Breaking News

ଦେଖନ୍ତୁ ଅଭିନୟ ଛାଡି କେଉଁ କାମ କରୁଛନ୍ତି ହିରୋ ବାବୁଶାନ (Babushan) – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହୋଇପାରିଛନ୍ତି , ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତା ମାନେ ସୋସିଆଲ ମିଡିଆ ରେ ବେଳେ ବେଳେ ବେସ ଚର୍ଚ୍ଚା ରେ ଥାନ୍ତି ନିଜ ଭିଡିଓ କୁ ନେଇ । ପ୍ରାୟ ଶୁଟିଙ୍ଗ ସେଟ କିଛି ଭିଡିଓ କୁ ନେଇ ସୋସିଆଲ ମିଡିଆ ରେ ରିଅଲ ବୋଲି କହିଥାନ୍ତି କିଛି ସୋସିଆଲ ମିଡିଆ ୟୁଜର୍ସ ମାନେ ।


ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଏକ ଖବର ଶୁଣିବାକୁ ମିଳିଛି ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ବାବୁଷାନ ମହାନ୍ତି ବର୍ତ୍ତମାନ ସମୟ ରେ ଅଭିନୟ ଛାଡି ପାର୍ବତୀ ବସ ର ଡ୍ରାଇଭର ଭାବେ କାର୍ଯ୍ୟ କରୁଛନ୍ତି , ତାହେଲେ ବନ୍ଧୁଗଣ ସେହିଭଳି ଏକ ଦୃଶ୍ୟ ମଧ୍ୟ ଦେଖା ଯାଇଛି ସୋସିଆଲ ମିଡିଆ ରେ ଓ ଏହି ଭିଡିଓ ରେ ବାବୁଷାନ ବସ ଚଲାଉ ଥିବା ର ଦୃଶ୍ୟ ଦେଖିବାକୁ ମିଳିଛି ।

ତାହେଲେ ବନ୍ଧୁଗଣ ଆମେ ଆପଣ ଙ୍କୁ କହି ରଖୁଛୁ ଯେ ଏହି ଭିଡିଓ ଟି ହେଉଛି ଶୁଟିଙ୍ଗ ସେଟ ର ଦୃଶ୍ୟ , ହଁ ବନ୍ଧୁ ଆଗାମୀ ଦିନ ମାନ ଙ୍କ ଭିତରେ ବାବୁଷାନ ଙ୍କ ଏକ ଚଳଚିତ୍ର ଆସିବାକୁ ଯାଉଛି ଓ ଏହି ଚଳଚିତ୍ର ର ନାମ କଣ ରହିଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ କରା ଯାଇ ନହିଁ କିନ୍ତୁ ଚଳଚିତ୍ର ର ଶୁଟିଙ୍ଗ ସେଟ ବେସ ଜୋରସୋର ଚାଲିଛି ଓ ସୋସିଆଲ ମିଡିଆ ରେ ଦେଖାଯାଉଥିବା ଦୃଶ୍ୟ ଟି ହେଉଛି ତାଙ୍କ ଶୁଟିଙ୍ଗ ସେଟ ଦୃଶ୍ୟ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରିଲା ରିୟା ଦେଙ୍କର ବାହାଘର ରିୟା ବାହାହେଲେ ହେଲେ ଗୋଟେ ବଙ୍ଗାଳି Hero ଙ୍କୁ ଦେଖନ୍ତୁ ବାହାଘର ସମ୍ପୂର୍ଣ ଭିଡ଼ିଓ !

ହେଲୋ ଫ୍ରେଣ୍ଡ୍ ଏବେ ଆସି ଯାଉଛି ଏକ ବୋହୁତ ବଡ ଖୁସୀ ଖବର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଇଛନ୍ତି …

Leave a Reply

Your email address will not be published.