Breaking News

ମମିତା ଘଟଣା ରେ ବଡ ଖୁଲାସା ହେଲା, ଗାର୍ଲସ ହଷ୍ଟେଲ ରେ ଥିଲା ଏକ ସିକ୍ରେଟ ରୁମ ଓ ସେଠାରେ ଚାଲିଥିଲା ଏମିତି କାମ ଜାଣିଲେ ଆଶ୍ଚର୍ଯ୍ୟ ହେବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ଶିକ୍ଷୟିତ୍ରୀ ମମିତା ମେହେର ଙ୍କ ନିଖୋଜ ହେବା ପଛ ରେ ଗୋବିନ୍ଦ ସାହୁ ଙ୍କ ହାତ ରହିଛି ଓ ଗତକାଲି ପୋଲିସ ଗୋବିନ୍ଦ ଙ୍କୁ ଏକ ଆଖୁ କିଆରି ରୁ ଧରିଛି , ହଁ ବନ୍ଧୁ ବୁଢିପଦ ର ଗାଁ ରେ ଥିବା ଏକ ଆଖୁ କିଆରି ରେ ଲୁଚି ରହିଥିଲା ଗୋବିନ୍ଦ ଓ ଏହି କଥା ଗାଁ ଲୋକ ଜାଣିବା ପରେ ପୋଲିସ କୁ ସୂଚନା ଦେଇଥିଲା । ତେବେ ପୋଲିସ ଜାଣିବା ପରେ ଗୋବିନ୍ଦ ଙ୍କୁ ଗି-ର-ଫ କରିଛି ।

ତେବେ ବନ୍ଧୁଗଣ ଶିକ୍ଷୟିତ୍ରୀ ନିଖୋଜ ଥିବା ର ଅଭିଯୋଗ କରିଥିଲେ ଓ ଏହି ଅଭିଯୋଗ ପଛ ରେ ଗୋବିନ୍ଦ ହାତ ରହିଛି ବୋଲି ପରିବାର ଲୋକ କହିଥିଲେ । ପରବର୍ତ୍ତୀ ସମୟ ରେ ପୋଲିସ ଗୋବିନ୍ଦ କୁ ଆଣି ନିଖୋଜ ଥିବା ମମିତା ଙ୍କ ବିଷୟ ରେ ପଚରାପଚରି କରିଥିଲା ଓ ସୋମବାର ଦିନ ହାତ ଧୋଇ ହେବାକୁ ଯାଇ ସେଠାରୁ ଖସି ପଳାଇ ଆସିଥିଲା ଗୋବିନ୍ଦ । ତେବେ ଏହା ଜିଲ୍ଲା ର ସବୁଆଡେ ଖବର ଟି ପ୍ରସାରିତ ହୋଇଯାଇଥିଲା ଓ ପୋଲିସ ବିଭିନ୍ନ ସମାଲୋଚନା ର ଶିକାର ହୋଇଥିଲା ।


ପୋଲିସ ଗୋବିନ୍ଦ ଙ୍କୁ ଧରିବା ପାଇଁ ବେସ ଜୋରସୋର ତାର ସନ୍ଧାନ ପାଇଁ ତାର ତଦନ୍ତ ଆରମ୍ଭ ହୋଇଥିଲା , ଓ ସେସ ରେ ଗୋବିନ୍ଦ ବିଷୟ ରେ ଯିଏ ଜଣାଇବ ତାକୁ 1 ଲକ୍ଷ ଟଙ୍କା ମିଳିବ ବୋଲି ଅର୍ଥ ରାସୀ ଘୋଷଣା କରିଥିଲା । ତାହେଲେ ଗୋବିନ୍ଦ ଏକ ଗ୍ରାମ ର ଆଖୁ କିଆରି ରେ ଲୁଚି ଥିବାର ଖବର ସେହି ଗ୍ରାମ ର ଲୋକ ମାନେ ଜଣାଇଥିଲେ ଓ ଏହି ଖବର ଟି ଜାଣିବା ପରେ ପୋଲିସ ଗୋବିନ୍ଦ ଙ୍କୁ ଗି-ର-ଫ କରିଛି । ତାହେଲେ ଖୁବ ଶୀଘ୍ର ମମିତା ମେହେର ର ଙ୍କ ନିଖୋଜ ଥିବା ର ରହସ୍ୟ ଟି ଜଣା ପଡିଯିବ ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଆଉ ଯାହା ବଡ ଖବର ରହିଛି ଯେ ଗାର୍ଲସ ହଷ୍ଟେଲ ରେ ଏକ ସିକ୍ରେଟ ରୁମ ରହିଛି ଯାହା କି ବର୍ତ୍ତମାନ ସମୟ ରେ ଲକ ଅଛି , ବନ୍ଧୁଗଣ ସେହି କଲେଜ ଟି ବେସରକାରୀ ହୋଇଥିଲେ ମଧ୍ୟ ଖାଲି ସରକାର ଅନୁଦାନ ରହିଛି , ଆପଣ ଯଦି କଲେଜ ର ଯେଉଁ ଆଡେ ଯିବେ ଖାଲି ସରକାର ଙ୍କ ଅନୁଦାନ ରହିଛି । ଗୋବିନ୍ଦ ଙ୍କ ଘରୋଇ ଅନୁଷ୍ଠାନ କିନ୍ତୁ ତାହା ସରକାର ଅନୁଦାନ ରେ ହେଉଥିଲା । ହଁ ବନ୍ଧୁ ସେହି ଘରୋଇ ଅନୁଷ୍ଠାନ କୁ ମନ୍ତ୍ରୀ ମାଳ ମାଳ ହୋଇ ଆସୁଥିଲେ ଓ ଟଙ୍କା ମଧ୍ୟ ଅଜାଡି ଦେଉଥିଲେ

ଆପଣ ମାନେ ଭାବନ୍ତୁ ଯେ ବର୍ତ୍ତମାନ ସମୟ ରେ ବହୁ ସରକାରୀ ଅନୁଷ୍ଠାନ ରେ ଅଧା କାମ ହୋଇ କି ରହିଛି କିନ୍ତୁ ସରକାର ଙ୍କ ଅନୁଦାନ ମିଳି ପାରୁନାହିଁ କିନ୍ତୁ ଗୋବିନ୍ଦ ଙ୍କ ଘରୋଇ ଅନୁଷ୍ଠାନ କୁ ମିଳୁଥିଲା ଲକ୍ଷ ଲକ୍ଷ ଟଙ୍କା ॥ ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆସିଗଲା ସ୍କୁଲ ଖୋଲିବା ଫାଇନାଲ ତାରିଖ ଏହି ତାରିଖରେ ଖୋଲିବ ସମସ୍ତ ସ୍କୁଲ କଲେଜ ..

ଦର୍ଶକବନ୍ଧୁ ଏବେ ଏବେ ଆସିଲା ବଡ଼ ଖବର ସରକାର ମଧ୍ୟ ଘୋଷଣା କରିଦେଇଛନ୍ତି କେବେ ଖୋଲିବ ରାଜ୍ୟରେ ସମସ୍ତ ସ୍କୁଲ …

Leave a Reply

Your email address will not be published.