Breaking News

ଓଡିଆ ହାସ୍ୟ ଅଭିନେତା ସୁମନ ମହାରଣା (Suman Maharana) ଙ୍କ ସ୍ତ୍ରୀ ଓ ପରିବାର ପ୍ରଥମ ଥର ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ହାସ୍ୟ ଅଭିନେତା ସୁମନ ମହାରଣା ଙ୍କୁ ନିଶ୍ଚୟ ଜାଣିଥିବେ ଓ ବହୁସାରା ଚଳଚିତ୍ର ରେ ଜବରଦସ୍ତ କମିଡି କରିଥିବାର ନିଶ୍ଚୟ ଦେଖିଥିବେ । ତାହେଲେ କଣ ଆପଣ ମାନେ ତାଙ୍କ ରିଅଲ ଲାଇଫ ବିଷୟ ରେ କିଛି ଜାଣିଛନ୍ତି କି , ଯଦି ଜାଣି ନାହାଁନ୍ତି ତାହେଲେ ଆଜି ଜାଣିବା କୁ ପାଇବେ ତାହେଲେ ସେଥିପାଇଁ ଆପଣ ମାନେ ଆମର ପେଜ କୁ ସେସ ପର୍ଯ୍ୟନ୍ତ ପଢନ୍ତୁ ।


ତାହେଲେ ବନ୍ଧୁଗଣ ସୁମନ ମହାରଣା ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ହାସ୍ୟ ଅଭିନେତା ବେସ ପରିଚିତ , ତେବେ ବନ୍ଧୁଗଣ ନିଜ ଅଭିନୟ ପାଇଁ ସେ ଲୋକ ପ୍ରିୟ ହେବା ସହିତ ନିଜ ହାଇଟ କୁ ନେଇ ସେ ବେସ ଚର୍ଚ୍ଚା ରେ ଥାନ୍ତି ଓ ଏହି କାରଣ ପାଇଁ ସେ ଚଳଚିତ୍ର ମାନ ଙ୍କ ରେ ଛୋଟ ପିଲା ଙ୍କ ଭଳି ଅଭିନୟ କରି ଥାନ୍ତି । ତାହେଲେ ବର୍ତ୍ତମାନ ସମୟ ରେ ତାଙ୍କୁ 49 ବର୍ଷ ବୟସ ହେଉଛି ।

ତାହେଲେ ସେ ପ୍ରଥମେ କଣ୍ଢେଇ ଆଖିରେ ଲୁହ ଚଳଚିତ୍ର ରେ ପ୍ରଥମ ଥର ପାଇଁ ଅଭିନୟ କରିଥିଲେ ଓ ଏହା ପରେ ସେ ବହୁ ସାରା ଚଳଚିତ୍ର ରେ ଜବରଦସ୍ତ ଅଭିନୟ କରିଥିଲେ । ତେବେ ତାଙ୍କୁ ଏୱାର୍ଡ ମଧ୍ୟ ମିଳିଛି ଓ ସେ ଚଳଚିତ୍ର ରେ ଅଭିନୟ କରିବା ସହିତ ଧାରାବାହିକ ରେ ମଧ୍ୟ ଅଭିନୟ କରିଛନ୍ତି ।

ତାହେଲେ ବର୍ତ୍ତମାନ ସମୟ ରେ ସୁମନ ଭୁବନେଶ୍ବର ରହୁଛନ୍ତି ଓ ସେ ତାଙ୍କ ପିଲା ଦିନ ରୁ ଭୁବନେଶ୍ବର ର ଏକ ବସ୍ତି ରେ ରହି ଆସୁଥିଲେ । ତାହେଲେ ଅଭିନୟ କରିବା ପରେ ତାଙ୍କ ଜୀବନ ଭାଗ୍ୟ ବଦଳି ଯାଇଛି । ତାହେଲେ ତାଙ୍କ ପରିବାର କହିଲେ ତାଙ୍କ ବାପା,ମା ଓ ଭଉଣୀ ଅଛନ୍ତି ଓ ତାଙ୍କ ସ୍ତ୍ରୀ ମଧ୍ୟ ଅଛି ତାହେଲେ ଆପଣ ମାନେ ଆମର ଏହି ପେଜ ରେ ସୁମନ ଙ୍କ ପୁଅ କୁ ଦେଖି ପାରୁଥିବେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରକାର କଲେ ବଡ଼ ଘୋଷଣା ସବୁ ଜିଲ୍ଲାରେ ପ୍ରଦର୍ଶିତ ହେବ ଦମନ ଫିଲ୍ମ ସରକାର ଦେବେ ପଇସା ଦେଖନ୍ତୁ ଏହାକୁ ସୁଣିଲାରେ Babushan କେତେ ଖୁସି ଅଛନ୍ତି !

ନମସ୍କାର ବନ୍ଧୁଗଣ ପ୍ରତ୍ୟେକ ଦିନ ଅର୍ଥାତ୍ ଦିନ କୁ ଦିନ ବଢି ଚାଲିଛି ଦମନ ଓଡ଼ିଆ ସିନେମା ଦମନ ର …

Leave a Reply

Your email address will not be published.