Breaking News

ମହାଲିଙ୍ଗ କଲେଜରେ ସେଦିନ ରାତି କାହାଣୀ କହିଲେ JCB ଡ୍ରାଇଭର ପୁଷ୍କର, ଏମିତି କଥା ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହେବେ

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ କଳାହାଣ୍ଡି ମହାଲିଙ୍ଗ ସ୍ଥିତ ସନସାଇନ ପବ୍ଲିକ ସ୍କୁଲ ର ଶିକ୍ଷକ ମମିତା ମେହେର ଙ୍କ ହ-ତ୍ୟ ଅଭିଯୋଗ ରେ ଗୋବିନ୍ଦ ଙ୍କୁ 5 ଦିନିଆ ରି-ମା-ଣ୍ଡ ରେ ନେଇଛି ବଲାଙ୍ଗିର ପୋଲିସ । ତାହେଲେ ବର୍ତ୍ତମାନ ସମୟ ରେ ପୋଲିସ ଏହି ହ-ତ୍ୟ ବିଷୟ ରେ ପଚରାଉଚରା କରିବା ସହ ତାର ତଦନ୍ତ ଆରମ୍ଭ କରି ଦେଇଛି । ବଲାଙ୍ଗିର ଏସପି ଓ ଉତ୍ତରାଞ୍ଚଲ ର ଡ଼ିଆଇଜ ଦୀପକ କୁମାର ଘଟଣା ର ତନଘନା କରୁଛନ୍ତି ।


ଘଟଣା ର ଅଧିକ ତଦନ୍ତ କରିବା ପାଇଁ ଡିଆଇଜି ଓ ବଲାଙ୍ଗିର ଏସପି ପହଞ୍ଚିଥିଲେ ସିନ୍ଧେକଲା ଥାନା ରେ , ତେବେ ସେହି ଥାନା ରେ କିଛି ସମୟ ପର୍ଯ୍ୟନ୍ତ ରହିବା ପରେ ମହାଲିଙ୍ଗ ଯାଇ ଥିଲେ ଓ ସେଠାରେ ସ୍ପଟ ଭେରୀଫିକେଶନ କରିଥିଲେ କିନ୍ତୁ ଅନ୍ୟପଟେ ଅଟକ ଥିବା ଥିବା ଜେସିବି ଡ୍ରାଇଭର ଯାହାର ନାମ ପୁଷ୍କର , ତେବେ ପୁଷ୍କର କୁ ପୋଲିସ ଗି-ର-ଫ କରି କୋର୍ଟ ଚାଲାଣ କରାଯିବ । ମମିତା ମେହେର ହ-ତ୍ୟ ମାମଲା ରେ ବର୍ତ୍ତମାନ ସମୟ ରେ ଗୋବିନ୍ଦ ଙ୍କୁ ଗି-ର-ଫ କରି ପଚରାଉଚରା କରୁଛି ।

ତାହେଲେ ଗୋବିନ୍ଦ ଙ୍କୁ ସହଯୋଗ କରିଥିବା ଅଭିଯୋଗ ରେ ରାତ୍ର ଜଗୁଆଳି ଗୁପ୍ତେ ତାଣ୍ଡି , ଜେସିବି ଡ୍ରାଇଭର ପୁଷ୍କର ଭୋଇ ଓ ଗୋବିନ୍ଦ ର ଭଣଜା କୁ ପୋଲିସ ଅ-ଟ-କ ରଖିଛି । ପୋଲିସ ଚାହୁଁ ଥିଲା ଯେ ସନସାଇନ ସ୍କୁଲ ରେ କଣ ଚଳୁଥିଲା ଓ ସେ କଣ ପାଇଁ ମମିତା ଙ୍କୁ ହ-ତ୍ୟ କଲେ ଭଳି ଅନେକ ଖବର ର ଉତ୍ତର ଜାଣିବା ପାଇଁ ।

ତାହେଲେ ଏହାରି ଭିତରେ ଜେସିବି ଡ୍ରାଇଭର ଙ୍କ ଭାଇ କହିବ ଅନୁଯାୟୀ ଗୋବିନ୍ଦ ଆସି ପୁଷ୍କର କୁ କହିଥିଲେ ବଡ ଗାତ ଟିଏ ଖୋଲିବା ପାଇଁ ଓ ସେ ଗାତ ଖୋଲିଥିଲେ ଓ ଏହା ପରେ ପୁଣି କହିଥିଲେ ଯେ ଗାତ ପୋତିବା ପାଇଁ । ତାହେଲେ ପୁଷ୍କର କେମିତି ଜାଣିବା ଯେ ସେ ଯେଉଁ ଗାତ କରିଥିଲା ତାହା ମ-ଣି-ଷ ପୋ-ତି-ବା ପାଇଁ । ବର୍ତ୍ତମାନ ସମୟ ରେ ଏହାର ତଦନ୍ତ ବେସ ଜୋରସୋର ରେ ଚାଲିଛି ଓ ଖୁବ ଶୀଘ୍ର ସବୁ କିଛି ଧରା ପଡିଯିବ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପାଠ ପଢ଼ିଛନ୍ତି ଷଷ୍ଠ ହେଲେ ଫେସବୁକରେ ଡାକ୍ତର ପରିଚୟ ଦେଇ ଫ-ସ-ଉ-ଥି-ଲେ ଝି-ଅ ଙ୍କୁ ,ଆଉ ଲୁ-ଟି ନେଉଥିଲେ ଲକ୍ଷ ଲକ୍ଷ ଟଙ୍କା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ଜଣେ ବ୍ୟକ୍ତି ଙ୍କ ଶିକ୍ଷାଗତ ଯୋଗ୍ୟତା କହିଲେ ଷଷ୍ଠ …

Leave a Reply

Your email address will not be published. Required fields are marked *