Breaking News

ଅନୁଭବଙ୍କ ଘରେ ବର୍ଷା (Varsha) କେମିତି କରିଲେ ଲଷ୍ମୀ ପୂଜା! – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ ଓଡିଶା ବହୁ ସ୍ଥାନ ରେ ମା ଲକ୍ଷ୍ମୀ ଙ୍କ ମୂର୍ତ୍ତି ତିଆରି ହୋଇ ପୂଜାର୍ଚ୍ଚନା ଚାଲିଛି । ତାହେଲେ ମାତା ଲକ୍ଷ୍ମୀ ଶ୍ରୀ ଭାବେ ବେସ ପରିଚିତ , ସେ ଭଗବାନ ବିଷ୍ଣୁ ଙ୍କ ପତ୍ନୀ , ଆପଣ ମାନେ ଜାଣିଥିବେ ରାକ୍ଷସ ଓ ଦେବତା ମାନ ଙ୍କ ସମୁଦ୍ର ମନ୍ଥନ ରେ ମାତା ଲକ୍ଷ୍ମୀ ଅମୃତ ପାତ୍ର ଧରି ଆବିର୍ଭାବ ହୋଇଥିଲେ ଓ ପୃଥିବୀ ପୃଷ୍ଠ କୁ ଆସିଥିଲେ । ତାହେଲେ ସେ ସମୁଦ୍ର ରୁ ଆବିର୍ଭାବ ହେଉଥିବାରୁ ସେ ସମୁଦ୍ର ଦେବତା ଙ୍କ କନ୍ୟା ।


ତାହେଲେ ଆମ ଓଡିଶା ରେ ସାଧାରଣ ତହ ମାର୍ଗଶିର ମାସ ରେ ଗୁରୁବାର ଦିନ ମାତା ଲକ୍ଷ୍ମୀ ଙ୍କ ପୂଜା କରିଥାନ୍ତି । ତେବେ ମା ଲକ୍ଷ୍ମୀ ଙ୍କ ଜନ୍ମ ଦିନ ଟି ରେ ଭାରତ ବର୍ଷ ରେ ବେସ ଧୁମଧାମ ରେ ପାଳନ ହୋଇଥାଏ , ହଁ ବନ୍ଧୁ ଢେଙ୍କାନାଳ ଓ କଟକ ରେ ଭଳି ଅନେକ ଜିଲ୍ଲା ଓ ଅନେକ ସ୍ଥାନ ରେ ମା ଙ୍କ ମୂର୍ତ୍ତି ତିଆରି କରି ତାଙ୍କୁ ପୂଜା କରିଥାନ୍ତି । ଏହା ସାଧାରଣ ତହ କୁମାର ପୂର୍ଣ୍ଣିମା ଦିନ ମା ଲକ୍ଷ୍ମୀ ପୂଜା ଆରମ୍ଭ ହୋଇଥାଏ ।


ତେବେ ଚଳିତ ବର୍ଷ କୋଭିଡ ଗାଇଡ ଲାଇନ କୁ ଅନୁସରଣ କରି ପେଣ୍ଡାଲ ରେ ମା ଙ୍କ ମୂର୍ତ୍ତି ରହିବ ଓ ପୂଜା ବିଧି ଯେଉଁ ଭଳି ହେଉଥିଲା ସେହିଭଳି ହେବ କିନ୍ତୁ ଗହଳି ନ ହେବା ପାଇଁ ସେତେବେସି ଡେକର୍ଷଣ କରା ଯାଇ ନହିଁ । ତାହେଲେ ପ୍ରାୟ ଭକ୍ତ ମାନେ ନିଜ ଘରେ ମା ଲକ୍ଷ୍ମୀ ପ୍ରତିମୂର୍ତ୍ତି ରଖି ପୂଜା କରିଥାନ୍ତି । ହଁ ବନ୍ଧୁ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ନିଜ ଶାଶୁଘରେ ମା ଲକ୍ଷ୍ମୀ ଙ୍କ ପୂଜା କରୁଥିବାର ଦୃଶ୍ୟ ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଛି ॥


ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରକାର କଲେ ବଡ଼ ଘୋଷଣା ସବୁ ଜିଲ୍ଲାରେ ପ୍ରଦର୍ଶିତ ହେବ ଦମନ ଫିଲ୍ମ ସରକାର ଦେବେ ପଇସା ଦେଖନ୍ତୁ ଏହାକୁ ସୁଣିଲାରେ Babushan କେତେ ଖୁସି ଅଛନ୍ତି !

ନମସ୍କାର ବନ୍ଧୁଗଣ ପ୍ରତ୍ୟେକ ଦିନ ଅର୍ଥାତ୍ ଦିନ କୁ ଦିନ ବଢି ଚାଲିଛି ଦମନ ଓଡ଼ିଆ ସିନେମା ଦମନ ର …

Leave a Reply

Your email address will not be published.