Breaking News

Govinda Sahu ବିରୋଧରେ ଫୁଣି ହେଲା ଆଉ ଏକ ଚାଞ୍ଚଲ୍ୟକର ଖୁଲାସା, ଆଉ ଜଣେ ଛା-ତ୍ରୀ ଙ୍କୁ ବି ମା-ରି ଦେଇଥିଲା ଗୋବିନ୍ଦ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଗୋବିନ୍ଦ ଙ୍କ ବିଷୟ ରେ ଆସିଲା ବଡ ଚାଞ୍ଚଲ୍ୟ କଲା ଭଳି ଖବର , ହଁ ବନ୍ଧୁ ମହାଲିଙ୍ଗ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମୋତିଲାଲ କହିଲେ ଗୋବିନ୍ଦ ଙ୍କ ନାମ ରେ ଏକ ବଡ କଥା ଯେ ୨୦୦୦ ମସିହା ରେ ତାଙ୍କ ଝିଅ କୁ ହ-ତ୍ୟ କରାଯାଇଥିଲା , ଟ୍ରା-କ୍ଟ-ର ତଳେ ଚାପି ଦିଆଯାଇ ମା-ରି ଦିଆଯାଇଥିଲା ଓ ସେତେବେଳେ ଗୋବିନ୍ଦ ସାହୁ ଙ୍କ 10 ହଜାର ଲୋକ ଘେରି ଥିଲେ ।

ଗୋବିନ୍ଦ ଜଣେ ମୋସ୍ଟ ୱା-ନ୍ଟେ-ଡ ହେବା ସହିତ ରାଜନୀତି ମଧ୍ୟ କରିଥାଏ , ତାହେଲେ 1997 ମସିହା ରେ ତାର ପାର୍ଥୀ ହାରି ଯିବା ରୁ ଗୋବିନ୍ଦ ଉ-ତ୍ୟ-କ୍ତ ହୋଇ ବା-କ୍ସ ଟି କୁ ଭାଙ୍ଗି ଦେଇ ନିଆଁ- ଲଗେଇଥିଲା ଓ ହାଇସ୍କୁଲ ରୁ କଲେଜ ସବୁଠି ର-ଙ୍ଗ-ଶା-ଳା କରିଥିଲା । ସେ ପାଠ ପଢଉ ଥିବା ସମୟ ରେ ତାଙ୍କର ସମସ୍ତ ଛାତ୍ରୀ ମାନେ କହିଥିଲେ ଯେ ଆମ ଜୀବନ କୁ ବ-ର-ବା-ଦ କରିଦେଲା ଗୋବିଦ ସାହୁ ।

ତେଣୁ ଶିକ୍ଷକ ଜଣକ ଉ-ତ୍ତ୍ୟ-କ୍ତ ହୋଇ ଥାନା ରେ ଅଭିଯୋଗ କରିବା ପରେ ମୁଖ୍ୟ ମନ୍ତ୍ରୀ ଙ୍କୁ ଚିଠି ଲେଖିଥିଲେ ଓ ତାର ସବୁ ପା-ପ କାମ ବିଷୟ ରେ ମୋତିଲାଲ ସବୁ କିଛି ଜାଣିଥିଲେ , ତେଣୁ ଗୋବିନ୍ଦ ମୋତିଲାଲ ଙ୍କ ର କିଛି ନ କରି ପାରି ସେ ତାଙ୍କ ଝିଅ କୁ ଟ୍ରାକ୍ଟର ଚ-ଢେ-ଇ ମା-ରି ଦେଇଥିଲା ବୋଲି ଶିକ୍ଷକ କହିଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆସିଗଲା ସ୍କୁଲ ଖୋଲିବା ଫାଇନାଲ ତାରିଖ ଏହି ତାରିଖରେ ଖୋଲିବ ସମସ୍ତ ସ୍କୁଲ କଲେଜ ..

ଦର୍ଶକବନ୍ଧୁ ଏବେ ଏବେ ଆସିଲା ବଡ଼ ଖବର ସରକାର ମଧ୍ୟ ଘୋଷଣା କରିଦେଇଛନ୍ତି କେବେ ଖୋଲିବ ରାଜ୍ୟରେ ସମସ୍ତ ସ୍କୁଲ …

Leave a Reply

Your email address will not be published.