Breaking News

ଶ୍ରୀମନ୍ଦିରରେ ସେବାୟତ ମାନଙ୍କ ପାଇଁ ଲାଗୁ ହେଲା ସ୍ଵତନ୍ତ୍ର ଡ୍ରେସ କୋଡ

ଦର୍ଶକ ବନ୍ଧୁ ପୁରୀ ଶ୍ରୀମନ୍ଦିର ରେ ଲାଗୁ ହେଲା ଡ୍ରେସ କୋଡ ସୁବିଧା , ହଁ ବନ୍ଧୁ ଶ୍ରୀମନ୍ଦିର ର ମହାପ୍ରଭୁ ଙ୍କ ସେବାୟତ ମାନ ଙ୍କ ପାଇଁ ଲାଗୁହେଲା ଡ୍ରେସ କୋଡ । ଗତକାଲି ଠାରୁ ପାରମ୍ପରିକ ବସ୍ତ୍ର ପରିଧାନ କରି ସେବାୟତ ମାନେ ଭିତର କୁ ପ୍ରବେଶ କରୁଛନ୍ତି । ଆସନ୍ତା 4 ତାରିଖ ରୁ ମାନେ ଦୀପାବଳି ଦିନ ଠାରୁ ଶ୍ରୀମନ୍ଦିର ଥିବା ସମସ୍ତ କର୍ମଚାରୀ ମାନ ଙ୍କ ପାଇଁ ଡ୍ରେସ କୋଡ ସୁବିଧା ରହିବ ।


ଏହା ଦ୍ଵାରା ଗାରିମା ବଢିବ ଓ ଅଧ୍ୟାତ୍ମିକତା ବଢିବ । ତାହେଲେ ସବୁଠାରୁ ବଡ କଥା ହେଲା ଯେ ଆଗାମୀ ଦିନ ମାନ ଙ୍କ ଭିତରେ ଯେଉଁ ମାନେ ମହାପ୍ରଭୁ ଙ୍କୁ ଦର୍ଶନ ପାଇଁ ଆସିବେ ସେମାନ ଙ୍କ ପାଇଁ ପାରମ୍ପରିକ ବସ୍ତ୍ର ପରିଧାନ କରିବା କୁ ନିଷ୍ପତ୍ତି ନିଆ ଯାଇପାରେ । ଯାହାକି ବର୍ତ୍ତମାନ ସମୟ ର ବଡ ଖବର ଓ ଉଚିତ ନିର୍ଣ୍ଣୟ ମଧ୍ୟ ।

ହଁ ବନ୍ଧୁ ବହୁ ବ୍ୟକ୍ତି ଆଧୁନିକ ବସ୍ତ୍ର ପରିଧାନ କରି ଠାକୁର ଙ୍କୁ ଦର୍ଶନ କରିବାକୁ ଯାଉଥିଲେ ଓ ଯାହାକି ଆମ ପାଇଁ ଏକ ନିନ୍ଦନୀୟ କଥା କାରଣ ପୂର୍ବ ରୁ ସେବାୟତ ଭକ୍ତ ମାନେ ପାରମ୍ପରିକ ବସ୍ତ୍ର ପିନ୍ଧି ଠାକୁର ଙ୍କ ସେବା କରିବା ସହିତ ଭକ୍ତ ମାନେ ଦର୍ଶନ କରୁଥିଲେ । ତେବେ ଆଧୁନିକ ଯୁଗ ରେ ତାହା ଦେଖିବାକୁ ମିଳି ନ ଥିଲା । ତାହେଲେ ବର୍ତ୍ତମାନ ନେଇଥିବା ଉଚିତ ପଦକ୍ଷେପ କୁ ସମସ୍ତେ ପ୍ରଶଂସା କରୁଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଶାଶୂ ଘରେ ଅଭିନେତ୍ରୀ ସୋମାଲିନଙ୍କୁ (Somalin Parida) ଖୁଆଇ ଦେଲେ ଶାଶୂ ଓ ନଣନ୍ଦ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ …

Leave a Reply

Your email address will not be published. Required fields are marked *