Breaking News

Ollywood ର ଏହି ସୁନ୍ଦରୀ ହିରୋଇନ ମାନେ ବୃଦ୍ଧା ସମୟରେ କେମିତି ଦେଖା ଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ବେସ ଲୋକ ପ୍ରିୟ ହୋଇ ପାରିଛି ଓ ଦର୍ଶକ ମାନେ ମଧ୍ୟ ଓଡିଆ ଇଣ୍ଡଷ୍ଟ୍ରି କୁ ବେସ ଭଲ ପାଇବା ଦେଇଛନ୍ତି । ତାହେଲେ ବନ୍ଧୁଗଣ ଆମେ ମାନେ ସାଧାରଣ ତହ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଚଳଚିତ୍ର ଦେଖିବାକୁ ମିଳିଥାଏ , ଯାହାକି ଦର୍ଶକ ମାନ ଙ୍କୁ ବେସ ପସନ୍ଦ ଆସିଥାଏ , ହଁ ବନ୍ଧୁ ଏହି ଚଳଚିତ୍ର ଦୁନିଆ ରେ ଚଳଚିତ୍ର ରୁ ଆମେ ସବୁକିଛି ଦେଖିବାକୁ ପାଇଥାଉ ଯେମିତି କି ଦୁଃଖ ଓ ସୁଖ ର ଦୃଶ୍ୟ ଦେଖିବାକୁ ମିଳିଥାଏ , ହସ ଓ କାନ୍ଦ ଦୃଶ୍ୟ ଭଳି ଅନେକ କିଛି ଦେଖିବାକୁ ମିଳିଥାଏ ।


ତାହେଲେ ବନ୍ଧୁଗଣ ସବୁଠୁ ବଡ କଥା ହେଲା ଯେ ଏହା ଲୋକ ପ୍ରିୟ ହେବା ର ମୂଳ କାରଣ ହେଉଛି କଳାକାର ମାନ ଙ୍କ ଜବରଦସ୍ତ ଅଭିନୟ ପାଇଁ । ତାହେଲେ ବନ୍ଧୁଗଣ ଆଜି ଆମେ ଏହି କଳାମାନ ଙ୍କ ମଧ୍ୟ ରେ ଥିବା ଲୋକ ପ୍ରିୟ ଅଭିନେତ୍ରୀ ମାନ ଙ୍କ ର ଏମିତି କିଛି ଫଟୋ ଦେଖିବା ଯାହା ଆପଣ ଙ୍କୁ ହସାଇ ଦେବ ଓ ଆପଣ ଙ୍କ ର ମନ କୁ ବହୁ ପରିମାଣ ରେ ମନୋରଞ୍ଜନ କରାଇବା , ତାହେଲେ ଆସନ୍ତୁ ସେହିଭଳି ଫଟୋ ବିଷୟ ରେ କିଛି ଜାଣିବା ।


ତାହେଲେ ବନ୍ଧୁଗଣ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପୀୟ ଅଭିନେତ୍ରୀ ଏଲିନା , ବର୍ଷା , ଭୂମିକା,ଅର୍ଚ୍ଚିତା , ଶିବାନୀ , ଅସୀମା ପଣ୍ଡା , ରଚନା ବାନାର୍ଜୀ ଭଳି ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନ ଙ୍କୁ ଆପଣ ମାନେ ଭଲ ଭାବ ରେ ଜାଣିଥିବେ ସେମାନେ ତାଙ୍କ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହୋଇପାରିଛନ୍ତି ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଏହି ଅଭିନେତ୍ରୀ ମାନ ଙ୍କ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହେବା ରେ ଓ ଏହି ଭିଡିଓ ରେ ଏହି ଅଭିନେତ୍ରୀ ମାନେ ଆଗାମୀ ଭବିଷ୍ୟତ ରେ ବୃଦ୍ଧ ଅବସ୍ଥାରେ କିପରି ଦେଖାଯିବେ ତାହା ଆପଣ ଏହି ଭିଡିଓ ଦେଖିଲା ପରେ ଜାଣି ପାରିବେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଶାଶୂ ଘରେ ଅଭିନେତ୍ରୀ ସୋମାଲିନଙ୍କୁ (Somalin Parida) ଖୁଆଇ ଦେଲେ ଶାଶୂ ଓ ନଣନ୍ଦ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ …

Leave a Reply

Your email address will not be published. Required fields are marked *