ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ସୋମାଲିନ ପରିଡା ଙ୍କୁ ନିଶ୍ଚୟ ଭାବେ ଜାଣିଥିବେ , ତାହେଲେ ଏହି ଅଭିନେତ୍ରୀ ଜଣକ ଏକ ରିଆଲିଟି ସୋ ମାଧ୍ୟମ ରେ ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇଥିଲେ । ବର୍ତ୍ତମାନ ସମୟ ରେ ସୋମାଲୀନ ପରିଡା ଙ୍କ ନିର୍ବନ୍ଧ ସରି ଯାଇଛି ଓ ନିଜ ଭାବି ସ୍ଵାମୀ ଙ୍କ ସହିତ ବର୍ତ୍ତମାନ ସମୟ ରେ ସୋମଳିନ କେମିତି ସମୟ ଅତି ବାହିତ କରୁଛନ୍ତି ତାହା ଆଜି ଆମେ ଜାଣିବା ।
ତାହେଲେ ବନ୍ଧୁଗଣ ଗତ 29 ତାରିଖ ଦିନ ସୋମଳିନ ଙ୍କ ନିର୍ବନ୍ଧ ହୋଇଥିଲା ନୀତିଶ ନାଏକ ଙ୍କ ର , ତେବେ ନିଶିତ ନାଏକ ଙ୍କ ଘର ହେଉଛି ଯାଜପୁର ଓ ଯାଜପୁର ଏକ ମନ୍ଦିର ରେ ନୀତିଶ ଓ ସୋମଳିନ ଙ୍କ ନିର୍ବନ୍ଧ ସଂପୂର୍ଣ୍ଣ ହୋଇଥିଲା । ତେବେ ଏହା ବେସ ଧୁମଧାମ ରେ ପାଳନ ହୋଇଥିଲା ଏହି ନିର୍ବନ୍ଧ ରେ ଉଭୟ ଙ୍କ ପରିବାର ଉପସ୍ଥିତ ଥିଲେ ।
ତାହେଲେ ବନ୍ଧୁଗଣ ସୋମାଲିନ ନିଜ ଭାବି ସ୍ଵାମୀ ସହ ସୋସିଆଲ ମିଡିଆ ରେ ବେସ ସକ୍ରିୟ ରହୁଛନ୍ତି । ସୋମାଲିନ ଙ୍କ ଭାବି ସ୍ଵାମୀ ନୀତିଶ ହେଉଛନ୍ତି ଜଣେ ସଫ୍ଟୱାର ଇଞ୍ଜିନିୟର ଓ ତାଙ୍କ ପରିବାର କହିଲେ ବାପା ,ମା ଓ ସାନ ଭଉଣୀ ଅଛନ୍ତି , ତେବେ ବର୍ତ୍ତମାନ ସମୟ ରେ ତାଙ୍କ ସାନ ଭଉଣୀ ବିବାହ କରି ଦେଇଛନ୍ତି । ତାହେଲେ ଆଗାମୀ ଦିନ ମାନ ଙ୍କ ଭିତରେ ନୀତିଶ ଓ ସୋମାଲିନ ବିବାହ କରିବାକୁ ଯାଉଛନ୍ତି । ତେବେ ପୂର୍ବ ରୁ ଜାଙ୍କଲିନ ଅରବିନ୍ଦ ଙ୍କୁ ବିବାହ କରି ବେସ ଖୁସି ରେ ଅଛନ୍ତି ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ