Breaking News

ମାଟ୍ରିମୋନିରୁ ପ୍ରେ-ମ ସଂପର୍କ, ପରେ ଫୋନ୍ ନମ୍ବର ଦିଆନିଆ ଆଉ ତାପରେ ଯାହା ହେଲା ଦେଖନ୍ତୁ ଭିଡିଓ

ଦର୍ଶକ ବାମଧୁ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଏକ ଖବର ବେସ ଭାଇରାଲ ହବା ରେ ଲାଗିଛି , ହଁ ବନ୍ଧୁ ଖବର ସହ ଏକ ଅଡିଓ ମଧ୍ୟ ବେସ ଭାଇରାଲ ହବା ରେ ଲାଗିଛି । ତେବେ ଏହିଅଡିଓ ରେ ଜଣେ ସୁନ୍ଦରୀ ଯୁବତୀ ଙ୍କ ସହ ଜଣେ ଓଡ଼ିଆ ପୁଅ ଖଣ୍ଡି ହିନ୍ଦୀ ରେ କଥାବାର୍ତ୍ତା ହେଉଥିବା ର ଶୁଣିବାକୁ ମିଳିଛି । ତେବେ ଏହି ଓଡିଆ ପୁଅ ଜଣକ ହଉଛନ୍ତି କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ବ୍ଲକ ର ଜର୍ନାଦନ ଗ୍ରାମ ର ସର୍ବ ପ୍ରଶନ ପଣ୍ଡା ।

ତେବେ ପ୍ରଶନ ମ୍ୟାଟ୍ରିମନି ରୁ ସେହି ସୁନ୍ଦରୀ ଯୁବତୀ ଙ୍କ ସହିତ ପ୍ରେ-ମ ସମ୍ପର୍କ ହୋଇଥିଲା ଓ ପରବର୍ତ୍ତୀ ସମୟ ରେ ପ୍ରଶନ ଖଣ୍ଡି ହିନ୍ଦୀ ରେ କଥାବାର୍ତ୍ତା ଆରମ୍ଭ କରିଦେଇଥିଲେ । ଏହି ସୁନ୍ଦରୀ ଜଣକ ନିଜ କୁ ଡାକ୍ତର ବୋଲି ପରିଚୟ ଦେବା ସହ ସେ ଇଂଲଣ୍ଡ ରେ ରହୁଛନ୍ତି ବୋଲି କହିଛନ୍ତି ।


କିନ୍ତୁ ବନ୍ଧୁଗଣ ଏହି ଯୁବତୀ ଜଣକ ମିଛ କଥା କହି ପ୍ରଶନ ଙ୍କୁ ଠ-କି ଦେଇଥିଲେ , ହଁ ବନ୍ଧୁ ଏହି ସୁନ୍ଦରୀ ଯୁବତୀ ଜଣକ ପ୍ରଶନ ଙ୍କ ଠାରୁ 4 ଲକ୍ଷ ଟଙ୍କା ଚୂନ ମାରିଦେଇ ଅଦୃଶ୍ୟ ହୋଇଯାଇଛନ୍ତି । ତେବେ ପ୍ରଶନ ଜାଣିଲେ ପାରିଲେ ଯେ ଯୁବତୀ ଜଣକ ପଇସା ଝଡେଇବା ପାଇଁ ଏହି ଯୋଜନା କରିଥିଲା ଓ ପଇସା ପାଇଯିବା ପରେ ଦୂରେଇ ଗଲା , ତେବେ ସଙ୍ଗେ ସଙ୍ଗେ ପ୍ରଶନ ଥାନା ରେ ସେହି ଯୁବତୀ ଙ୍କ ନାମ ରେ ଅଭିଯୋଗ ଦେବା ସହ କଥା ହୋଇଥିବା ଅଡିଓ କ୍ଲିପ ମଧ୍ୟ ଶୁଣାଇଥିଲେ । ତେବେ କଣ ଆପଣ ମାନେ କେଉଁ ଅଜଣା ସୁନ୍ଦରୀ କଣ୍ଟାକ୍ ରେ ଅଛନ୍ତି କି ହୋଇ ଯାଅନ୍ତୁ ସାବଧାନ

About admin

Check Also

ପାଠ ପଢ଼ିଛନ୍ତି ଷଷ୍ଠ ହେଲେ ଫେସବୁକରେ ଡାକ୍ତର ପରିଚୟ ଦେଇ ଫ-ସ-ଉ-ଥି-ଲେ ଝି-ଅ ଙ୍କୁ ,ଆଉ ଲୁ-ଟି ନେଉଥିଲେ ଲକ୍ଷ ଲକ୍ଷ ଟଙ୍କା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ଜଣେ ବ୍ୟକ୍ତି ଙ୍କ ଶିକ୍ଷାଗତ ଯୋଗ୍ୟତା କହିଲେ ଷଷ୍ଠ …

Leave a Reply

Your email address will not be published. Required fields are marked *