Breaking News

Breaking News, ଲୋକପ୍ରିୟ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା (Rani Panda) ଗୁ-ରୁ-ତ-ର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସବୁଠୁ ବଡ ଖବର ଆସି ଯାଇଛି ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ରାଣୀ ପଣ୍ଡା ଙ୍କୁ ନେଇ । ବି-ବା-ଦୀ- ୟ ଅଭିନେତ୍ରୀ ଭାବେ ପରିଚିତ ଥିବା ରାନୀ ପଣ୍ଡା ଗୁ-ରୁ-ତ-ର ଅବସ୍ଥା ରେ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି , ତାହେଲେ ଆସନ୍ତୁ ଜାଣିବା ରାନୀ ପଣ୍ଡା କଣ ପାଇଁ ମେଡିକାଲ ଭର୍ତ୍ତି ହୋଇଛନ୍ତି ଜାଣିବା ଆଜି ଆମର ଏହି ପେଜ ମାଧ୍ୟମ ରେ ।


ତାହେଲେ ବନ୍ଧୁଗଣ ରାନୀ ପଣ୍ଡା ଙ୍କୁ କିଏ ବା ନଜାଣେ , ସେ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ଭାବେ ବେସ ପରିଚିତ । ତେବେ ବନ୍ଧୁଗଣ ରାନୀ ପଣ୍ଡା ପ୍ରଥମେ ଯାତ୍ରା ଜଗତ ରେ ନିଜ ଅଭିନୟ କରି ଥିଲେ ଓ ତାଙ୍କ ଅଭିନୟ ଦର୍ଶକ ମାନେ ମଧ୍ୟ ବେସ ପସନ୍ଦ କରୁଥିଲେ , ତେବେ ପରବର୍ତ୍ତୀ ସମୟ ରେ ତାଙ୍କୁ ଟିଭି ପରଦା ରେ ଅଭିନୟ କରିବାକୁ ସୁଯୋଗ ମିଳିଥିଲା । ତେବେ ଏହି ଅଭିନେତ୍ରୀ ଜଣକ ନିଜ ପ୍ରଶଂସକ ମାନ ଙ୍କ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି ।


ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ରିଲ ଲାଇଫ ଅପେକ୍ଷା ରିଅଲ ଲାଇଫ ରେ ସମସ୍ତ ଙ୍କ ପାଖ ରେ ବେସ ଲୋକ ପ୍ରିୟ ହୋଇପାରିଥିଲେ । କରୋନା ସମୟ ରେ ବହୁ ଗରିବ ଲୋକ ଙ୍କୁ ସାହାର୍ଯ୍ୟ କରିବା ପାଇଁ ଆଗେଇ ଆସିଥିଲେ ରାଣୀ ପଣ୍ଡା । ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ତାଙ୍କ ଜୀବନ ରେ ବହୁ ବିବାଦ କୁ ସାମ୍ନା କରିଛନ୍ତି ।

ତାହେଲେ ବର୍ତ୍ତମାନ ସମୟ ରେ ରାନୀ ପଣ୍ଡା ମେଡିକାଲ ରେ ଭର୍ତ୍ତି ହେବା ର କାରଣ ହେଲା ଯେ ଶୁଟିଙ୍ଗ ସେଟ ରେ ଅଭିନୟ କରୁଥିବା ସମୟ ରେ ହାତ ଟି କ-ଟି ଯାଇଥିଲା ଓ କଟି ଯିବା ପରେ ହାତ ରୁ ବହୁ ପରିମାଣ ରେ ର- କ୍ତ ବାହାରିଥିଲା , ତେବେ ର -କ୍ତ ବାହାରିବାରୁ ସେ ପରବର୍ତ୍ତୀ ସମୟ ରେ ମେଡିକାଲ ରେ ଯାଇଥିଲା ଓ ସେଠାରେ ସେ ବର୍ତ୍ତମାନ ବେସ ସୁସ୍ଥ ଅଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରିଲା ରିୟା ଦେଙ୍କର ବାହାଘର ରିୟା ବାହାହେଲେ ହେଲେ ଗୋଟେ ବଙ୍ଗାଳି Hero ଙ୍କୁ ଦେଖନ୍ତୁ ବାହାଘର ସମ୍ପୂର୍ଣ ଭିଡ଼ିଓ !

ହେଲୋ ଫ୍ରେଣ୍ଡ୍ ଏବେ ଆସି ଯାଉଛି ଏକ ବୋହୁତ ବଡ ଖୁସୀ ଖବର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଇଛନ୍ତି …

Leave a Reply

Your email address will not be published.