ ଆପଣ ମାନେ ଏହି ଗାୟିକା ଙ୍କୁ ନିଶ୍ଚୟ ଜାଣିଥିବେ ସେ ତାଙ୍କ ସୁ ମଧୁର କଣ୍ଠ ପାଇଁ ବେସ ଲୋକ ପ୍ରିୟ ହୋଇ ପାରିଛନ୍ତି । ଆପଣ ମାନେ ଈପ୍ସିତା ଙ୍କୁ ବହୁସାରା ଭଜନ ରେ ଗୀତ ଗାଇଥିବାର ନିଶ୍ଚୟ ଦେଖିଥିବେ । ଏହି ଗାୟକ ଜଣକ ପ୍ରାର୍ଥନା ଚ୍ଯାନେଲ ରେ ପ୍ରସାରିତ ଲୋକ ପ୍ରିୟ ସୋ ଭଜନ ଅନ୍ତାକ୍ଷରୀ ଆପଣ ମାନେ ଇପ୍ସିତା ଙ୍କୁ ନିଶ୍ଚୟ ଦେଖିଥିବେ ।


ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ କୁଳଦୀପ ଓ ଈପ୍ସିତା ବିବାହ ବନ୍ଧନ ରେ ବାନ୍ଧି ହେବା କୁ ଯାଉଛନ୍ତି , ଅତି ନିକଟ ରେ ଉଭୟ ଙ୍କ ନିର୍ବନ୍ଧ ସରିଯାଇଛି , ଉଭୟ ଙ୍କ ନିର୍ବନ୍ଧ ଏକ ମନ୍ଦିର ସମ୍ପନ ହୋଇଥିଲେ ଓ ଏହି କାର୍ଯ୍ୟ ରେ ଉଭୟ ଉଭୟ ଙ୍କ ପରିବାର ମଧ୍ୟ ଉପସ୍ଥିତ ଥିଲେ । ତେବେ ଉଭୟ କୁଳଦୀପ ଓ ଈପ୍ସିତା ନିଜେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ନିର୍ବନ୍ଧ ର ଫଟୋ ପୋଷ୍ଟ କରି ପ୍ରଶଂସକ ମାନ ଙ୍କୁ ଜଣାଇଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରିଲା ରିୟା ଦେଙ୍କର ବାହାଘର ରିୟା ବାହାହେଲେ ହେଲେ ଗୋଟେ ବଙ୍ଗାଳି Hero ଙ୍କୁ ଦେଖନ୍ତୁ ବାହାଘର ସମ୍ପୂର୍ଣ ଭିଡ଼ିଓ !

ହେଲୋ ଫ୍ରେଣ୍ଡ୍ ଏବେ ଆସି ଯାଉଛି ଏକ ବୋହୁତ ବଡ ଖୁସୀ ଖବର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଇଛନ୍ତି …

Leave a Reply

Your email address will not be published.