Breaking News

ଦେଖନ୍ତୁ ସମୁଦ୍ରକୂଳରେ କେମିତି ଓଡିଆ ହିରୋଇନ ଏଲିନା (Elina Samantray) ମସ୍ତି କରୁଛନ୍ତି – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି । ତାହେଲେ ଆପଣ ମାନେ ନିଶ୍ଚୟ ଜାଣିଥିବେ ଏହି ଅଭିନେତ୍ରୀ ମାନ ଙ୍କ ର କିଛି ଫଟୋ ହେଉ ବା ଭିଡିଓ ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ରେ ଥାଏ ।

କେତେବେଳେ ଏହି ଭିଡିଓ ବ୍ୟକ୍ତିଗତ ଜୀବନ ରେ ହୋଇଥାଏ ତ ଆଉ କେତେବେଳେ ନିଜ ଶୁଟିଙ୍ଗ ସେଟ ର । ତାହେଲେ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ଏଲିନା ଙ୍କ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଯେ । ତାହେଲେ ଆଜି


ଏହି ଭିଡିଓ ରେ ଏଲିନା ସମୁଦ୍ର କୁଳ ରେ ବୁଲାବୁଲି କରିବା ସହିତ ଡିଆଁ କୁଦ କରି ମଜା ନେଉଛନ୍ତି , ତାହେଲେ ଏହି ଭିଡିଓ ରେ ଆହୁରି ଅନେକ କିଛି ଦୃଶ୍ୟ ଅଛି ଯାହା ଆଜି ଆମର ଏହି ପେଜ ମାଧ୍ୟମ ରେ ଜାଣିବା । ତାହେଲେ ବନ୍ଧୁଗଣ ଆପଣ ମାନେ ଏଲିନା ସାମନ୍ତରାୟ ଏକ ରିଆଲିଟି ସୋ ରେ ବିଜେତା ହେବା ପରେ ଇସ୍କ ତୁ ହି ତୁ ଚଳଚିତ୍ର ରେ ଅଭିନୟ କରିଥିଲେ ।

ଏହି ଚଳଚିତ୍ର ରେ ତାଙ୍କ ଜବରଦସ୍ତ ଅଭିନୟ ଦର୍ଶକ ମାନ ଙ୍କୁ ବେସ ପସନ୍ଦ ଆସିଥିଲା ଓ ସେ ଲୋକ ପ୍ରିୟ ହୋଇପାରିଥିଲେ । ହଁ ବନ୍ଧୁ ଏହି ଚଳଚିତ୍ର ପରେ ସେ ଅନେକ ଚଳଚିତ୍ର ରେ ଜବରଦସ୍ତ ଅଭିନୟ ଦେଖାଇ ଓଡିଆ ଇଣ୍ଡଷ୍ଟ୍ରି ରେ ଏକ ସ୍ଵତନ୍ତ୍ର ପରିଚୟ ପାଇବା ସହିତ ଘରେ ଘରେ ପରିଚିତ ହୋଇଥିଲେ ।


ତାହେଲେ ବନ୍ଧୁଗଣ ନିଜ ଅଭିନୟ ସହିତ ଏହି ଅଭିନେତ୍ରୀ ଜଣକ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି । ତାହେଲେ ବର୍ତ୍ତମାନ ସମୟ ରେ ଏଲିନା ଙ୍କ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି , ହଁ ବନ୍ଧୁ ଏହି ଭାଇରାଲ ଭିଡିଓ ରେ ଏଲିନା ଙ୍କ ଭିନ୍ନ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି ,,

କେତେବେଳେ ସମୁଦ୍ର କୁଳ ରେ ବୁଲି ନିଜ ଓଢଣି କୁ ଉଡାଇ ମଜା ନେଇଥିବା ସମୟ ରେ ତ ଆଉ ଏକଦୃଶ୍ୟ ରେ ନିଜ ଘରେ ରହି ମଜାମସ୍ତି କରିବା ସହିତ ଖାଉ ଥିବାର ନଜର ଆସିଛନ୍ତି , ତେବେ ଏହି ଭିଡିଓ ଟି ବର୍ତ୍ତମାନ ସମୟ ରେ ବେସ ଭାଇରାଲ ହେବା ରେ ଲାଗିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରକାର କଲେ ବଡ଼ ଘୋଷଣା ସବୁ ଜିଲ୍ଲାରେ ପ୍ରଦର୍ଶିତ ହେବ ଦମନ ଫିଲ୍ମ ସରକାର ଦେବେ ପଇସା ଦେଖନ୍ତୁ ଏହାକୁ ସୁଣିଲାରେ Babushan କେତେ ଖୁସି ଅଛନ୍ତି !

ନମସ୍କାର ବନ୍ଧୁଗଣ ପ୍ରତ୍ୟେକ ଦିନ ଅର୍ଥାତ୍ ଦିନ କୁ ଦିନ ବଢି ଚାଲିଛି ଦମନ ଓଡ଼ିଆ ସିନେମା ଦମନ ର …

Leave a Reply

Your email address will not be published.