Breaking News

ପ୍ରଥମଥର ବିବାହ ପରେ ମାଳଦ୍ଵିପ ବୁଲିବା ପାଇଁ ଗଲେ ଅର୍ଦ୍ଧେନ୍ଦୁ ଓ ପଲ୍ଲବୀ (Ardhendu ଓ Pallavi) କେମିତି ସେଠାରେ ମଜା ମସ୍ତି କରୁଛନ୍ତି – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ରେ ଅନେକ ଲୋକ ପ୍ରିୟ ଅଭିନେତା ଅଛନ୍ତି ଓ ଏହି ଅଭିନେତା ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହେବା ସହିତ ଘରେ ଘରେ ପରିଚିତ । ତାହେଲେ ଆଜି ଆମେ ସେହିଭଳି ଅଭିନେତା ଙ୍କ ବିଷୟ ରେ ଜାଣିବା ଆମର ଏହି ପେଜ ମାଧ୍ୟମ , ଏହି ଅଭିନେତା ଜଣକ ବହୁତ କମ ଦିନ ର ଜବରଦସ୍ତ ଅଭିନୟ ଫଳ ରେ ବେଶ ଲୋକ ପ୍ରିୟତା ହାସଲ କରି ପାରିବା ସହିତ ଓଡିଆ ଇଣ୍ଡଷ୍ଟ୍ରି ରେ ଏକ ସ୍ଵତନ୍ତ୍ର ପରିଚୟ ପାଇଛନ୍ତି । ତାହେଲେ ବନ୍ଧୁଗଣ ଏହି ଅଭିନେତା ଜଣକ ହେଉଛନ୍ତି ଆପଣ ଙ୍କ ପ୍ରିୟ ଅଭିନେତା ଅର୍ଦ୍ଧେନ୍ଦୁ ।

ଆପଣ ମାନେ ନିଶ୍ଚୟ ଅର୍ଦ୍ଧେନ୍ଦୁ ଙ୍କୁ ଜାଣିଥିବେ ସେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଆଗ ଧାଡି ର ଅଭିନେତା ଭାବେ ବେସ ପରିଚିତ । ସେ ବହୁତ କମ ଦିନ ରେ ବହୁତ ସଫଳତା ଅର୍ଜନ କରିଛନ୍ତି ଓ ସେ ତାଙ୍କ ଜବରଦସ୍ତ ଅଭିନୟ ପାଇଁ ରେ ସେ ବେସ ଲୋକ ପ୍ରିୟ ହୋଇପାରିଛନ୍ତି ।ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଅର୍ଦ୍ଧେନ୍ଦୁ ଙ୍କ ର ଏକ ଚଳଚିତ୍ର ଗୀତ ବେଶ ସୁପର ହିଟ ହୋଇଥିଲା ଓ ଏହି ଗୀତ ଟି ହଉଛି “ହାଏ ତୋ ହାଏ ତୋ ପ୍ରେମ ର ରଙ୍ଗୋଲୀ “ ଏହି ଗୀତ ଟି ଦର୍ଶକ ମାନ ଙ୍କୁ ବହୁତ ପସନ୍ଦ ଆସିଥିଲା ଓ ଗୀତ ଟି ପାଇଁ ମଧ୍ୟ ଫିଲ୍ମ ଟି ସୁପର ହିଟ ହୋଇଥିଲା ।


ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଅର୍ଦ୍ଧେନ୍ଦୁ ଗତ କିଛି ମାସ ତଳେ ସ୍ବର୍ଗତଃ ପିପିଲି ର ବିଧାୟକ ପ୍ରଦୀପ ମହାରଥୀ ଙ୍କ ଏକ ମାତ୍ର ଝିଅ ପଲ୍ଲବୀ ଙ୍କୁ ବିବାହ କରିଥିଲେ ଓ ବିବାହ ପରେ ଉଭୟ ବେସ ଖୁସି ରେ ଅଛନ୍ତି । ତାହେଲେ ବର୍ତ୍ତମାନ ସମୟ ରେ ଅର୍ଦ୍ଧେନ୍ଦୁ ଓ ପଲ୍ଲବୀ , ମାଲଦ୍ଵୀପ ବୁଲିବାକୁ ଯାଇଛନ୍ତି ଓ ସେଠାରେ ବହୁ ସ୍ଥାନ ରେ ବୁଲାବୁଲି କରିବା ସହ ବହୁ ସାରା ମଜାମସ୍ତି କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି , ହଁ ବନ୍ଧୁ ଏହି ବୁଲା ବୁଲି କରୁଥିବାର କିଛି ଫଟୋ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆ ରେ ବେସ ଭାଇରାଲ ହେବା ରେ ଲାଗିଛ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଶାଶୂ ଘରେ ଅଭିନେତ୍ରୀ ସୋମାଲିନଙ୍କୁ (Somalin Parida) ଖୁଆଇ ଦେଲେ ଶାଶୂ ଓ ନଣନ୍ଦ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ …

Leave a Reply

Your email address will not be published. Required fields are marked *