Breaking News

ପୁଣି ଅଳ୍ପ ବୟସରେ ସମସ୍ତଙ୍କୁ ଛାଡି ଚାଲିଗଲେ ଆଉ ଜଣେ ବଡ ଅଭିନେତ୍ରୀ

ଦର୍ଶକ ବନ୍ଧୁ ଅଭିନୟ ଜଗତ ରୁ ବାରମ୍ବାର ଆସୁଛି ଦୁଃଖ ର ଖବର , ହଁ ବନ୍ଧୁ ଏହି କିଛି ଦିନ ମଧ୍ୟ ରେ ବହୁ ଲୋକ ପ୍ରିୟ କଳାକାର ମାନ ପରଲୋକ ହୋଇଛି । ବର୍ତ୍ତମାନ ସମୟ ରେ ମଧ୍ୟ ଏକ ଦୁଃଖ ଖବର ଆସିଛି ଅଭିନୟ ଜଗତ ରୁ , ହଁ ବନ୍ଧୁ ସାଉଥ ର ଲୋକ ପ୍ରିୟ ଅଭିନେତ୍ରୀ ଉମା ମୃତ୍ୟୁ ବରଣ କରିଛନ୍ତି । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥା ଟି ସତ ଏହି ଅଭିନେତ୍ରୀ ଜଣକ ମାତ୍ର 40 ବର୍ଷ ବୟସ ରେ ଦେ-ହା-ନ୍ତ ଘଟିଛି ।


ତାହେଲେ ବନ୍ଧୁଗଣ ଉମା ଙ୍କ ସ୍ୱାସ୍ଥ୍ୟ ଭଲ ନଥିଲା ଓ ସେ ତଳେ ପଡି ଯିବାରୁ ତାଙ୍କର ମୃ-ତ୍ୟୁ ଘଟିଛି , ଉମା ଙ୍କ ଦେ-ହା-ନ୍ତ ପରେ ଅନେକ କଳାକାର ମାନେ ଦୁଃ-ଖ ପ୍ରକାଶ କରିଛନ୍ତି । ସମସ୍ତେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଛନ୍ତି କାରଣ ଏହି ଅଭିନେତ୍ରୀ ଙ୍କୁ ମାତ୍ର 40 ବର୍ଷ ଓ ସେ ତାଙ୍କ ଅଭିନୟ ଜାରି ରଖିଥିଲେ ଓ ତାଙ୍କ ଜବରଦସ୍ତ ଅଭିନୟ ଦର୍ଶକ ମାନ ଙ୍କୁ ବେସ ପସନ୍ଦ ଆସିଥିଲା ।


କିନ୍ତୁ ବାର ଦୁଃ-ଖ ର ଖବର ମାତ୍ର କମ ବୟସ ରୁ ଦେହ ଅସୁସ୍ଥ ହେବା ରୁ ତଳେ ପଡି ମୃତ୍ୟୁ ବରଣ କରିଛନ୍ତି ଲୋକ ପ୍ରିୟ ଅଭିନେତ୍ରୀ ଉମା ମହେଶ୍ଵରୀ ଓ ଏହା ବର୍ତ୍ତମାନ ସମୟ ର ବଡ ଖବର । ତାହେଲେ ବନ୍ଧୁଗଣ ଏହି କିଛି ଦିନ ମଧ୍ୟ ରେ ଆମେ ମାନେ ଆମର ଅନେକ ଲୋକ ପ୍ରିୟ କଳାକାର ହରାଇ ବସିଛେ ଓ ବର୍ତମାନ ସମୟରେ ଆଉ ଜଣେ ଅଭିନେତ୍ରୀ ଏଇ ଦୁନିଆ ଛାଡି ଚାଲି ଯାଇଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରିଲା ରିୟା ଦେଙ୍କର ବାହାଘର ରିୟା ବାହାହେଲେ ହେଲେ ଗୋଟେ ବଙ୍ଗାଳି Hero ଙ୍କୁ ଦେଖନ୍ତୁ ବାହାଘର ସମ୍ପୂର୍ଣ ଭିଡ଼ିଓ !

ହେଲୋ ଫ୍ରେଣ୍ଡ୍ ଏବେ ଆସି ଯାଉଛି ଏକ ବୋହୁତ ବଡ ଖୁସୀ ଖବର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଇଛନ୍ତି …

Leave a Reply

Your email address will not be published.