Breaking News

ବିବାହ ପରେ ଏହି ସୁନ୍ଦର ଜାଗାକୁ ହନିମୁନ ପାଇଁ ଗଲେ ହିରୋ ଅର୍ଦ୍ଧେନ୍ଦୁ (Ardhendu) ଓ ପଲ୍ଲବୀ (Pallavi) – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ରେ ଅନେକ ହିରୋ ଅଛନ୍ତି ଯେଉଁ ମାନେ କି ବହୁତ କମ ଦିନ ର ଅଭିନୟ ରେ ବେଶ ଲୋକ ପ୍ରିୟତା ହାସଲ କରି ପାରିଛନ୍ତି । ତାହେଲେ ସେହିଭଳି ଅଭିନେତା ମଧ୍ୟ ରୁ ଜଣେ ହଉଛନ୍ତି ଅର୍ଦ୍ଧେନ୍ଦୁ । ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଜାଣିଥିବେ ଅର୍ଦ୍ଧେନ୍ଦୁ ଙ୍କୁ । ସେ ବହୁତ କମ ଫିଲ୍ମ କରିଛନ୍ତି ଓ କମ ଦିନ ର ଅଭିନୟ ମଧ୍ୟ ରେ ସେ ବହୁତ ସାରା ଭଲପାଇବା ପାଇଛନ୍ତି ଲୋକ ମାନ ଙ୍କ ଠାରୁ ।


ବନ୍ଧୁଗଣ ଆପଣ ମାନେ ଜାଣିଥିବେ ତାଙ୍କର ଏକ ଗୀତ ବେଶ ସୁପର ହିଟ ଓ ଏହି ଗୀତ ଟି ହଉଛି “ହାଏ ତୋ ହାଏ ତୋ ପ୍ରେମ ର ରଙ୍ଗୋଲୀ “ ଏହି ଗୀତ ଟି ଦର୍ଶକ ମାନ ଙ୍କୁ ବହୁତ ପସନ୍ଦ ଆସିଥିଲା ଓ ଗୀତ ଟି ପାଇଁ ମଧ୍ୟ ଫିଲ୍ମ ଟି ସୁପର ହିଟ ହୋଇଥିଲା । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଅର୍ଦ୍ଧେନ୍ଦୁ ପ୍ରଦୀପ ମହାରଥୀ ଙ୍କ ଏକ ମାତ୍ର ଝିଅ ପଲ୍ଲବୀ ଙ୍କୁ ବିବାହ କରିଥିଲେ , ଅର୍ଦ୍ଧେନ୍ଦୁ ରାଜକୀୟ ଢଙ୍ଗ ରେ ବିବାହ କରିଥିଲେ ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଉଭୟ ବିବାହ ପରେ ବେସ ଖୁସି ରେ ଅଛନ୍ତି । ତାହେଲେ ବାର୍ତ୍ତମାନ ସମୟ ରେ ଉଭୟ ଦଶହରା ଛୁଟି ରେ ମାଲଦ୍ଵୀପ ବୁଲିବାକୁ ଯାଇଥିଲେ ଓ ସେଠାରେ ବହୁ ସାରା ମଜାମସ୍ତି କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ କିଛି ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି ଓ ଏହା ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବେସ ଭାଇରାଲ ହେବା ରେ ଲାଗିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରକାର କଲେ ବଡ଼ ଘୋଷଣା ସବୁ ଜିଲ୍ଲାରେ ପ୍ରଦର୍ଶିତ ହେବ ଦମନ ଫିଲ୍ମ ସରକାର ଦେବେ ପଇସା ଦେଖନ୍ତୁ ଏହାକୁ ସୁଣିଲାରେ Babushan କେତେ ଖୁସି ଅଛନ୍ତି !

ନମସ୍କାର ବନ୍ଧୁଗଣ ପ୍ରତ୍ୟେକ ଦିନ ଅର୍ଥାତ୍ ଦିନ କୁ ଦିନ ବଢି ଚାଲିଛି ଦମନ ଓଡ଼ିଆ ସିନେମା ଦମନ ର …

Leave a Reply

Your email address will not be published.