Breaking News

Govinda Sahu ର ସବୁ ଗୁମର ଖୋଲି ଦେଲେ ମହାଲିଙ୍ଗ କଲେଜର ପୂର୍ବତନ ଛାତ୍ର, ଯାହା କହିଲେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ମହାଲିଙ୍ଗ ର ଜଣେ ପୂର୍ବତନ ଛାତ୍ର ସୋସିଆଲ ମିଡିଆ ଏକ ଭିଡିଓ ପୋଷ୍ଟ କରି ମହାଲିଙ୍ଗ ରେ ଚାଲୁଥିବା କ-ଳା କା-ର-ନା-ମା କୁ ଫର୍ଦ୍ଦଫସ କରିଛନ୍ତି ଓ ସେ ଏହି କଥା ଟା ବର୍ତ୍ତମାନ ସମୟ କଣ ପାଇଁ କହିଲେ ପୂର୍ବ ରୁ କାହିଁକି କହି ନଥିଲେ ତାହା ମଧ୍ୟ ସେ ସେହି ଭିଡିଓ ରେ ଜଣାଇଛନ୍ତି , ତାହେଲେ ଆସନ୍ତୁ ଜାଣିବା

ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବେସ ଭାଇରାଲ ହେବା ରେ ଲାଗିଛି ମହାଲିଙ୍ଗ କଲେଜ ର ପୂର୍ବତନ ଛାତ୍ର ଙ୍କ ଏକ ଭିଡିଓ , ତାହେଲେ ଏହି ଭିଡିଓ ରେ ସେ କହିଛନ୍ତି ଯେ ଗୋବିନ୍ଦ ପଇସା ର ପାହାଡ ରେ ବସିଛି ଓ ତାକୁ କେହି ବି ଛୁଇଁ ପାରିବେ ନହିଁ । ଯାହାକି ତାର ମନ ର ଭ୍ରମ ଥିଲା କାରଣ ଦିନେ ଦିନେ ସତ ନିଶ୍ଚୟ ପଦା କୁ ଆସିବ ଓ ବର୍ତ୍ତମାନ ସମୟ ରେ ତାହା ହୋଇଛି ସତ ବାହାର କୁ ଆସିଲା ।

ମହାଲିଙ୍ଗ ର ଦାୟିତ୍ଵ ଥିଲା ପିଲା ମାନ ଙ୍କୁ ଭଲ ପାଠ ପଢାଇ ଭଲ ମଣିଷ କରିବା ପାଇଁ , କିନ୍ତୁ ଗୋବିନ୍ଦ ଲେଡିଜ ହଷ୍ଟେଲ ରେ ନାଟ କରୁଥିଲା ଓ ସ୍କୁଲ ନିୟମ କୁ କଡାକଡି ଭାବେ ପାଳନ କରୁଥିଲା । ତାହେଲେ ଏହି ଛାତ୍ର ଜଣକ କହିଛନ୍ତି ଯେ କଣ ପାଇଁ ରାତି ରେ ମହାଲିଙ୍ଗ କଲେଜ କଣ ପାଇଁ ମନ୍ତ୍ରୀ ରହୁଥିଲେ ବୋଧ ହୁଏ ତାଙ୍କ ଛାତ୍ର ମାନ ଙ୍କୁ ନୂତନ ଶିକ୍ଷା ଦେଉଥିଲେ ।

ତାହେଲେ ଆମେ ମାନେ ସବୁକିଛି ଜାଣିବା ସତ୍ତ୍ୱେ କିଛି କହି ପାରୁ ନଥିଲୁ କାରଣ ର-ଷ୍ଟି-କେ-ଟ ଭ-ୟ ସହିତ ମାର୍କ ର ଚିନ୍ତା ଥିଲା । ତାହେଲେ ସେ ଯିଏ ବି ହେଉ କେହି ତ ଜଣେ ସତ କହିଛି କାରଣ ସତ ବେସୀ ଦିନ ପର୍ଯ୍ୟନ୍ତ ରୁହେ ନହିଁ , କିନ୍ତୁ ସତ ବାହାରିବା ପଛ ରେ ଆମ ର ଜଣେ ମ୍ୟାଡମ ଙ୍କ ର ବ-ଳି ଚଢିଗଲା ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆସିଗଲା ସ୍କୁଲ ଖୋଲିବା ଫାଇନାଲ ତାରିଖ ଏହି ତାରିଖରେ ଖୋଲିବ ସମସ୍ତ ସ୍କୁଲ କଲେଜ ..

ଦର୍ଶକବନ୍ଧୁ ଏବେ ଏବେ ଆସିଲା ବଡ଼ ଖବର ସରକାର ମଧ୍ୟ ଘୋଷଣା କରିଦେଇଛନ୍ତି କେବେ ଖୋଲିବ ରାଜ୍ୟରେ ସମସ୍ତ ସ୍କୁଲ …

Leave a Reply

Your email address will not be published.