Breaking News

ଛା-ତ୍ରୀ-ଙ୍କୁ ଛୁଇଁବା ପଡିଲା ଭାରି, ଲୋକ ଧରି ଏମିତି ଅବସ୍ଥା କରିଲେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଯେ ଜଣେ ଯୁ-ବ-ତୀ ଙ୍କୁ ଜଣେ ଯୁବକ ବହୁତ ଖ-ରା-ପ ବ୍ୟବହାର କରି ଚାଲିଯାଉଥିବା ସମୟ ରେ ସ୍ଥାନିୟ ଲୋକ ମାନେ ଧରି ନିରଧୂମ ଛେ-ଚି-ଛ-ନ୍ତି ତାହା ପୁଣି ଉ-ଲ-ଗ୍ନ କରି । ତେବେ ଆସନ୍ତୁ ଏହି ବିଷୟ ରେ କଣ ରହିଛି ସଂପୂର୍ଣ୍ଣ ଖବର ଟି ଜାଣିବା ।

ତେବେ ବନ୍ଧୁଗଣ ଜଣେ ନର୍ସିଙ୍ଗ ଛାତ୍ରୀ ତାଙ୍କ ଘର କୁ ଫେରୁଥିବା ସମୟ ରେ ଜଣେ ଯୁବକ ସାଇକେଲ ରେ ଆସି ତାଙ୍କୁ ପିଛା କରି ଖ-ରା-ପ ଉଦ୍ଦେଶ୍ୟ ରେ ତାଙ୍କ ପାଖ କୁ ଆସିଗଲା ଓ ନି-ଛା-ଟି-ଆ ଜାଗା ଦେଖି ଯୁ-ବ-ତୀ ଙ୍କୁ ସାଇକେଲ ରେ ବାଡେଇ ଯୁ-ବ-ତୀ ଙ୍କୁ ତଳେ ପକାଇ ବେ-କ କୁ ଜା-ବୁ-ଡି ଧରି ରାସ୍ତା କଣ କୁ ଟାଣି ନେଲା । ତେବେ ଯୁ-ବ-ତୀ ଜଣକ ଡରିଯାଇ ଚି-ତ୍କା-ର କରିଥିଲେ ।

ତେବେ ସେହି ସ୍ଥାନ ରେ ଥିବା ଲୋକ ଚି-ତ୍କା-ର ଶୁଣି ଯୁ-ବ-ତୀ ଙ୍କ ପାଖ କୁ ଆସିଲା ବସିକି ସେହି ଯୁବକ ଜଣକ ଲୋକ ମାନ ଙ୍କୁ ଦେଖି ବିଲ ବାଟେ ଦଉଡି ଖସି ଯିବା କୁ ଚେଷ୍ଟା କରୁଥିବା ସମୟ ରେ ଲୋକ ମାନେ ଧରି ଭଲ ପୁରସ୍କାର ଦେଇଛନ୍ତି । ତେବେ ବନ୍ଧୁଗଣ ଘଟନା ଟି ଘଟିଛି କଟକ ଜିଲା ସାଲେପୁର ରେ

ତେବେ ସେହି ସାଲେପୁର ର ଜଣେ ଛା-ତ୍ରୀ ଘରୋଇ ନର୍ସିଙ୍ଗ କଲେଜ ର ଛାତ୍ରୀ ଘର କୁ ଫେରୁଥିବା ସମୟ ରେ । ସେହି ରୋଡସ୍ଥିତ ବିଶେଶ୍ଵର ମନ୍ଦିର ରେ ଜଣେ ଯୁବକ ତାଙ୍କୁ ଖ-ରା-ପ ବ୍ୟବହାର କରିଥିଲେ ଓ ଯୁବକ ଜଣକ ମଧ୍ୟ ସେହିଷ୍ଠାନ ର ବୋଲି ସୂଚନା ମିଳିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବିବାହ ପରେ ପ୍ରଥମ ଥର ଶାଶୁଘରେ ରୋଷେଇ କଲେ ସୋମାଲିନ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି , …

Leave a Reply

Your email address will not be published. Required fields are marked *