Breaking News

ରାଧେ ଙ୍କ ଘରୁ ମିଳିଥିବା ଏଇ ବ୍ୟାଗ ମମିତାର ନା ଆଉ କାହାର ? ଯଦି ଏହା ମମିତାଙ୍କର ନୁହେଁ ତାହେଲେ ଏହା କାହାର ? – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ମହାଲିଙ୍ଗ ଘରୋଇ ଅନୁଷ୍ଠାନ ର ଶିକ୍ଷୟିତ୍ରୀ ମମିତା ମେହେର ଙ୍କୁ ନେଇ ବର୍ତ୍ତମାନ ସମୟ ରେ ବଡ ଖବର ଆସିଯାଇଛି , ମମିତା ଙ୍କ ର ବର୍ତ୍ତମାନ ସମୟ ରେ ଗୋଟିଏ ପରେ ଗୋଟିଏ ରହସ୍ୟ ସାମ୍ନା କୁ ଆସିଛି । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ ଏକ ଖବର ବେସ ଚର୍ଚ୍ଚା ରେ ଅଛି ଯେ ରାଧେ ଙ୍କ ଘରୁ ମିଳିଥିବା ବ୍ୟାଗ କାହାର ବୋଲି ସ୍ପଷ୍ଟ ଜଣା ପଡି ନହିଁ ।

ତାହେଲେ କଣ ରାଧେ ଙ୍କ ଘରୁ ମିଳିଥିବା ବ୍ୟାଗ କଣ ସତ ରେ ମମିତା ଙ୍କ ର ନୁହେଁ ବୋଲି ଏ ନେଇ ସ୍ପଷ୍ଟ କରି ନାହାଁନ୍ତି ପରିବାର ଲୋକ । ତେବେ ସେହି ବ୍ୟାଗ ମିଳିଥିବା ମୋବାଇଲ ଓ ଡ୍ରେସ କଣ ମମିତା ଙ୍କ ର ନୁହେଁ କି , ଯଦି ଏହି ସବୁ ଜିନିଷ ମମିତା ଙ୍କ ର ନୁହେଁ ତାହେଲେ ଆଉ କାହାର । ନା ମମିତା ଙ୍କ ଭଳି ଏହା ଆଉ କେଉଁ ଝିଅ ର ବ୍ୟାଗ । ତେବେ ବ୍ୟାଗ ମିଳିଥିବା ମୋବାଇଲ ଓ ତିନି ଡ୍ରେସ କୁ ନେଇ ଶସପେନ୍ସ ବଢିଛି ।

ତାହେଲେ ଏ ପଟେ ପୋଲିସ ମମିତା ଙ୍କ ର ସୁନା ଚେନ ଇ ପାଉଁଜି ହସ୍ତାନ୍ତର କରିଛି ପରିବାର ଲୋକଙ୍କୁ ,  ଏହି ପାଉଁଜି ଓ ସୁନା ଚେନ ଷ୍ଟାଡିୟମ ରୁ ଜବତ କରା ଯାଇଥିଲା ଓ ଏହା ଜଣା ପଡିଥିଲା ଯେ ଏହି ସୁନା ଚେନ ଓ ପାଉଁଜି ଝିଅ ର ବୋଲି ଓ ପରେ ପରିବାର ଲୋକ ଦିଅ ଯାଇଥିଲା ଓ ସବୁଠୁ ବଡ କଥା ହେଲା ଯେ ପାରମ୍ପରିକ ଭାବେ ଝିଅ ଶ-ବ ସ-ତ୍କା-ର କରିବା ପାଇଁ ମମିତା ଙ୍କ ଶ-ରୀ-ର ର କିଛି ଜ-ଳା-ପୋ-ଡା  ଅଂଶ କୁ ଦିଆଯାଇଛି ।


ତାହେଲେ ବର୍ତ୍ତମାନ ସମୟ ରେ ରାଧେ ଙ୍କ ଘରୁ ବାହାରିଥିବା ଗୋଟିଏ ବ୍ୟାଗ ଓ ତାହା ଭିତରେ ଥିବା ମୋବାଇଲ ଓ 3 ହଲ ଲେଡିଜ ଡ୍ରେସ ଯଦି ମମିତା ଙ୍କ ନୁହେଁ , ତାହେଲେ ଆଉ କାହାର ଓ ଯାହାକୁ ନେଇ ବର୍ତ୍ତମାନ ସମୟ ରେ ସ-ନ୍ଦେ-ହ ସୃଷ୍ଟି ହୋଇଛି । ତେବେ ଏପଟେ ମମିତା ଙ୍କ ପରିବାର ଲୋକେ ସ୍ପଷ୍ଟ କରି ନାହାଁନ୍ତି ଯେ ତାହା ମମିତା ଙ୍କ ର ବୋଲି ,ଗଣ ମାଧ୍ୟମ ନିକଟ ରେ ଚୁପ ରହୁଛନ୍ତି ॥

About admin

Check Also

ପାଠ ପଢ଼ିଛନ୍ତି ଷଷ୍ଠ ହେଲେ ଫେସବୁକରେ ଡାକ୍ତର ପରିଚୟ ଦେଇ ଫ-ସ-ଉ-ଥି-ଲେ ଝି-ଅ ଙ୍କୁ ,ଆଉ ଲୁ-ଟି ନେଉଥିଲେ ଲକ୍ଷ ଲକ୍ଷ ଟଙ୍କା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ଜଣେ ବ୍ୟକ୍ତି ଙ୍କ ଶିକ୍ଷାଗତ ଯୋଗ୍ୟତା କହିଲେ ଷଷ୍ଠ …

Leave a Reply

Your email address will not be published. Required fields are marked *