Breaking News

ପୋଷ୍ଟ ଅଫିସର ଏହି ଦମଦାର ସ୍କିମରେ ୧୫୦ ଟଙ୍କା ଆପଣଙ୍କୁ କରି ଦେବ ଲକ୍ଷପତି, କେମିତି କଣ କରିବେ ଜାଣନ୍ତୁ

ଦର୍ଶକ ବନ୍ଧୁ ମାତ୍ର 150 ଟଙ୍କା ରଖନ୍ତୁ ମିଳିବ 15 ଲକ୍ଷ , ହଁ ବନ୍ଧୁ ଆପଣ ଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥା ଟି ସତ୍ୟ ଅଟେ ଆପଣ ଯଦି ଦିନ କୁ 150 ଟଙ୍କା ରଖିବେ ତାହେଲେ ଆପଣ ମାନେ 15 ଲକ୍ଷ ଟଙ୍କା ର ମାଲିକ ହୋଇପାରିବେ । ହଁ ବନ୍ଧୁ ଏହି ସୁବିଧା ଟି ଦେଉଛି ପୋଷ୍ଟ ଅଫିସ । ପବ୍ଲିକ ପ୍ରୋଭିଡେଣ୍ଟ ଫନ୍ଡ ବା ପିପିଏଫ ଯୋଜନା ରେ ଆପଣ ମାନେ ପରଦିନ ଦିନ 150 ଟଙ୍କା ଜମା କଲେ 15 ବର୍ଷ ପରେ 15 ଲକ୍ଷ ଟଙ୍କା ହୋଇପାରିବ ।

ତାହେଲେ ବନ୍ଧୁଗଣ ଆପଣ ମାନେ ପ୍ରତିଦିନ 150 ଟଙ୍କା ରଖନ୍ତି ତାହା ମାସ କୁ 4500 ଟଙ୍କା ରଖିବାକୁ ପଡିବ । ତାହେଲେ ଆପଣ ଙ୍କ ବାର୍ଷିକ ନିବେଶ 54 ହଜାର ଟଙ୍କା ହେବ ତେବେ 15 ବର୍ଷ ପରେ ଆପଣ ଙ୍କ ପିପିଏଫ ଆକାଉଣ୍ଟ ମେଚୋର ହୋଇଯିବ ଓ ଏହା ପରେ ଆପଣ ଙ୍କୁ 14 ଲକ୍ଷ 64 ହଜାର 555 ଟଙ୍କା ମିଳିବ । ବର୍ତ୍ତମାନ ପିପିଏଫ ରେ ବାର୍ଷିକ 7.1 ପ୍ରତିଶତ ସୁଧ ମିଳୁଛି ଓ ଏହା ମେଚୋର ନହେଲା ପର୍ଯ୍ୟନ୍ତ ଏହି ଭଳି ସୁଢହ ରହିବ ।

ପିପିଏଫ ରେ ଆୟକର ଆକ୍ଟ ସେକ୍ସନ 80(ସି) ଅନୁଯାୟୀ ଟାକ୍ସ ର ସୁବିଧା ମିଳିଥାଏ । ଏହି ଯୋଜନା ରେ 1ଲକ୍ଷ 50 ହଜାର ପର୍ଯ୍ୟନ୍ତ ପୁଞ୍ଜି ବିନିଯୋଗ ପାଇଁ ରିହାତି ନିଆଯାଏ । ପିପିଏଫ ରେ ଅର୍ଜିତ ସୁଧ ଏବଂ ମାଚୁରିଟି ରାଶି ମଧ୍ୟ ଟାକ୍ସ ମୁକ୍ତ । ପିପିଏଫ ଆକାଉଣ୍ଟ ରେ ରୁଣ ସୁବିଧା ମଧ୍ୟ ରହିଛି , ହଁ ବନ୍ଧ ପିପିଏଫ ଖୋଲିବା ର 1 ବର୍ଷ ପରେ ଓ 5 ବର୍ଷ ଭିତରେ ଆପଣ ରୁଣ ପାଇଁ ଆବେଦନ କରି ପାରିବେ । ତାହେଲେ ଏହି ବିଷୟ ରେ ସମ୍ପୂର୍ଣ ଖବର ଟି ଜାଣିବା ପାଇଁ ହେଲେ ଆପଣ ମାନେ ଆପଣ ଙ୍କ ନିକଟସ୍ଥ ପୋଷ୍ଟାଲ ରେ ଯାଇ କି ବୁଝି ପାରିବେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରକାର କଲେ ବଡ଼ ଘୋଷଣା ସବୁ ଜିଲ୍ଲାରେ ପ୍ରଦର୍ଶିତ ହେବ ଦମନ ଫିଲ୍ମ ସରକାର ଦେବେ ପଇସା ଦେଖନ୍ତୁ ଏହାକୁ ସୁଣିଲାରେ Babushan କେତେ ଖୁସି ଅଛନ୍ତି !

ନମସ୍କାର ବନ୍ଧୁଗଣ ପ୍ରତ୍ୟେକ ଦିନ ଅର୍ଥାତ୍ ଦିନ କୁ ଦିନ ବଢି ଚାଲିଛି ଦମନ ଓଡ଼ିଆ ସିନେମା ଦମନ ର …

Leave a Reply

Your email address will not be published.