Breaking News

ସାବଧାନ, ଆପଣ ଅଧିକ ପିଆଜ ଖାଉଛନ୍ତି କି ? ପିଆଜ ଖାଇଲେ ବ୍ୟାପୁଛି ଭୟଙ୍କର ରୋଗ!

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ପିଆଜ କୁ ନେଇ ଆସିଛି , ପିଆଜ କୁ ଦେଖିଲେ ଡ-ର ଲାଗୁଛି ଓ ଖାଇଲେ ବ୍ୟାପୁଚି ଭ-ୟ-ଙ୍କ-ର ରୋଗ , ତେବେ ଏହା ଶୁଣିବା ପରେ ଆପଣ ଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ ତାହେଲେ ଏହି ଭଳି ଘଟଣା ବର୍ତ୍ତମାନ ସମୟ ରେ ଆମେରିକା ରେ ଦେଖିବାକୁ ମିଳିଛି । ତେବେ ଆମେରିକାର ଲୋକ ମାନେ ପିଆଜ କୁ ଦେଖିଲେ ଭୟ କରୁଛନ୍ତି ।


ପିଆଜ କୁ ଯେଉଁ ମାନେ କହୁଛନ୍ତି ପେଟ ରୋଗ ରେ ପଡି ଯନ୍ତ୍ରଣା ପାଉଛନ୍ତି ଓ ଅତ୍ୟଧିକ ଲୋକ ଗୁରୁତର ଅବସ୍ଥା ରେ ମେଡିକାଲ ରେ ଭର୍ତ୍ତି ହେଉଛନ୍ତି । ଆମେରିକାର ର 37 ଟି ରାଜ୍ୟ ରେ ସାଲମୋନିଆ ରୋଗ ବ୍ୟାପୁଥିବାର ଆରମ୍ଭ ହୋଇଯାଇଛି । ବିଶେଷ କରି ଟେକ୍ସାସ ଏବଂ ଓକାଳହୋମା ସହର ରେ ସବୁଠୁ ଅଧିକ ଲୋକ ଏହି ରୋଗ ରେ ପୀଡିତ । ତାହେଲେ ଆସନ୍ତୁ ଜାଣିବା ସାଲୋମୋନିଆ ରୋଗ କଣ ଓ ଏହା କିପରି ବ୍ୟାପିଥାଏ ।

ତାହେଲେ ବନ୍ଧୁଗଣ ସାଲମୋନିଆ ହେଉଛି ଏକ ପେଟ ରୋଗ ସୃଷ୍ଟିକରି ଅଣୁଜୀବ , ଏହା ବ୍ୟକ୍ଟେରିଆ ସାଧାରଣ ଗ୍ୟାସ୍ଟୋନୋମିକାଳ ରୋଗ ସୃଷ୍ଟି କରିଥାଏ । ବିଶେଷ କରି ସାଲମୋନିଆ ରୋଗ ସୃଷ୍ଟି କରି ଆକ୍ରାନ୍ତ ଥିବା ଡାଇରିଆ ,ଏବଂ ପେଟ ଯନ୍ତ୍ରଣା ଓ ଜ୍ଵର ଭଳି ଲକ୍ଷଣ ଦେଖିବାକୁ ମିଳିଥାଏ ।

ପିଆଜ ର ଖାଇବାର 6 ଘଣ୍ଟା ରୁ 6 ଦିନ ମଧ୍ୟ ରେ ଏହି ସବୁ ଲକ୍ଷଣ ଦେଖାଇ ଥାଏ ବୋଲି ଆମେରିକାର ସେଣ୍ଟ୍ରାଲ ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନଶନ କହିଛି । ତାହେଲେ ସଂପୂର୍ଣ୍ଣ ଲାଲ ଓ ଧଳା , ହଲିଦିଆ ପିଆଜ ଖାଇଲେ ଏହି ରୋଗ ଟି ହୋଇଥାଏ , ଓ ଏଥିପାଇଁ ପ୍ଯାକେଜ ନ ହୋଇଥିବା ପିଆଜ ନ ଖାଇବା ପାଇଁ ଜଣ ସାଧାରଣ ଙ୍କୁ ପରାମର୍ଶ ଦିଆଯାଇଛି ,

ଖାଲି ସେତିକି ନୁହେଁ ବରଂ କିଣିଥିବା ପିଆଜ କୁ ଫୋପାଡି ଦେବା ଓ ଥୋଇଥିବା ପାତ୍ର କୁ ଭଲ ଭାବେ ସଫା କରିବା ପାଇଁ ପରାମର୍ଶ ଦିଅ ଯାଇଛି । ତେବେ ଆମେରିକାର ମେକ୍ସିକୋ ଚିହୁହୁଆରୁ ଓ ପ୍ରୋପୋର୍ଷ କମ୍ପାନୀ ର ପିଆଜ ଏହି ରୋଗ ର କାରଣ ବୋଲି କୁହ ଯାଇଛି । ତେବେ ବର୍ତ୍ତମାନ ସମୟ ରେ ସମସ୍ତେ ଗୁରୁତର ଅବସ୍ଥା ରେ ଅଛନ୍ତି ଓ ସବୁଠୁ ବଡ କଥା ହେଲା ଯେ ସେଥି ମଧ୍ୟ ରୁ 75 ପ୍ରତିଶତ ଲୋକ କଞ୍ଚା ପିଆଜ ଖାଇ ଅସୁସ୍ଥ ହୋଇହହାନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପିରିଅଡର ଏତିକି ଦିନ ମଧ୍ୟରେ ସମ୍ପର୍କ ସ୍ଥାପନା କରିଲେ ନିଶ୍ଚୟ Pregnant ହୋଇ ପାରିବେ – Pregnancy Tips

ବନ୍ଧୁଗଣ ଆଜି ଆମେ ମହିଳା ଙ୍କ ପାଇଁ ନେଇ ଆସିଛୁ ଏକ ବଡ ଖବର , ହଁ ବନ୍ଧୁ ଯଦି …

Leave a Reply

Your email address will not be published. Required fields are marked *