Breaking News

ଅଜବ ଘଟଣା, ଆଶ୍ଚର୍ଯ୍ୟ ଲାଗିଲେ ବି ସତ, କୋର୍ଟରେ ଶଶୁର ବୋହୂ କରିଲେ ବିବାହ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ କେବେ ବି ଶଶୁର ଓ ବୋହୁ ଙ୍କ ବି-ବା-ହ କରୁଥିବାର ଦୃଶ୍ୟ ଦେଖିଛନ୍ତି କି କେବେ ଦେଖି ନଥିବେ କେବଳ ଶୁଣିଥିବେ । ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଏମିତି ଏକ ଭିଡିଓ ଘୁରି ବୁଲୁଛି ଯାହା ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ତାହେଲେ ଆସନ୍ତୁ ଏହି ଭିଡିଓ ବିଷୟ ରେ ଜାଣିବା ।


ତାହେଲେ ବନ୍ଧୁଗଣ ଆପଣ ମାନେ ସୋସିଆଲ ମିଡିଆ ରୁ କିଛି ନା କିଛି ଆଶ୍ଚର୍ଯ୍ୟ କଳା ଭଳି ଖବର ନିଶ୍ଚୟ ଦେଖୁଥିବେ । ଏହି ଆଶ୍ଚର୍ଯ୍ୟ କଳା ଭଳି ଖବର ର ମଧ୍ୟ ରୁ ପ୍ରାୟତ ଭିଡିଓ ପ୍ରେ-ମ ସମ୍ପର୍କ ହୋଇଥାଏ , ଏହି ଆଧୁନିକ ଯୁଗ ର ମଣିଷ ମାନେ ନିଜ ପ୍ରେମ ପାଇଁ ବୁଢା ଓ ବୁଢୀ ମାନ ଙ୍କୁ ବିବାହ କରିବା ପାଇଁ ପ୍ରସ୍ତୁତ ଥାନ୍ତି ପ୍ରେମୀ ଯୁଗଲ ମାନେ ,  କେତେବେଳେ ଯୁବକ ସହ ବିବାହିତ ମ-ହି-ଳା ଘର ଛାଡି ଚାଲି ଯାଉଥିବା ସମୟ ରେ ଆଉ କେତେବେଳେ ବିବାହ ପୁରୁଷ ଓ ମହିଳା ମାନେ ନିଜ ପରିବାର ଲୋକ ଙ୍କୁ ଛାଡି ଅନ୍ୟତ୍ର ପଳାଇ ଯାନ୍ତି ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଛି ଶଶୁର ଓ ବୋହୁ ଏକାଠି ହୋଇ କୋର୍ଟ ମ୍ୟାରେଜ କରିବା ପାଇଁ ପରିବାର ଅଦାଲତ କୁ ଯାଇଛନ୍ତି ।  ଶଶୁର ବୋହୁ ଓକିଲ ଙ୍କୁ କହିଛନ୍ତି ଉଭୟ ଉଭୟ ଙ୍କୁ ବିବାହ କରିବେ । ସବୁଠୁ ବଡ କଥା ହେଲା ଯ ଏ ଏହି ମହିଳା ଜଣକ ଦୁଇ ଟି ସନ୍ତାନ ର ମା ଜଣେ ପିଲା 7 ବର୍ଷ ହୋଇଥିବା ସମୟ ରେ ଅନ୍ୟ ଜଣକ 5 ବର୍ଷ ର ତେବେ କିଛି ବି-ବା-ଦ ପାଇଁ ମହିଳା ଜଣକ ତାଙ୍କ ସ୍ଵାମୀ ଙ୍କୁ ଛା-ଡ-ପ-ତ୍ର ଦେଇଛନ୍ତି । କାରଣ ସ୍ଵାମୀ ଙ୍କ ବିବାହ ପରେ ସେ ଶଶୁର ଙ୍କୁ ଭଲ ପାଉଥିଲେ । ତାହେଲେ ଘଟଣା ଟି କେଉଁଠାରେ ଘଟିଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ଭାବେ ଜଣା ପଡି ନହିଁ କିନ୍ତୁ ଭାରତ ବର୍ଷ ରେ ଘଟିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆପଣଙ୍କ ପାଖରେ ଅଛି କି ଏହି ସିରିଏଲ ନମ୍ବର ନୋଟ ତେବେ ଆପଣ ରାତା ରାତି ହୋଇଯିବେ ଲକ୍ଷପତି…

ନମସ୍କାର ଦର୍ଶକବନ୍ଧୁ ଯଦି ଆପଣଙ୍କ ପାଖରେ ଅଛି ଏହି ସିରିଏଲ ନମ୍ବର ନୋଟ ତେବେ ଆପଣ ରାତା ରାତି ହୋଇଯିବେ …

Leave a Reply

Your email address will not be published.