Breaking News

ନିର୍ବନ୍ଧ ସରିବା ପରେ କିପରି ନିଜର ଭାବି ସ୍ଵାମୀଙ୍କ ସହ ରୋ-ମା-ନ୍ସ କରୁଛନ୍ତି ଅଭିନେତ୍ରୀ ସୋମାଲିନ (Somalin Parida) – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ସୋମାଲିନ ପରିଡା ଙ୍କୁ ନିଶ୍ଚୟ ଭାବେ ଜାଣିଥିବେ , ତାହେଲେ ଏହି ଅଭିନେତ୍ରୀ ଜଣକ ଏକ ରିଆଲିଟି ସୋ ମାଧ୍ୟମ ରେ ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇଥିଲେ । ବର୍ତ୍ତମାନ ସମୟ ରେ ସୋମାଲୀନ ପରିଡା ଙ୍କ ନିର୍ବନ୍ଧ ସରି ଯାଇଛି ଓ ନିଜ ଭାବି ସ୍ଵାମୀ ଙ୍କ ସହିତ ବର୍ତ୍ତମାନ ସମୟ ରେ ସୋମଳିନ କେମିତି ସମୟ ଅତି ବାହିତ କରୁଛନ୍ତି ତାହା ଆଜି ଆମେ ଜାଣିବା ।


ତାହେଲେ ବନ୍ଧୁଗଣ ଗତ 29 ତାରିଖ ଦିନ ସୋମଳିନ ଙ୍କ ନିର୍ବନ୍ଧ ହୋଇଥିଲା ନୀତିଶ ନାଏକ ଙ୍କ ର , ତେବେ ନିଶିତ ନାଏକ ଙ୍କ ଘର ହେଉଛି ଯାଜପୁର ଓ ଯାଜପୁର ଏକ ମନ୍ଦିର ରେ ନୀତିଶ ଓ ସୋମଳିନ ଙ୍କ ନିର୍ବନ୍ଧ ସଂପୂର୍ଣ୍ଣ ହୋଇଥିଲା । ତେବେ ଏହା ବେସ ଧୁମଧାମ ରେ ପାଳନ ହୋଇଥିଲା ଏହି ନିର୍ବନ୍ଧ ରେ ଉଭୟ ଙ୍କ ପରିବାର ଉପସ୍ଥିତ ଥିଲେ ।


ତାହେଲେ ବନ୍ଧୁଗଣ ସୋମାଲିନ ନିଜ ଭାବି ସ୍ଵାମୀ ସହ ସୋସିଆଲ ମିଡିଆ ରେ ବେସ ସକ୍ରିୟ ରହୁଛନ୍ତି । ସୋମାଲିନ ଙ୍କ ଭାବି ସ୍ଵାମୀ ନୀତିଶ ହେଉଛନ୍ତି ଜଣେ ସଫ୍ଟୱାର ଇଞ୍ଜିନିୟର ଓ ତାଙ୍କ ପରିବାର କହିଲେ ବାପା ,ମା ଓ ସାନ ଭଉଣୀ ଅଛନ୍ତି , ତେବେ ବର୍ତ୍ତମାନ ସମୟ ରେ ତାଙ୍କ ସାନ ଭଉଣୀ ବିବାହ କରି ଦେଇଛନ୍ତି । ତାହେଲେ ଆଗାମୀ ଦିନ ମାନ ଙ୍କ ଭିତରେ ନୀତିଶ ଓ ସୋମାଲିନ ବିବାହ କରିବାକୁ ଯାଉଛନ୍ତି । ତେବେ ପୂର୍ବ ରୁ ଜାଙ୍କଲିନ ଅରବିନ୍ଦ ଙ୍କୁ ବିବାହ କରି ବେସ ଖୁସି ରେ ଅଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

 

About admin

Check Also

ସରିଲା ରିୟା ଦେଙ୍କର ବାହାଘର ରିୟା ବାହାହେଲେ ହେଲେ ଗୋଟେ ବଙ୍ଗାଳି Hero ଙ୍କୁ ଦେଖନ୍ତୁ ବାହାଘର ସମ୍ପୂର୍ଣ ଭିଡ଼ିଓ !

ହେଲୋ ଫ୍ରେଣ୍ଡ୍ ଏବେ ଆସି ଯାଉଛି ଏକ ବୋହୁତ ବଡ ଖୁସୀ ଖବର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଇଛନ୍ତି …

Leave a Reply

Your email address will not be published.