Breaking News

ବହୁଦିନ ପରେ ଓଡିଶା ଦର୍ଶକ ମାନେ ଫୁଣି ଥରେ ନୈନା ଦାସ (Naina Das) ଙ୍କ ଅଭିନୟ ଦେଖିବାକୁ ପାଇବେ, ଏହି ନୂଆ ସିରିଏଲରେ ନଜର ଆସିବେ…

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ନୈନା ଦାସ ଙ୍କୁ ନିଶ୍ଚୟ ଜାଣିଥିବେ ସେ ତାଙ୍କ ଜବରଦସ୍ତ ଅଭିନୟ ପାଇଁ ସବୁଠି ପରିଚିତ ହେବା ସହିତ ଓଡିଆ ଇଣ୍ଡଷ୍ଟ୍ରି ରେ ଏକ ସ୍ଵତନ୍ତ୍ର ପରିଚୟ ମଧ୍ୟ ପାଇଛନ୍ତି । ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଓଡିଆ ଇଣ୍ଡଷ୍ଟ୍ରି ରୁ ଦୂରେଇ ଯିବା ପରେ ସାଉଥ ଇଣ୍ଡଷ୍ଟ୍ରି ରେ ରେ ଏକ ସ୍ଵତନ୍ତ୍ର ପରିଚୟ ପାଇଛନ୍ତି । ସେ ବହୁସାରା ତେଲୁଗୁ ଫିଲ୍ମ ରେ ନଜର ଆସିଛନ୍ତି ଓ ବେସ ନାମ ମଧ୍ୟ ଅର୍ଜନ କରିଛନ୍ତି ।


ତାହେଲେ ବନ୍ଧୁଗଣ ନୈନା ଦାସ ଓଡିଆ ଇଣ୍ଡଷ୍ଟ୍ରି ରୁ ଦୂରେଇ ଯିବା ମୁଖ୍ୟ କାରଣ ହେଉଛି ତାଙ୍କ ପରିବାର କାରଣ ନୈନା ଦାସ ଦାସ ଙ୍କ ଶାଶୁଘର ହେଉଛି ମୁମ୍ବାଇ ଓ ସେହିଠାରେ ପରିବାର ଲୋକ ରହୁଛନ୍ତି । ତାହେଲେ ବର୍ତ୍ତମାନ ସମୟ ରେ ନୈନା ଦାସ ଙ୍କ ପ୍ରଶଂସକ ପାଇଁ ଏକ ଖୁସି ର ଖବର ଆସି ଯାଇଛି ଯେ ନୈନା ଦାସ ଦାସ ପୁଣି ଓଡିଆ ଇଣ୍ଡଷ୍ଟ୍ରି କୁ ଫେରି ଆସିଛନ୍ତି । ହଁ ବନ୍ଧୁ ନୈନା ଦାସ ଏକ ନୂଆ ଧାରାବାହିକ ରେ ନଜର ଆସିବେ ଓ ପୁଣି ତାଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିବ ।


ହଁ ବନ୍ଧୁ ଯାହା ସୂଚନା ମିଳିଛି ଯେ ଅକ୍ଟୋବର ମାନ ରୁ ମଞ୍ଜରି ଟିଭି ରେ ପ୍ରସାରିତ ହେବା କୁ ଯାଉଛି ଏକ ନୂଆ ମେଘା ଧାରାବାହିକ ଯାହାର ନାମ ରହିଛି ସୁନା ଫରୁଆ । ଏହି ଧାରାବାହିକ ରେ ମୁଖ୍ୟ ଅଭିନେତ୍ରୀ ଭାବେ ଆପଣ ମାନେ ନୈନା ଦାସ ଙ୍କୁ ଦେଖୁଥିବା ସମୟ ରେ ନେଗେଟିଭ ଚରିତ୍ର ରେ ଆପଣ ମାନ ଙ୍କ ପ୍ରିୟ ଅଭିନେତ୍ରୀ ଉଶଶୀ ମିଶ୍ର ଙ୍କୁ ଦେଖିବାକୁ ପାଇବେ ।


ବର୍ତ୍ତମାନ ସମୟ ରେ ଏହା ର ପ୍ରମୋ ମଞ୍ଜରି ଟିଭି ରେ ରିଲିଜ ହୋଇ ସାରିଛି , ହଁ ବନ୍ଧୁ ଏହି ପ୍ରମୋ ଆପଣ ମାନେ ଯଦି ଦେଖିବେ ସ୍ପଷ୍ଟ ଭାବେ ଜାଣି ଯିବେ ଯେ ଏହି ଧାରାବାହିକ ରେ ଉଷାଶୀ ମିଶ୍ର ନେଗେଟିଭ ଚରିତ୍ର ରେ ନଜର ଆସିବେ । ଆପଣ ମଞ୍ଜରୀ ଟିଭି ରେ ପ୍ରସାରିତ ହେଉଥିବା ଲୋକ ପ୍ରିୟ ଧାରାବାହିକ ମୋ ଦେହେ ବୋଳିଦେ ତୋ ଦେହ କଳା, ନଣନ୍ଦ ପୁଟୁଳି, ସିଂହଦ୍ୱାର, ରକ୍ତ ସମ୍ପର୍କ ଏବଂ ବୋହୂ ଆମର ଏନଆରଆଇ ନିଶ୍ଚୟ ଦେଖୁଥିବେ , ତେବେ ଆଗାମୀ ଦିନ ମାନ ଙ୍କ ଭିତରେ ଆପଣ ମାନେ ସୁନା ଫରୁଆ ଧାରାବାହିକ କୁ ଦେଖିବାକୁ ପାଇବେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରକାର କଲେ ବଡ଼ ଘୋଷଣା ସବୁ ଜିଲ୍ଲାରେ ପ୍ରଦର୍ଶିତ ହେବ ଦମନ ଫିଲ୍ମ ସରକାର ଦେବେ ପଇସା ଦେଖନ୍ତୁ ଏହାକୁ ସୁଣିଲାରେ Babushan କେତେ ଖୁସି ଅଛନ୍ତି !

ନମସ୍କାର ବନ୍ଧୁଗଣ ପ୍ରତ୍ୟେକ ଦିନ ଅର୍ଥାତ୍ ଦିନ କୁ ଦିନ ବଢି ଚାଲିଛି ଦମନ ଓଡ଼ିଆ ସିନେମା ଦମନ ର …

Leave a Reply

Your email address will not be published.