Breaking News

ମାଳିକାର ଭବିଷ୍ୟବାଣୀ – କଳିଯୁଗ ଶେଷରେ ଏହି ଶିବ ମନ୍ଦିରରେ ହେବେ ମହାଲୀଳା ଯାହାକୁ ପ୍ରତିଷ୍ଠା କରିଥିଲେ ମହାଭାରତର ପଞ୍ଚୁ ପାଣ୍ଡବ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଭାରତ ରେ ଥିବା ପ୍ରତ୍ଯେକ ଗ୍ରାମ ରେ ଶିବ ମନ୍ଦିର ରହି ଅଛି । ହଁ ବନ୍ଧୁ ଦୁନିଆ ରେ ବହୁ ଶିବ ଭକ୍ତ ଅଛନ୍ତି , ତେବେ ଭଗବାନ ଶିବ ଭିନ୍ନ ନାମ ରେ ସବୁଥି ପ୍ରସିଦ୍ଧ ଅଛନ୍ତି । ତାହେଲେ ଆଜି ଆମେ ସାରଳା ମଣ୍ଡଲ ରେ ଥିବା ହାଜିର ପୁର ରେ କନ୍ଦେମ୍ବଶ୍ଵର ବା ଅଷ୍ଟ ଶମ୍ଭୁ ମନ୍ଦିର ବିଷୟ ରେ ଜାଣିବା ।


ତେବେ ବନ୍ଧୁଗଣ ଏହି ମନ୍ଦିର ପଛ ରେ ରହିଛି ବଡ ରହସ୍ୟ , ତେବେ ଏହି ରହସ୍ୟ ଟି ହେଉଛି ଯେ ପାଣ୍ଡବ ମାନେ ଏହି ବାଟେ ଯିବା ସମୟ ରେ ଏହି ମନ୍ଦିର କୁ ସ୍ଥାପନ କରିଥିଲେ । ତେବେ ବ୍ରିଟିଶ ଶାସନ ସମୟ ରେ ଯେତେବେଳେ ସେହି ସ୍ଥାନ ରେ ନାଳ ଟି ଖୋଳାଗଲା ସେହି ସମୟ ରେ ଶିବ ଙ୍କ ର ଆବିଷ୍କାର ହୋଇଥିଲା ।

ତେବେ ବର୍ତ୍ତମାନ ସମୟ ରେ ସେହି ଳିଙ୍ଗ ଉପରେ କ୍ଷୀର ଢାଳିଲେ ତାହା ଡୁବୁଡୁବୁ ହୋଇ ସୁବିବ , ତେବେ ଲିଙ୍ଗ ଚାରିପଟେ ଯେଉଁ ଭଳି ଭାବେ ବେଲ ପତ୍ର ରେ ମଣ୍ଡିତ ଶିବ ମନ୍ଦିର ଙ୍କୁ ଆପଣ ମାନେ ଦେଖିଲା ପରେ ଆଶ୍ଚର୍ଯ୍ୟ ହୋଇଯିବେ ଓ ଭକ୍ତି ମନ ଭାବନା ଆସିଯିବ । ତେବେ ଏହି କନ୍ଦେମ୍ବଶ୍ଵର ଶିବ ମନ୍ଦିର କେବେ ଠାରୁ ଅଛନ୍ତି ତାହା ଅସ୍ପଷ୍ଟ । ତେବେ ସେଠାରେ ହୋମ ଜ୍ଜ୍ଞ ହେଉଛି ଓ ସେହିଠାରେ ବହୁ ଦୂରଦୂରାନ୍ତର ଲୋକ ମାନେ ଆସୁଛନ୍ତି । ତେବେ ସେହିଠାରେ ମା ଅମ୍ବିକା ମଧ୍ୟ ଅଛନ୍ତି ସେ କେବେଠାରୁ ପ୍ରସିଦ୍ଧ ତାହା ଜଣା ପଡି ନହିଁ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ମାଳିକା ବର୍ଣିତ କଥା – କଳିଯୁଗର ମହାବିପତ୍ତିରୁ ବଞ୍ଚିବାର ବାଟ ଦେଖାଇଲେ ଶ୍ରୀକୃଷ୍ଣ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ ମଣିଷ ସବୁକିଛି କାର୍ଯ୍ୟ ପାଇଁ ଜନ୍ତ୍ର ବ୍ୟବହାର କରୁଛି …

Leave a Reply

Your email address will not be published. Required fields are marked *