Breaking News

ପ୍ରଥମଥର ପାଇଁ ଦେଖନ୍ତୁ Ollywood ସିଙ୍ଗର ନମିତା ଅଗ୍ରୱାଲ (Namita Agrawal) ଙ୍କ ୨ ପୁଅଙ୍କୁ, ଆଗରୁ ଦେଖି ନଥିବେ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଗାୟିକା ମାନ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ । ତାହେଲେ ବନ୍ଧୁଗଣ ଆଜି ଆମେ ସେହି ଗାୟିକା ଙ୍କ ମଧ୍ୟ ରୁ ଏମିତି ଜଣେ ଗାୟିକା ଙ୍କ ବିଷୟ ରେ ଜାଣିବା ଯାହା ଙ୍କ ପିଲା ମାନେ ବର୍ତ୍ତମାନ ସମୟ ରେ ବଡ ହୋଇ ସାରିଛନ୍ତି । ତେବେ ବନ୍ଧୁଗଣ ଏହି ଗାୟିକା ଜଣକ ହେଉଛନ୍ତି ନମୀତା ଅଗ୍ରୱାଲ , ଆଜି ନମୀତା ଅଗ୍ରୱାଲ ଏନକେ ଦୁଇ ପୁଅ ବିଷୟ ରେ ଜାଣିବା ଯେଉଁ ମାନେ ବର୍ତ୍ତମାନ ସମୟ ରେ ବହୁତ ବଡ ହୋଇ ସାରିଛନ୍ତି । ତାହେଲେ ଆସନ୍ତୁ ଜାଣିବା ।


ତାହେଲେ ବନ୍ଧୁଗଣ ଆପଣ ମାନେ ନମୀତା ଅଗ୍ରୱାଲ ଙ୍କୁ ନିଶ୍ଚୟ ଜାଣିଥିବେ ସେ ଆମ ଓଡିଶା ର ଲୋକ ପ୍ରିୟ ଗାୟିକା ଭାବେ ବେସ ପରିଚିତ । ବନ୍ଧୁଗଣ ନମୀତା ବହୁ ଗୁଡିଏ ଚଳଚିତ୍ର ଓ ଭଜନ ରେ ଗୀତ ଗାଈ ବେସ ଲୋକ ପ୍ରିୟ ହୋଇପାରିଛନ୍ତି । ତାହେଲେ ବନ୍ଧୁଗଣ ନମୀତା ସବୁଠାରୁ ଅଧିକ ଭଜନ ଗୀତ ଗାଈ ବେସ ଲୋକ ପ୍ରିୟ ହୋଇପାରିଛନ୍ତି ।

ଏହି ଭଜନ ରୁ ତାଙ୍କ ଗାୟିକା ଜୀବନ ଆରମ୍ଭ ହୋଇଥିଲା । ହଁ ବନ୍ଧୁ 1992 ମସିହା ରେ ଅଝଟିଆ କାଳିଆ ଗୀତ ଗାଈ ବେସ ଲୋକ ପ୍ରିୟ ହୋଇପାରିଥିଲେ । ତାହେଲେ ସେ 1992 ମସିହା ରେ ମ୍ୟୁଜିକ କମ୍ପାନୀ ର ସୀତାରାମ ଅଗ୍ରୱାଲ ଙ୍କୁ ବିବାହ କରିଥିଲେ ଓ ବିବାହ ପରେ ବହୁତ ଗୀତ ଗଇଛନ୍ତି ନମୀତା ଅଗ୍ରୱାଲ । ତେବେ ବନ୍ଧୁଗଣ 1993 ମସିହା ରେ ନମିତା ଙ୍କୁ ଦୁଇ ଟି ଯାଁଳା ପିଲା ଜନ୍ମ ହୋଇଥିଲେ ।

ତେବେ ସେମାନ ଙ୍କ ମଧ୍ୟ ରୁ ଜଣକ ର ନାମ ସିଦ୍ଦାର୍ଥ ଅଗ୍ରୱାଲ ଥିବା ସମୟ ରେ ଅନ୍ୟ ଜଣକ ନାମ ସାର୍ଥକ ଅଗ୍ରୱାଲ ରହିଛି । ତାହେଲେ ବର୍ତ୍ତମାନ ସମୟ ରେ ସେମାନ ଙ୍କୁ 27 ବର୍ଷ ହୋଇଛି ସେମାନେ ତାଙ୍କ ପାଠ ପଢା ସାରିବା ପରେ ନିଜ କମ୍ପାନୀ ରେ ମାଲିକ ଭାବେ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ସମୟ ରେ ଅବିବାହିତ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଶାଶୂ ଘରେ ଅଭିନେତ୍ରୀ ସୋମାଲିନଙ୍କୁ (Somalin Parida) ଖୁଆଇ ଦେଲେ ଶାଶୂ ଓ ନଣନ୍ଦ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ …

Leave a Reply

Your email address will not be published. Required fields are marked *