Breaking News

ସ୍ଵାମୀ ନଥିବା ସମୟରେ ରା-ତି-ରେ ସ୍ତ୍ରୀ ଡାକିଥିଲେ ପ୍ରେ-ମି-କ-କୁ, ଧରା ପଡିବା ପରେ ଯାହା ହେଲା ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଏ ଦୁନିଆ ରେ ସବୁଠାରୁ ପବିତ୍ର ସମ୍ପର୍କ ହଉଛି ସ୍ଵାମୀ ସ୍ତ୍ରୀ ସମ୍ପର୍କ । ତେବେ ଏକ ଝିଅ ବିବାହ ପରେ ତାର ବାପଘର କୁ ଛାଡି ସଦା ସର୍ବଦା ପାଇଁ ଶାଶୂ ଘର କୁ ଆସିଥାଏ ଓ ନିଜ ଶାଶୁଘର କୁ ନିଜର କରି ତାର ଜୀବନ ଅତିବାହିତ କରିଥାଏ । ତେବେ ଶାଶୁଘରେ ଶାଶୂ ଶଶୁର ଙ୍କ ସେବା ଓ ନିଜ ସ୍ଵାମୀ ଙ୍କ ର ମଧ୍ୟ ସୁଖ ଦୁଃ-ଖ ରେ ପାଖ ରେ ଠିଆ ହୋଇବା ।


ତେବେ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଆପଣ ମାନେ ନିଶ୍ଚୟ ଦେଖିପାରୁଥିବେ ଯେ କେଉଁଠି ବୋହୁ ଶଶୁର କୁ ଚ-ପ-ଲ ରେ ବା-ଡା-ଉ-ଛି ତ ଆଉ କେଉଁଠି ବି-ଚ ରାସ୍ତା ରେ ଘୋ-ଷା-ଡ଼ି ଘୋଷାଡ଼ି ପି-ଟୁ-ଛି । ତେବେ ସବୁଠୁ ବଡ କଥା ହେଲା ପ୍ରାୟ ସ୍ତ୍ରୀ ବୋଲକରା ମଣିଷ ମାନେ ସ୍ତ୍ରୀ ପଛ ରେ ପଡି ନିଜ ବାପା ମା ଙ୍କୁ ଖାଇବାକୁ ନଦେଇ ଘର ବାହାର କରିଦେଇଥାନ୍ତି ବୃଦ୍ଧ ଅବସ୍ଥା ରେ । ଏହି ଭଳି ଅନେକ ଦୃଶ୍ୟ ଆପଣ ମାନେ ସୋସିଆଲ ମିଡିଆ ରେ ନିଶ୍ଚୟ ଦେଖୁଥିବେ ।

ତେବେ ବର୍ତ୍ତମାନ ସମୟ ରେ ଏକ ଦୃଶ୍ୟ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହବା ରେ ଲାଗିଛି । ହଁ ବନ୍ଧୁ ଏହି ଭିଡିଓ ଟି ଭିନ୍ନ ଅଟେ ଭିଡିଓ ଟି ଦେଖିଲ ପରେ ଆପଣ ମାନେ ନିଶ୍ଚୟ ଭାବି ଯେ ସ୍ଵାମୀ ସ୍ତ୍ରୀ ଙ୍କ ପବିତ୍ର ସମ୍ପର୍କ କୁ କିଛି ଖରାପ ଚରିତ୍ର ର ସ୍ତ୍ରୀ ମାନେ ଜାଣିଶୁଣି କଳଙ୍କିତ କରୁଛନ୍ତି ।

ବର୍ତ୍ତମାନ ସମୟ ରେ ସେହିଭଳି ଏକ ଭିଡିଓ ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଛି ଯେଉଁଥିରେ ଜଣେ ବିବାହିତ ମହିଳା ନିଜ ସ୍ଵାମୀ ବାହାର କୁ କାର୍ଯ୍ୟ କରିବାକୁ ଯାଇଥିବା ସମୟ ରେ ସ୍ତ୍ରୀ ପ୍ରେମିକ କୁ ଡାକି ଶା-ରୀ-ରି-କ ସ-ମ୍ପ-ର୍କ ରଖୁଥିବା ସମୟ ରେ ସ୍ଵାମୀ ନିଜ ପତ୍ନୀ ଙ୍କୁ ଉ-ଲ-ଗ୍ନ ବେସ ରେ ଦେଖିଥିଲେ ଓ ପରେ ଗାଁ ଲୋକ ଙ୍କୁ ଡାକି ଉଭୟ ଙ୍କୁ ବାନ୍ଧି ଦେଇଥିଲେ , ତାହେଲେ ଆପଣ ମାନେ କୁହନ୍ତୁ ଏହି ଭଳି ସ୍ତ୍ରୀ ମାନ ଙ୍କ ର କଣ କରାଯିବ ଉଚିତ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବିବାହ ପରେ ପ୍ରଥମ ଥର ଶାଶୁଘରେ ରୋଷେଇ କଲେ ସୋମାଲିନ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି , …

Leave a Reply

Your email address will not be published. Required fields are marked *