ଦର୍ଶକ ବନ୍ଧୁ କଣ ପିଲା ମାନ ଙ୍କୁ ଲାଳନ ପାଳନ କରି ବଡ କରିବା ବାପା ମା ମାନ ଙ୍କ ଦୋଷ କି , ହଁ ବନ୍ଧୁ ନହେଲେ ଆଜି ପିଲା ବଡ ହୋଇ ଯିବା ପରେ ନିଜର ବାପା ମା ଙ୍କୁ ଘରେ କବାଟ ଦେଇ ଖାଇବାକୁ ନଦେଇ ମା-ଡ ମରୁଛି ଯାହାକି ଆମ ପାଇଁ ଏକ ଲା-ଜ୍ୟା ବିଷୟ ର । ସବୁ ପୁଅ ସମ୍ମାନ ନୁହଁନ୍ତି କାରଣ ବର୍ତ୍ତମାନ ବି ବହୁତ ଲୋକ ଅଛନ୍ତି ଯେଉଁ ମାନେ କି ବାପା ମା ଙ୍କୁ ପୂଜା କରୁଛନ୍ତି ।
କିନ୍ତୁ ଆଜି ଆମେ ଯେଉଁ ବାପା ମା ମାନ ଙ୍କ ବିଷୟ ରେ କହିବା କୁ ଯାଉଛୁ ସେହି ବାପା ମା ମାନ ଙ୍କ ଗୋଟାଏ ବୋଲି ପୁଅ ଯିଏ କି ବର୍ତ୍ତମାନ ସମୟରେ ବଡ ହୋଇ ବାପା ମା ଙ୍କୁ ହାତ ଉଠାଇଛି , ତେବେ ବନ୍ଧୁଗଣ ଏହି ଭଳି ପିଲା ମାନ ଙ୍କୁ ଫା-ଶୀ ହୋଇଗଲେ କି ମନ କୁ ଶାନ୍ତି ମିଲବନି କାରଣ ଯେଉଁଠାରେ ବାପା ମା ନିଜ ପିଲା ଠାରେ ଅସାନ୍ତି ଅଛନ୍ତି ସେହି ପିଲା କାହାକୁ ବି ଶାନ୍ତି ଦେଇ ପାରିବ ନହିଁ ।
ତେବେ ବନ୍ଧୁଗଣ ଏହି ଘଟଣା ଟି ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ପଳିକିରି ଗ୍ରାମ ରେ ଦେଖିବାକୁ ମିଳିଛି । ତାହେଲେ ସେହି ଗ୍ରାମ ର ଗୋପବନ୍ଧୁ ଦାସ ଓ ପତ୍ନୀ ଉମା ମନି ଦାସ ଙ୍କ ଗୋଟାଏ ବୋଲି ପୁଅ । ଗୋଟିଏ ପୁଅ ବୋଲି ବହୁତ ଗେଲା ରେ ଲାଳନ ପାଳନ କରିଥିଲେ କିନ୍ତୁ ପୁଅ ବଡ ହୋଇ ବାହା ହେବା ପରେ ବାପା ମା ମାନଙ୍କୁ ମା-ଡ ମାରୁଛି ।
ବାପା ମା ଏହା କୁ ସହ୍ୟ ନକରି ଧାମନଗର ଥାନା ରେ ଲିଖିତ ଭାବେ ଅଭିଯୋଗ କରିବା ପରେ ପୁଅ ସମସ୍ତ ଙ୍କ ସାମ୍ନା ରେ କ୍ଷମା ମାଗି ବାପା ମା ଙ୍କୁ ନେଇ ଯାଇଥିଲା କିନ୍ତୁ ପୁଣି ଅମଣିଷ , ରା-କ୍ଷ-ସ ପୁଅ ମଦ ପିଇ ବାପା ମା ଙ୍କୁ ମା-ଡ ମରିଥିଲା ଓ ତାହା ପୁଣି ନିଜ ସ୍ତ୍ରୀ ବୋଲ ରେ ପଡି । ତେବେ ପୋଲିସ ପାଖ କୁ ଏହି କଥା ଜଣାଇବା ପରେ ପୋଲିସ ଅଣ୍ଡର ଟେକିଂ ରେ ଲେଖିଛି ଯେ ଯଦି ପୁନର୍ବାର ଏହି ଭଳି ହୁଏ ତାହେଲେ ସମ୍ପତ୍ତି ରୁ ବେ ଦଖଲ ହେବ ଏବଂ ଜେଲ ଯିବ ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ