ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଦୁଃଖ ର ଖବର ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ପାଇଁ , ହଁ ବନ୍ଧୁ ଲୋକ ପ୍ରିୟ ଗାୟକ ଗୁଡୁଳି ରଥ ବର୍ତ୍ତମାନ ସମୟ ରେ ଗୁ-ରୁ-ତ-ର ଅବସ୍ଥା ରେ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି । ଆପଣ ଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥା ଟି ସତ ଯେ ବର୍ତ୍ତମାନ ସମୟ ରେ ଗୁଡୁଳି ରଥ ମେଡିକାଲ ରେ ଚିକିତ୍ସାଧୀନ ରେ ଅଛନ୍ତି ।
ତାହେଲେ ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଜାଣିଥିବେ ଗୁଡୁଳି ରଥ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଗାୟିକ ଭାବେ ବେସ ପରିଚିତ ଓ ତାଙ୍କର ଜବରଦସ୍ତ ଗୀତ ପାଇଁ ସେ ମଧ୍ୟ ଘରେ ଘରେ ପରିଚିତ । ଗୁଡୁଳି ଜଣେ ଭଲ ଗାୟକ ହେବା ସହିତ ସଙ୍ଗୀତ ନିର୍ଦ୍ଦେଶକ ମଧ୍ୟ । ତାହେଲେ କଣ ପାଇଁ ଗୁଡୁଳି ରଥ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି ଆସନ୍ତୁ ଜାଣିବା ।
ଗୁଡଲି ରଥ ଅନେକ ଓଡିଆ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦେଶନା ଦେଇଛନ୍ତି । ସେ ଚକଲେଟ, ୧୪୩ ଆଇ ଲଭ ୟୁ, ଲୋଫର, ଆରେ ସାଥି ଆ ପରି ସୁପର ହିଟ ସିନେମାରେ ନିର୍ଦେଶନା ଦେଇଛନ୍ତି । ଯାହା ତାଙ୍କୁ ଏକ ଭିନ୍ନ୍ ପରିଚୟ ଦେଇଥିଲା । ଏହା ସହିତ ତରଙ୍ଗ ଟିଭିର ଭୟସ ଅଫ ଓଡିଶା ଓ ସାର୍ଥକ ଟିଭିର ସିଙ୍ଗିଙ୍ଗ ସୁପର ଷ୍ଟାରରେ ଜଜ ଭାବେ ନଜର ଆସିଛନ୍ତି ।
ତାହେଲେ ବନ୍ଧୁଗଣ ଗୁଡୁଳି ରଥ ଙ୍କ ର ହୃଦଘାତ ଜନିତ ରୋଗ ହେବା ରୁ ସେ ଭୁବନେଶ୍ବର ର ଏକ ଘରୋଇ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି ଓ ସେ ବର୍ତ୍ତମାନ ଚିକତ୍ସାଧୀନ ଅବସ୍ଥା ରେ ଅଛନ୍ତି । ଏହା ଆମ ଓଡିଆ ଇଣ୍ଡଷ୍ଟ୍ରି ପାଇଁ ଏକ ଦୁଃଖ ର ଖବର । ତାହେଲେ ବନ୍ଧୁଗଣ ପୂର୍ବ ରୁ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଗାୟିକା ତପୂ ମିଶ୍ର ଙ୍କ ଦେ-ହା-ନ୍ତ ହୋଇ ଯାଇଛି ଓ ବର୍ତ୍ତମାନ ସମୟ ରେ ଗୁଡୁଳି ରଥ ମେଡିକାଲ ରେ ଚିକିତ୍ସାଧୀନ ଅବସ୍ଥା ରେ ଅଛନ୍ତି , ତାହେଲେ ଆମେ ଭଗବାନ ନିକଟ ରୁ ପ୍ରାର୍ଥନା କରୁଛୁ ଯେ ଗୁଡୁଳି ରଥ ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇ ପୁଣି ଓଡିଆ ଇଣ୍ଡଷ୍ଟ୍ରି କୁ ଫେରି ଆସନ୍ତୁ ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ