Breaking News

Govinda Sahu ବଖାଣିଲା ସେଦିନ ରାତିରେ କାହାଣୀ, ୯ ଘଣ୍ଟା କେମିତି ଓ କଣ ସେ କରିଥିଲା ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ନିଖୋଜ ଥିବା ଶିକ୍ଷୟିତ୍ରୀ ମମିତା ମେହେର ଙ୍କ ବିଷୟ ରେ ଜାଣିଥିବେ , ତାହେଲେ ବର୍ତ୍ତମାନ ସମୟ ରେ ମମିତା ଙ୍କୁ ନେଇ ଆସିଗଲା ବଡ ଖବର , ହଁ ବନ୍ଧୁ ସବୁ ସତ କଥା କହି ଦେଲା ଗୋବିନ୍ଦ , ତାହେଲେ ଆସନ୍ତୁ ଜାଣିବା ଆଜି ଆମର ଏହି ପେଜ ରେ ଗୋବିନ୍ଦ ସାହୁ କଣ କହିଛି ।


ତାହେଲେ ବନ୍ଧୁଗଣ ଗୋବିନ୍ଦ ସାହୁ ମମିତା ମେହେର ଙ୍କ ତ-ଣ୍ଟି ଚି-ପି ହ-ତ୍ୟା କରିଥିଲା କୁରୁସୁଟୁ ଛକ ମୁଖ୍ୟ ରାସ୍ତା ରେ , ହଁ ବନ୍ଧୁ ସମୟ ଦିନ 11 ଟା ରୁ 11:30 ଭିତରେ ଗୋବିନ୍ଦ ହ-ତ୍ୟ କରିଥିଲା କାର ଭିତରେ । ଅତି ନି-ର୍ମ-ମ ଭାବେ ହ-ତ୍ୟ କରିଥିଲା ଗୋବିନ୍ଦ ମମତା ଙ୍କୁ , ବନ୍ଧୁଗଣ ଏହି ହ-ତ୍ୟ ପୂର୍ବ ରୁ ଭାବନିପାଟଣା ମାଣିକେଶ୍ବରୀ ମନ୍ଦିର କୁ ନେଇ ମମିତା ଙ୍କୁ ଶପଥ କରିବା ପାଇଁ ମମିତା ଙ୍କୁ ନେଇଥିଲା ।

ଶପଥ ପରେ ସର୍ତ୍ତ ରଖିଥିଲା ଯେ ମୋ ବିରୋଦ୍ଧ ରେ ଥିବା ପ୍ରମାଣ କୁ କେବେ ବି ଖୁଲସା କରିବୁ ନହିଁ କିନ୍ତୁ ମମିତା ମେହେର ଗୋବିନ୍ଦ ଙ୍କ କଥା ଶୁଣି ନଥିଲେ ଓ ଏହା ପରେ ଗୋବିନ୍ଦ ଓ ମମିତା ଙ୍କ ମଝିରେ ହୋଇଥିଲା ଝ-ଗ-ଡା । ତାହେଲେ ପରବର୍ତ୍ତୀ ସମୟ ରେ ଗୋବିନ୍ଦ ମମିତା ଙ୍କ ତ-ଣ୍ଟି ଚି-ପି ମା-ରି ଦେଇ ଥିଲା ଓ ସବ କୁ ନିଜ ଗାଡି ରେ ଧରି ଚାଲି ଆସିଥିଲା ନିଜ ଗାଁ ମହାଲିଙ୍ଗ କୁ । ତେବେ ସହଯୋଗୀ ରାଧେ କୁ ବି ମଧ୍ୟ ଫୋନ ରେ କହିଥିଲା ଘର ର ପଛ କର ଗେଟ ଖୋଲା ରଖିବାକୁ ।

ତାହେଲେ ସନ୍ଧ୍ଯା ବେଳ କୁ ଏକ ଷ୍ଟାଡିୟମ କୁ ନେଇ ଯାଇଥିଲା ଗୋବିନ୍ଦ ଓ ଷ୍ଟାଡିୟମ ର ଜଗୁଆଳି କୁ ଟାୟାର ରଖିବା ପାଇଁ କହିଥିଲା ଓ ମୁନିସ କୁ କାଠ ଗଣ୍ଡି ରଖିବାକୁ କହିଥିଲା । ସେଠାରେ ଖୋଲା ହୋଇଥିବା ଗାତ ରେ କାର୍ବନ ପକାଇ ମମିତା ର ଶବ କୁ ରଖିଥିଲା । ତେବେ ସବ ଉପରେ ଟାୟାର ପକାଇ ପେଟ୍ରୋଲ ପକାଇ ଜା-ଲି ଦେଇଥିଲା ଓ ସବ ସଂପୂର୍ଣ୍ଣ ଭାବେ ଜ-ଳି-ବା ପରେ ପୋତି ଦେଇଥିଲା ।

ଏହାର ସମୟ ରାତି 8:30 ହେବ । ତାହେଲେ ବନ୍ଧୁଗଣ ସବୁଠୁ ବଡ କଥା ହେଲା ଯେ ଗୋଟିଏ ପାଉଁଜି କାର ମିଳିଥିବା ସମୟ ରେ ଆଉ ଗୋଟିଏ ସବ ନିକର ରୁ ବାହାରିଥିଲା । ତେବେ ସବୁ ସତ କଥା ମାନି ନେଇଥିଲା ଗୋବିନ୍ଦ ପୋଲିସ ସାମ୍ନା ରେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆସିଗଲା ସ୍କୁଲ ଖୋଲିବା ଫାଇନାଲ ତାରିଖ ଏହି ତାରିଖରେ ଖୋଲିବ ସମସ୍ତ ସ୍କୁଲ କଲେଜ ..

ଦର୍ଶକବନ୍ଧୁ ଏବେ ଏବେ ଆସିଲା ବଡ଼ ଖବର ସରକାର ମଧ୍ୟ ଘୋଷଣା କରିଦେଇଛନ୍ତି କେବେ ଖୋଲିବ ରାଜ୍ୟରେ ସମସ୍ତ ସ୍କୁଲ …

Leave a Reply

Your email address will not be published.