Breaking News

ଦେଖନ୍ତୁ ଶାଶୂ ଘରେ କିପରି ଅଛନ୍ତି ହିରୋଇନ ପୂନମ (Poonam Mishra), କଣ ସତରେ ବିବାହ କରିଛନ୍ତି ? ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆମ ଓଡିଆ ଇଣ୍ଡଷ୍ଟ୍ରି ବହୁ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହେବା ସହିତ ଘରେ ଘରେ ମଧ୍ୟ ପରିଚିତ ହୋଇପାରିଥିଲେ । କିନ୍ତୁ ବର୍ତ୍ତମାନ ସମୟ ରେ ଏହି ଅଭିନେତ୍ରୀ ମାନେ କିଛି ନା କିଛି କାରଣ ରୁ ଓଡିଆ ଇଣ୍ଡଷ୍ଟ୍ରି ରୁ ସଂପୂର୍ଣ୍ଣ ଭାବେ ଦୂରେଇ ଯାଇଛନ୍ତି ।  ଓଡିଆ ଇଣ୍ଡଷ୍ଟ୍ରି ରୁ ଦୂରେଇ ଯାଇଥିଲେ ମଧ୍ୟ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି , ତାହେଲେ ଆଜି ଆମେ ସେହିଭଳି ଜଣେ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଓ ତାଙ୍କର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆ ରେ ବେସ ଭାଇରାଲ ହେବା ରେ ଲାଗିଛି ।


ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତ୍ରୀ ପୂର୍ଣ୍ଣମ ମିଶ୍ର , ଏହି ଅଭିନେତ୍ରୀ ଜଣକ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଆଗ ଧାଡି ର ଅଭିନେତ୍ରୀ ଭାବେ ବେସ ପରିଚିତ । ଆପଣ ମାନେ ପୂନମ ଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ । ସେ ବହୁସାରା ଚଳଚିତ୍ର ନିଜ ଜବରଦସ୍ତ ଅଭିନୟ ଦେଖାଇ ବେସ ଲୋକ ପ୍ରିୟ ହେବା ସହିତ ଘରେ ଘରେ ପରିଚିତ ହୋଇଥିଲେ । ସେ ତାଙ୍କର ସିନେମା କ୍ୟାରିଅର ୨୦୧୧ ମସିହା ରେ ବାଇଶୀ ପାହାଚେ ଖେଳିବ ମୀନ ରୁ ଆରମ୍ଭ କରିଥିଲେ ।

ଏହା ପରେ ସେ ସୁପର ଷ୍ଟାର ବାବୁଶାନଙ୍କ ସହିତ ଲଭ ମାଷ୍ଟର ରେ ଅଭିନୟ କରିଥିଲେ । ଏହି ସିନେମା ଟି ସୁପର ହିଟ ହୋଇଥିଲା । ଆଜି ବି ଏହି ସିନେମା ଟିକୁ ଲୋକ ଦେଖିଲେ ଭରପୁର ମନୋରଞ୍ଜନ ମିଳିଥାଏ । ଏହା ପରେ ସେ ରକଷ୍ଟାର, ଟିକେ ଲଭ ଟିକେ ଟୁଇସ୍ଟ ଏମିତି ଅନେକ ସିନେମାରେ କାମ କରିଛନ୍ତି । ଯାହା ତାଙ୍କୁ ଲୋକପ୍ରିୟତା ଦେଇଛି । ବର୍ତ୍ତମାନ ସମୟରେ ତାଙ୍କର ସିଦ୍ଧାର୍ଥ ଟିଭି ବ୍ୟାନରରେ ଏକା ନୂଆ ସିନେମା ଆସୁଛି ଯେଉଁଥିରେ ତାଙ୍କ ସହ ଦୀପକ ଓ ଦିବ୍ୟା ଅଭିନୟ କରୁଛନ୍ତି ।


ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ବେସ ସକ୍ରିୟ ରହୁଛନ୍ତି ଓ ବର୍ତ୍ତମାନ ସମୟ ରେ ପୂର୍ଣମ ଙ୍କ ର ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି, ଯେଉଁଥିରେ ସେ ନାଲି ଶାଢୀ ସହିତ ମଥାରେ ସିନ୍ଦୁର ଲଗାଇଛନ୍ତି ଯାହାକୁ ଦେଖି ଦର୍ଶକ ଭାବୁଛନ୍ତି ସେ ବିବାହ କରିଛନ୍ତି । କିନ୍ତୁ ବାସ୍ତବ ଜୀବନ୍ ରେ ସେ ବିବାହ କରି ନାହାନ୍ତି ।  ଏହି ଭିଡିଓ ରେ ପୂନମ ବହୁତ ଖୁସି ଅଛନ୍ତି ଓ ସେ ବହୁତ ସାରା ମଜା ମସ୍ତି କରୁଥିବାର ଦୃଶ୍ୟ ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଛି ତେବେ ଏହି ଭିଡିଓ ଟି ତାଙ୍କ ଶୁଟିଙ୍ଗ ସମୟର ଅଟେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଶାଶୂ ଘରେ ଅଭିନେତ୍ରୀ ସୋମାଲିନଙ୍କୁ (Somalin Parida) ଖୁଆଇ ଦେଲେ ଶାଶୂ ଓ ନଣନ୍ଦ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ …

Leave a Reply

Your email address will not be published. Required fields are marked *