Breaking News

ନଣନ୍ଦ ପୁଟୁଳିର ଅଭିନେତ୍ରୀ କୁକିଜ (Cookies Swain) ତାଙ୍କ ଜନ୍ମ ଦିନକୁ ବହୁତ ଧୂମ ଧାମରେ ପାଳନ କରିଲେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ମଞ୍ଜରି ଟିଭି ର ଲୋକ ପ୍ରିୟ ଅଭିନେତ୍ରୀ କୁକୀଜ ଙ୍କ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଏହି ଭିଡିଓ ଶୁଟିଙ୍ଗ ସେଟ ର ନୁହେଁ ତାହା କୁକୀଜ ବ୍ୟକ୍ତିଗତ ଜିବନ ର ଏକ ଭିଡିଓ । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅଭିନେତ୍ରୀ ମାନେ ନିଜ ବ୍ୟକ୍ତି ଗତ ଭିଡିଓ କୁ ନେଇ ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ର ବିଷୟ ପାଲଟି ଥାନ୍ତି , ତାହେଲେ ଆସନ୍ତୁ ଜାଣିବା କୁକୀଜ ଙ୍କ ଏହି ଭିଡିଓ ବିଷୟ ରେ ।


ତାହେଲେ ବନ୍ଧୁଗଣ ଆପଣ ମାନେ କୁକୀଯ ଙ୍କ ଜବରଦସ୍ତ ଅଭିନୟ ନଣନ୍ଦ ପୁଟୁଳି ରେ ନିଶ୍ଚୟ ଦେଖିଥିବେ , ସେ ଏହି ଧାରାବାହିକ ରେ ମୁଖ୍ୟ ଅଭିନେତ୍ରୀ ଚରିତ୍ର ରେ ଅଭିନୟ କରୁଛନ୍ତି । ତାଙ୍କର ଏହି ଅଭିନୟ କୁ ଲୋକ ମାନେ ବହୁତ ପସନ୍ଦ କରିଛନ୍ତି ।ସେ ତାଙ୍କର ଜବରଦସ୍ତ ଅଭିନୟ ଫଳ ରେ ଆଜି ନଣନ୍ଦ ପୁଟୁଳି ଧାରାବାହିକ ଟି ଓଡ଼ିଶା ର ଲୋକ ପ୍ରିୟ ଧାରାବାହିକ ହୋଇପାରିଛି ଓ କୁକୀଜ ମଧ୍ୟ ଘରେ ଘରେ ପରିଚିତ ହୋଇଛନ୍ତି ।

ତାହେଲେ କୁକୀଜ କୁ ବର୍ତ୍ତମାନ ସମୟ ରେ 27 ବର୍ଷ ବୟସ ହୋଇଛି । କୁକୀଜ ଙ୍କ ଅଭିନୟ ପ୍ରତି ଛୋଟ ବେଳୁ ରୁଚି ଥିଲା ଓ ସେଥିପାଇଁ ପରିବାର ଲୋକ ସାହାର୍ଯ୍ୟ ଓ ସହଯୋଗ ପାଇଁ ସେ ଆଜି ଓଡିଆ ଇଣ୍ଡଷ୍ଟ୍ରୀ ର ଜଣେ ଜଣା ଶୁଣା ଲୋକ ପ୍ରିୟ ଅଭିନେତ୍ରୀ ଭାବେ ବେଶ ପରିଚିତ ।

ତାହେଲେ ବନ୍ଧୁଗଣ ଗତ କାଲି କୁକୀଜ ଙ୍କ ଜନ୍ମ ଦିନ ଟି ସରି ଯାଇଛି ଓ ଏହି ଜନ୍ମ ଦିନ ରେ କୁକୀଜ ତାଙ୍କ ସାଙ୍ଗସାଥି ମାନ ଙ୍କ ସହ ଜନ୍ମ ଦିନ ଟି କୁ ପାଳନ କରିବା ସହିତ ବେସ ଜବରଦସ୍ତ ନାଚ ମଧ୍ୟ କରିଥିବାର ଦେଖିବାକୁ ମିଳିଛି , ଏହି ଜନ୍ମ ଦିନ ପାଳନ କରୁଥିବାର ଭିଡିଓ ସୋସିଆଲ ମିଡିଆ ରେ ବେସ ଭାଇରାଲ ହେବା ରେ ଲାଗିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଶାଶୂ ଘରେ ଅଭିନେତ୍ରୀ ସୋମାଲିନଙ୍କୁ (Somalin Parida) ଖୁଆଇ ଦେଲେ ଶାଶୂ ଓ ନଣନ୍ଦ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ …

Leave a Reply

Your email address will not be published. Required fields are marked *