Breaking News

ନୂଆ ନୂଆ ବିବାହ କରିଥିବା ଓଡିଆ ହିରୋଇନମାନେ କିପରି କୁମାର ପୂର୍ଣ୍ଣିମା ପାଳନ କରିଲେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ଷକ ଥରେ କୁମାର ପୂର୍ଣ୍ଣିମା ଆସିଥାଏ ଓ ଏହା କୁମାରୀମାନେ ବା ଝିଅ ପିଲା ମାନେ ବେସ ଧୁମଧାମ ରେ ପୂଜା କରିଥାନ୍ତି ଓ ସେମାନ ଙ୍କ ଖୁସି ମଧ୍ୟ ନ କହିଲେ ଚାଲିବ । ବନ୍ଧୁଗଣ ଏହି କୁମାର ପୂର୍ଣ୍ଣିମା ପାଳନ କରିବାର ମୁଖ୍ୟ କାରଣ ହେଲା ଯେ ଏହି ପୂର୍ଣ୍ଣମୀ ରେ କାର୍ତ୍ତିକେୟ ଜନ୍ମ ଗ୍ରହଣ କରିଥିଲେ । ତେବେ କଥା ରେ ଅଛି ଯୁବତୀ ମାନେ ଏହି ପୂଜା କରିବା ଦ୍ଵାରା ତାଙ୍କୁ ଭଲ ବର ମିଳିଥାଏ ।

ଏହାକୁ ସାଧାରଣ ଯୁବତୀ ମାନେ ବା ବିବାହିତ ମହିଳା ମାନେ ସକାଳୁ ସ୍ନାନ କରି ନୂଆ ପୋଷାକ ପିନ୍ଧି ସୂର୍ଯ୍ୟ ଦେବ ଙ୍କୁ ଆଞ୍ଜୁଳି ଟେକିବେ । ଚୌରା କୁ ସଫସଫି କରିବା ପରେ ମୁରୁଜ ପକାଇବା ପରେ ବହୁତ ସୁନ୍ଦର ଭାବେ ସଜସାଜି କରି ଥାଆନ୍ତି । ତେବେ ସନ୍ଧ୍ଯା ହେବା ମାତ୍ର କେ ଭୋଗ ରାଗ ନେଇ ଚୌରା ମୂଳ ରେ ଚାନ୍ଦ ପୂଜା କରିଥାନ୍ତି ।

ହଁ ବନ୍ଧୁ ହୁଳହୁଳି ଶବ୍ଦ ରେ ଥରି ଉଠିବ ପରିବେଶ । ତାହେଲେ ଆମ ଓଡିଶା ର ଘରେ ଘରେ ଏହା ପାଳନ କରିଥାନ୍ତି ଯୁବତୀ ମାନେ । ଠିକ ସେହିଭଳି ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ଏହି କୁଆଁର ପୂର୍ଣ୍ଣିମା କୁ ବେସ ଧୁମଧାମ ରେ ପାଳନ କରିଛନ୍ତି , ହଁ ବନ୍ଧୁ ଯେଉଁ ଅଭିନେତ୍ରୀ ମାନେ ନୂଆ ବିବାହ କରିଛନ୍ତି ଓ ଅଭିନେତ୍ରୀ ମାନେ ଆଗକୁ ବିବାହ କରିବାକୁ ଯାଉଛନ୍ତି ଏହି ପୂଜା ଟି କୁ ବେସ ଧୁମଧାମ ରେ ପାଳନ କରି ସୋସିଆଲ ମିଡିଆ ରେ ପୋଷ୍ଟ କରିଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଶାଶୂ ଘରେ ଅଭିନେତ୍ରୀ ସୋମାଲିନଙ୍କୁ (Somalin Parida) ଖୁଆଇ ଦେଲେ ଶାଶୂ ଓ ନଣନ୍ଦ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ …

Leave a Reply

Your email address will not be published. Required fields are marked *