Breaking News

ଗୁ-ରୁ-ତ-ର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ସଙ୍ଗୀତ ନିର୍ଦ୍ଦେଶକ ଗୁଡୁଲି ରଥ (Goodly Rath)

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଦୁଃଖ ର ଖବର ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ପାଇଁ , ହଁ ବନ୍ଧୁ ଲୋକ ପ୍ରିୟ ଗାୟକ ଗୁଡୁଳି ରଥ ବର୍ତ୍ତମାନ ସମୟ ରେ ଗୁ-ରୁ-ତ-ର ଅବସ୍ଥା ରେ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି ।  ଆପଣ ଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥା ଟି ସତ ଯେ ବର୍ତ୍ତମାନ ସମୟ ରେ ଗୁଡୁଳି ରଥ ମେଡିକାଲ ରେ ଚିକିତ୍ସାଧୀନ ରେ ଅଛନ୍ତି ।


ତାହେଲେ ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଜାଣିଥିବେ ଗୁଡୁଳି ରଥ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଗାୟିକ ଭାବେ ବେସ ପରିଚିତ ଓ ତାଙ୍କର ଜବରଦସ୍ତ ଗୀତ ପାଇଁ ସେ ମଧ୍ୟ ଘରେ ଘରେ ପରିଚିତ । ଗୁଡୁଳି ଜଣେ ଭଲ ଗାୟକ ହେବା ସହିତ ସଙ୍ଗୀତ ନିର୍ଦ୍ଦେଶକ ମଧ୍ୟ । ତାହେଲେ କଣ ପାଇଁ ଗୁଡୁଳି ରଥ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି ଆସନ୍ତୁ ଜାଣିବା ।

ଗୁଡଲି ରଥ ଅନେକ ଓଡିଆ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦେଶନା ଦେଇଛନ୍ତି । ସେ ଚକଲେଟ, ୧୪୩ ଆଇ ଲଭ ୟୁ, ଲୋଫର, ଆରେ ସାଥି ଆ ପରି ସୁପର ହିଟ ସିନେମାରେ ନିର୍ଦେଶନା ଦେଇଛନ୍ତି । ଯାହା ତାଙ୍କୁ ଏକ ଭିନ୍ନ୍ ପରିଚୟ ଦେଇଥିଲା । ଏହା ସହିତ ତରଙ୍ଗ ଟିଭିର ଭୟସ ଅଫ ଓଡିଶା ଓ ସାର୍ଥକ ଟିଭିର ସିଙ୍ଗିଙ୍ଗ ସୁପର ଷ୍ଟାରରେ ଜଜ ଭାବେ ନଜର ଆସିଛନ୍ତି ।

ତାହେଲେ ବନ୍ଧୁଗଣ ଗୁଡୁଳି ରଥ ଙ୍କ ର ହୃଦଘାତ ଜନିତ ରୋଗ ହେବା ରୁ ସେ ଭୁବନେଶ୍ବର ର ଏକ ଘରୋଇ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି ଓ ସେ ବର୍ତ୍ତମାନ ଚିକତ୍ସାଧୀନ ଅବସ୍ଥା ରେ ଅଛନ୍ତି । ଏହା ଆମ ଓଡିଆ ଇଣ୍ଡଷ୍ଟ୍ରି ପାଇଁ ଏକ ଦୁଃଖ ର ଖବର । ତାହେଲେ ବନ୍ଧୁଗଣ ପୂର୍ବ ରୁ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଗାୟିକା ତପୂ ମିଶ୍ର ଙ୍କ ଦେ-ହା-ନ୍ତ ହୋଇ ଯାଇଛି ଓ ବର୍ତ୍ତମାନ ସମୟ ରେ ଗୁଡୁଳି ରଥ ମେଡିକାଲ ରେ ଚିକିତ୍ସାଧୀନ ଅବସ୍ଥା ରେ ଅଛନ୍ତି , ତାହେଲେ ଆମେ ଭଗବାନ ନିକଟ ରୁ ପ୍ରାର୍ଥନା କରୁଛୁ ଯେ ଗୁଡୁଳି ରଥ ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇ ପୁଣି ଓଡିଆ ଇଣ୍ଡଷ୍ଟ୍ରି କୁ ଫେରି ଆସନ୍ତୁ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରକାର କଲେ ବଡ଼ ଘୋଷଣା ସବୁ ଜିଲ୍ଲାରେ ପ୍ରଦର୍ଶିତ ହେବ ଦମନ ଫିଲ୍ମ ସରକାର ଦେବେ ପଇସା ଦେଖନ୍ତୁ ଏହାକୁ ସୁଣିଲାରେ Babushan କେତେ ଖୁସି ଅଛନ୍ତି !

ନମସ୍କାର ବନ୍ଧୁଗଣ ପ୍ରତ୍ୟେକ ଦିନ ଅର୍ଥାତ୍ ଦିନ କୁ ଦିନ ବଢି ଚାଲିଛି ଦମନ ଓଡ଼ିଆ ସିନେମା ଦମନ ର …

Leave a Reply

Your email address will not be published.