Breaking News

ନିଆରା ଢଙ୍ଗରେ କୁମାର ପୂର୍ଣ୍ଣିମା ପାଳନ କରିଲେ ଓଡିଆ ହିରୋଇନ ମାନେ ଦେଖିଲେ ଆଶ୍ଚର୍ଯ୍ୟ ଲାଗିବ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଗତକାଲି ସରିଯାଇଛି କୁଆଁରୀ ପୁର୍ଣିମା , ତେବେ ଏହି ପୁର୍ଣିମା କୁମାରୀମାନ ଙ୍କ ପାଇଁ ଏକ ବଡ ପର୍ବ , ତାହେଲେ ଏହି ଦିନ ରେ କୁମାରୀମାନେ ସକାଳୁ ସ୍ନାନ କରିବା ପରେ ନୂଆ ପୋଷାକ ପିନ୍ଧି ଭୋଗ ଆଣି ସୂର୍ଯ୍ୟ ଙ୍କୁ ପୂଜା କରିଥାନ୍ତି । ହଁ ବନ୍ଧୁ ଏହା କରିବା ଦ୍ଵାରା ଯୁବତୀ ମାନେ ସୁନ୍ଦର ବାର ପାଇଥାନ୍ତି ବୋଲି ଶୁଣିବାକୁ ମିଳୁଛି ଓ ଏଥିପାଇଁ କୁମାରୀମାନେ ସୁନ୍ଦର ବର ପାଇବା ସନ୍ଧ୍ଯା ରେ ଚନ୍ଦ୍ର ପୂଜା କରିଥାନ୍ତି ।

ତାହେଲେ ବନ୍ଧୁଗଣ ଏହି କୁମାର କାର୍ତ୍ତିକ ଙ୍କ ର ଜନ୍ମ ଦିନ ହୋଇଥିଲା ଓ ସେଥିପାଇଁ କୁମାରୀ ମାନେ ମାସ ଟି ଯାକ ଜହ୍ନି ଓଷା ପାଳନ କରିବା ପରେ ଏହି କୁଆଁରୀ ପୁର୍ଣିମା ଦିନ ସେହି ଓଷା ଟି କୁ ସେସ କରିଥାନ୍ତି , ଚୌରା କୁ ସଫାସଫି କରିବା ପରେ ତାର ଚାରିପଟେ ସୁନ୍ଦର ଭାବେ ମୁରୁଜ ପକାଇଥାନ୍ତି ଓ ବହୁତ ସୁନ୍ଦର ଭାବେ ସଜସାଜି କରିଥାନ୍ତି ।

ତାହେଲେ ଆମ ଓଡିଶା ଘରେ ଘରେ ଏହି ଦିନ କୁ ବେସ ଧୁମଧାମ ରେ ପାଳନ କରିବା ସହିତ ଘରେ ବହୁ ସୁସ୍ଵାଦ ପିଠା ,ମିଠା ତିଆରି ହୋଇଥାଏ । ତାହେଲେ କୁମାରୀମାନେ ସନ୍ଧ୍ଯା ହୋଇଯିବା ସମୟ ରେ ଭୋଗ ନେଇ ଚନ୍ଦ୍ର ଙ୍କୁ ପୂଜା କରି ଥାନ୍ତି ଓ ହୁଳହୁଳି ରେ ଥରି ଉଠେ ପରିବେଶ । ତାହେଲେ ବନ୍ଧୁଗଣ ଅଭିନେତ୍ରୀ ମାନେ ମଧ୍ୟ ଏହି କୁଆଁରୀ ପୂର୍ଣ୍ଣିମା କୁ ବେସ ଧୁମଧାମ ରେ ପାଳନ କରି ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଶାଶୂ ଘରେ ଅଭିନେତ୍ରୀ ସୋମାଲିନଙ୍କୁ (Somalin Parida) ଖୁଆଇ ଦେଲେ ଶାଶୂ ଓ ନଣନ୍ଦ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ …

Leave a Reply

Your email address will not be published. Required fields are marked *