ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ବଲାଙ୍ଗିର ପୋଲିସ ସହ ଆମ ପ୍ରିୟ ସାମ୍ବାଦିକ ଙ୍କ ଏକ କଲ ରେକର୍ଡିଙ୍ଗ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି । ହଁ ବନ୍ଧୁ ଏହି ରେକର୍ଡ ରେ ସାମ୍ବାଦିକ ଉଚିତ ପ୍ରଶ୍ନ ପଚାରିଛନ୍ତି ବଲାଙ୍ଗିର ପୋଲିସ କୁ , , ତାହେଲେ ଏହି ବିଷୟ ରେ ଆମେ ଜାଣିବା ତା ପୂର୍ବ ଜାଣି ରଖନ୍ତୁ ଯେ ଏହି ରେକର୍ଡ ସେତେବେଳ ର ଯେତେବେଳେ ଗୋବିନ୍ଦ ଖସି ପଳାଇ ଯାଇଥିବାରୁ ପୋଲିସ ଅର୍ଥ ରାଶି ଘୋଷଣା କରିବା ସମୟ ର । ତାହେଲେ ଆସନ୍ତୁ ଜାଣିବା
ତାହେଲେ ବନ୍ଧୁଗଣ ସାମ୍ବାଦିକ ଭାଇ ଜଣକ କହିଛନ୍ତି ଯେ 20 ହଜାର ଟଙ୍କା ପୁରସ୍କାର କୁ ଆପଣ ମାନେ 1 ଲକ୍ଷ ଟଙ୍କା କରିଦେଲେ ଓ ଏହା ଆଗାମୀ ଦିନ ମାନ ଙ୍କ ଭିତରେ ଆଉ କେତେ ଟଙ୍କା ବଢିବ ଭଳି ଅନେକ ପ୍ରଶ୍ନ କରିଛନ୍ତି ଏହି ଅର୍ଥ ରାଶି ପୁରସ୍କାର କୁ ନେଇ ଏହାର ଉତ୍ତର ପୋଲିସ ପ୍ରତିକ୍ରିୟା ଦେଇଛନ୍ତି ଯେ ଏହା ଏତିକି ରହିବ ଓ ଆଗ କୁ ଏହା ବଢିବ ନହିଁ ।
ସବୁଠୁ ବଡ କଥା ସାମ୍ବାଦିକ ଭାଇ ପ୍ରଶ୍ନ କରିଥିଲେ ଯେ ଗୋବିନ୍ଦ ତାର ପତ୍ନୀ ସହ ଫୋନ ରେ କଥା ହେଉଛି ତାକୁ କଲ ଟ୍ରାକ କରି ଧରି ହେବ କିନ୍ତୁ ଆପଣ ଟ୍ରାକ କରୁ ନାହାଁନ୍ତି ଓ ଜଣେ ବ୍ୟକ୍ତି ଥାନା କୁ ଆସି ଖସି ଯିବା ଏହା ଗୋଟେ ଆଶ୍ଚର୍ଯ୍ୟ କର କଥା । ତାହେଲେ ସବୁଠୁ ବଡ କଥା ହେଲା ଏହା ପୂର୍ବ ରୁ ଆଉ ଏକ ଅଭିଯୋଗ ହୋଇଥିଲା 2018 ମସିହା ଜାନୁୟାରି 22 ତାରିଖ ରେ ସେହି ସ୍କୁଲ ରେ ରେ-ଫ୍ଟ କେସ ହୋଇଥିବାରୁ । ଏହି ଭଳି ଅନେକ କିଛି ଶୁଣିବାକୁ ମିଳିଛି ଏହି କଲ ରେକର୍ଡିଙ୍ଗ ରେ ଓ ସେସ ରେ ପୋଲିସ ବାବୁ ଜଣକ ମଙ୍ଗିଛନ୍ତି ଯେ ଗରିବ ସାଧାରଣ ଲୋକ ମାନ ଙ୍କୁ କିଛି ପୋଲିସ କୁକୁର,ବିଲେଇ ,ମାଙ୍କଡ ଭଳି ବ୍ୟ-ବ-ହା-ର କରୁ ଥିବାର ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ