Breaking News

ବାହାଘର ପୂର୍ବରୁ ସ୍ଵାମୀଙ୍କ ସହିତ ହିରୋଇନ ସୋମାଲିନଙ୍କ (Somalin Parida) ରୋମାଣ୍ଟିକ ଡ୍ୟାନ୍ସ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି , ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ମାନ ଙ୍କ ମଧ୍ୟ ରୁ କମ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ରିଆଲିଟି ସୋ ରେ ବିଜେତା ହେବା ପରେ ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇଛନ୍ତି ଓ ବହୁତ କମ ଦିନ ରେ ବେସ ଲୋକ ପ୍ରିୟ ହୋଇ ପାରିଛନ୍ତି । ତାହେଲେ ଆଜି ସେହିଭଳି ଜଣେ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା , ଯିଏ କି ବର୍ତ୍ତମାନ ସମୟ ରେ ଅଭିନୟ ଜଗତ ରୁ ଦୂରେଇ ରହିଥିଲେ ମଧ୍ୟ ନିଜ ପ୍ରଶଂସକ ମାନ ଙ୍କ ପାଇଁ ସୋସିଆଲ ମିଡିଆ ରେ ବେସ ସକ୍ରିୟ ରହୁଛନ୍ତି ।


ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଯୋଡି ସୋମାଲିନ ପରିଡା , ହଁ ବନ୍ଧୁ ଆପଣ ମାନେ ନିଶ୍ଚୟ ସୋମାଲିନ ଙ୍କୁ ଜାଣିଥିବେ , ତେବେ ଏହି ଅଭିନେତ୍ରୀ ଜଣକ ମାତ୍ର କମ ଦିନ ର ଜବରଦସ୍ତ ଅଭିନୟ ଫଳ ରେ ବେସ ଲୋକ ପ୍ରିୟ ହୋଇପାରିଛନ୍ତି । ଏହି ଅଭିନେତ୍ରୀ ଜଣକ ଜୀ ସାର୍ଥକ ଟିଭି ର ଏକ ରିଆଲିଟି ସୋ ରେ ବିଜେତା ହେବା ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇଥିଲେ ।

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଜାଙ୍କଲିନ ଓ ସୋମାଲିନ ଏହି ଦୁଇ ଭଉଣୀ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଟ୍ଵିନ ଶିଷ୍ଟର ଭାବେ ବେସ ପରିଚିତ । କିଛି ଦିନ ପୂର୍ବେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଅରବିନ୍ଦ ଙ୍କୁ ବିବାହ କରି ବର୍ତ୍ତମାନ ସମୟ ରେ ବେସ ଖୁସି ରେ ଅଛନ୍ତି । ବନ୍ଧୁଗଣ ଠିକ ସେହିଭଳି ସୋମାଲିନ ପରିଡା ମଧ୍ୟ ଆଗାମୀ ଦିନ ମାନ ଙ୍କ ରେ ବିବାହ କରିବାକୁ ଯାଉଛନ୍ତି ଓ ବର୍ତ୍ତମାନ ସମୟ ରେ ସୋମାଲିନ ନିର୍ବନ୍ଧ ସରିଯାଇଛି ।


ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ସୋମାଲିନ ଙ୍କ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଏହି ଭିଡିଓ ସୋମାଲିନ ତାଙ୍କ ଭାବି ସ୍ଵାମୀ ଙ୍କ ସହିତ ନଜର ଆସିଛନ୍ତି ଓ ବହୁ ସାରା ମହାମସ୍ତି କରୁଥିବାର ମଧ୍ୟ ଦେଖିବାକୁ ମିଳିଛି , ତେବେ ଏହି ଭିଡିଓ ଟି କୁ ସୋମାଲିନ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରିଲା ରିୟା ଦେଙ୍କର ବାହାଘର ରିୟା ବାହାହେଲେ ହେଲେ ଗୋଟେ ବଙ୍ଗାଳି Hero ଙ୍କୁ ଦେଖନ୍ତୁ ବାହାଘର ସମ୍ପୂର୍ଣ ଭିଡ଼ିଓ !

ହେଲୋ ଫ୍ରେଣ୍ଡ୍ ଏବେ ଆସି ଯାଉଛି ଏକ ବୋହୁତ ବଡ ଖୁସୀ ଖବର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଇଛନ୍ତି …

Leave a Reply

Your email address will not be published.