Breaking News

ଘଟଣା ସ୍ଥଳକୁ ଯାଇ ଡେମୋ ଦେଖାଇଲେ Govind Sahu, କେମିତି କଣ କରିଥିବା ସବୁ ବଖାଣିଲା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଅବଗତ ଥିବେ କଳାହାଣ୍ଡି ଜିଲ୍ଲା ର ମହାଲିଙ୍ଗ ଘରୋଇ ସ୍କୁଲ ର ଶିକ୍ଷୟତ୍ରୀ ମମିତା ମେହେର ଙ୍କ ଘଟଣା ବିଷୟ ରେ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ମମିତା ମେହେର ଙ୍କୁ ଗୋବିନ୍ଦ ନିଜେ ହ-ତ୍ୟ କରିଛି ପୋଲିସ ଆଗ ରେ ସ୍ଵୀକାର କରିଥିଲା ଓ ସେ କାହିଁକି ତାକୁ ମ-ରି-ଥି-ଲା ତାହା ମଧ୍ୟ କହିଥିଲା , ତେବେ ବର୍ତ୍ତମାନ ସମୟ ରେ ଗୋବିନ୍ଦ ମମିତା ଙ୍କୁ କେଉଁଠି ପୋ-ତି ଦେଇ ପୋ-ଡି-ଥି-ଲା ତାହାର ଡେ-ମୋ ଦେଖାଉଛି ଗୋବିନ୍ଦ ।


ପୂର୍ବ ରୁ ଗୋବିନ୍ଦ ପୋଲିସ ଆଗ ରେ ସତ କଥା କହିଥିଲା ଯେ ମମିତା ତାର ସମସ୍ତ କ-ଳା କ-ର-ନା-ମା ବିଷୟ ରେ ଅବଗତ ଥିଲା ଓ ମମିତା ଯଦି ଏହି କଥା ସମସ୍ତ ଙ୍କୁ କହି ଦିଏ ତାହେଲେ ଗୋବିନ୍ଦ ଆଉ ମୁ-ଣ୍ଡ ଟେ-କି ଚାଲି ପାରିବ ନହିଁ ବୋଲି ଭାବି ମମିତା ଙ୍କୁ ନିୟମ କରାଇଥିଲା ଯେ ଏହି କଥା କାହାକୁ ନ କହିବା ପାଇଁ କିନ୍ତୁ ମମିତା ଗୋବିନ୍ଦ ର ଏହି ଧ-ମ-କ କଥା କୁ କ୍ଷାତିର କରି ନଥିଲା କି ଡ-ରି ବି ଯାଇ ନଥିଲା । ତେବେ ଗୋବିନ୍ଦ ଏହି କଥା ରେ ଉ-ତ୍ତ-କ୍ତ ହୋଇ ତାର ବେ-କ ଚି-ପି ମା-ରି ଦେଇଥିଲା ସେହି କାର ଭିତରେ ।

ତାହେଲେ ଏହି ସବୁ କଥା କହିବା ପରେ ବର୍ତ୍ତମାନ ପୋଲିସ ସହ ଗୋବିନ୍ଦ ଆସିଛି ମହାଲିଙ୍ଗ ର ସେହି ଖେଳ ପଡିଆ ସ୍ଥାନ କୁ ଯେଉଁଠାରେ ଗୋବିନ୍ଦ ମମିତା ଙ୍କୁ ପୋ-ଡି ତାଙ୍କ ମୋବାଇଲ , ଗହଣା ସବୁ ପୋ-ଡି ପୋ-ତି ଦେଇଥିଲା ଓ ସେହି ଠାରେ ମମିତା ଙ୍କ ସହିତ ତାଙ୍କର ସମସ୍ତ ଜିନିଷ କୁ ପୋ-ଡି ଦେଇ ଠିଆ ହୋଇ ଦେଖୁଥିଲା ।

ଗୋବିନ୍ଦ ଆହୁରି କହିଛି ଯେ ଯେଉଁ ଦିନ ଏହି ଅଘଟଣ ଘଟାଇଥିଲା ତାହାର ସମୟ ରାତି 8 ଟାରୁ 9 ଟା ଭିତରେ ବୋଲି ଗୋବିନ୍ଦ ଡ଼ିଆଇଜେ ଓ ଏସପି ଙ୍କୁ କହିଥିଲା । ତେବେ ଏହି ଲାଇଭ ଡେମୋ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବେସ ଭାଇରାଲ ହେବ ରେ ଲାଗିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପାଠ ପଢ଼ିଛନ୍ତି ଷଷ୍ଠ ହେଲେ ଫେସବୁକରେ ଡାକ୍ତର ପରିଚୟ ଦେଇ ଫ-ସ-ଉ-ଥି-ଲେ ଝି-ଅ ଙ୍କୁ ,ଆଉ ଲୁ-ଟି ନେଉଥିଲେ ଲକ୍ଷ ଲକ୍ଷ ଟଙ୍କା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ଜଣେ ବ୍ୟକ୍ତି ଙ୍କ ଶିକ୍ଷାଗତ ଯୋଗ୍ୟତା କହିଲେ ଷଷ୍ଠ …

Leave a Reply

Your email address will not be published. Required fields are marked *