Breaking News

ଝିଅର ବେଷ୍ଟ ଫ୍ରେଣ୍ଡ ସହ ଥିଲା ବାପାଙ୍କ ଆ-ଫେ-ୟା-ର: ଖୁଲାସା ପରେ…

ଦର୍ଶକ ବନ୍ଧୁ ଆପଣ ମାନେ ପ୍ରତିଦିନ ସୋସିଆଲ ମିଡିଆ ରୁ ବହୁ ଖବର ପାଇଥିବେ ଯେ ପରିବାର କଳହ ରୁ ସ୍ଵାମୀ ସ୍ତ୍ରୀ ଅଲଗା ହୋଇଛନ୍ତି । ତେବେ ଏହି କଳହ ହବା ର ଅନେକ କାରଣ ରହିଛି ଓ ସେଥି ମଧ୍ୟ ରୁ ଗୋଟିଏ କାରଣ ହଉଛି ବିବାହ ପରେ ସ୍ଵାମୀ ହଉବା ସ୍ତ୍ରୀ ଅନ୍ୟ ପୁରୁଷ ଓ ମହିଳା ମାନ ଙ୍କ ସହିତ ଅ-ନୈ-ତି-କ ସମ୍ପର୍କ ରଖିବା । ତେବେ ବର୍ତ୍ତମାନ ସମୟ ରେ ସେହିଭଳି ଏକ ଖବର ମିଳିଛି ସୋସିଆଲ ମିଡିଆ ରୁ ଯେଉଁ ଖବର ରେ ଜଣେ ଝିଅ ତାର ବାପା ନାମ ରେ ଆଣିଛି ସଙ୍ଗିନ ଅଭିଯୋଗ ।

ଜଣେ ଝିଅ ତାର ବାପା ନାମ ରେ ଉଲ୍ଲେଖ କରିଛି ଯେ ତାର ବାପା ସହିତ ତାର ଘନିଷ୍ଟ ବନ୍ଧୁ ସହିତ ଅ-ନୈ-ତି-କ ସମ୍ପର୍କ ବିଷୟ ରେ , ତେବେ ଆପଣ ମାନେ ଶୁଣିବ ପରେ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ । ତାହେଲେ ବନ୍ଧୁଗଣ ଏହି ଘଟଣା ଟି ଘଟିଛି ବ୍ରିଟେନ ଏକ ସହର ରେ , ଯେଉଁଠାରେ ଜଣେ ଯୁବତୀ ଯାହାଙ୍କ ନାମ ରହିଛି ଡାୟନା । ତେବେ ଡାୟନା ଏନକେ ବାପା,ମା ଏକ ରେସ୍ତୋରାଁରେ ଚଲାନ୍ତି ଓ ସେହି ରେସ୍ତୋରାଁରେ ର ମାଲିକ ବି ମଧ୍ୟ । ତେବେ ସେହି ରେସ୍ତୋରାଁରେ ରେ ଡାୟନା ଙ୍କ ଘନିଷ୍ଠ ବନ୍ଧୁ କାମ କରୁଛନ୍ତି । ଡାୟନା ଙ୍କ ବନ୍ଧୁ ଓ ତାଙ୍କ ବାପା ଙ୍କ ସହିତ ଅ-ନୈ-ତି-କ ସମ୍ପର୍କ ରହି ଥିଲା କିନ୍ତୁ ଡାୟନା ଏ ସମ୍ପର୍କ ରେ ଜାଣି ନଥିଲେ ।

ତେବେ ଏହି ଘଟଣା ବିଷୟ ରେ ଯେବେ ଡାୟନା ଜାଣିଲେ ତ ସେ ତାଙ୍କ ସୋସିଆଲ ମିଡିଆ ଏହି ସମ୍ପର୍କ ରେ ଉଲ୍ଲେଖ କରି କହିଥିଲେ ଉଭୟ ଙ୍କ ବୟସ ବୟସ ରେ ବହୁତ ଅନ୍ତର ଥିଲେ ମଧ୍ୟ ପରସ୍ପର କୁ ଭଲପାଇ ବସିଥିଲେ । ତେବେ ବନ୍ଧୁଗଣ ଡାୟନା ଙ୍କ ମା ମଧ୍ୟ ଜାଣିଥିଲେ ଯେ ତାଙ୍କ ସ୍ଵାମୀ ଆଉ ଜଣେ ମହିଳା ଙ୍କ ଅ-ନୈ-ତି-କ ସମ୍ପର୍କ ଅଛି ବୋଲି କିନ୍ତୁ ସେ ଜାଣି ନଥିଲେ ଏହି ମହିଳା ଜଣକ ହଉଛନ୍ତି ତାଙ୍କ ଝିଅ ସାଙ୍ଗ ବୋଲି । ଡାୟନା ଙ୍କ ବାପା-ମା ପରସ୍ପର କୁ ସେତେ ଅଧିକ କଥା ହେଉନଥିଲେ ଓ ପରବର୍ତ୍ତୀ ସମୟ ରେ ଉଭୟ ଉଭୟ ଙ୍କୁ ଛାଡପତ୍ର ଦେଇଥିଲେ ।

ତେବେ ବନ୍ଧୁଗଣ ଡାୟନା ଙ୍କ ସାଙ୍ଗ ଡାୟନା ଙ୍କ ସହ ପାଠ ପଢିବା ସହିତ କିଛି ସମୟ ବାହାର କରି ରେସ୍ତୋରାଁରେ ରେ କାର୍ଯ୍ୟ କରୁଥିଲେ । ତେବେ ଡାୟନା ନିଜ ସମ୍ପର୍କ ମଧ୍ୟ ଲେଖିଛନ୍ତି ଯେ ସେ ବର୍ତ୍ତମାନ ସମୟ ରେ ବିବାହ କରିଛନ୍ତି ଓ ବିବାହ ପରେ ନିଜ ସ୍ଵାମୀ ସହିତ ବେସ ଖୁସି ରେ ଅଛନ୍ତି । ତେବେ ଡାୟନା ଙ୍କ ସେହି ସାଙ୍ଗ ମଧ୍ୟ ତାଙ୍କ ସ୍ଵାମୀ ଙ୍କୁ ଫସେଇବା କୁ ଚେଷ୍ଟା କରୁଥିଲା କିନ୍ତୁ ଏହି କାର୍ଯ୍ୟ ରେ ସେ ସଫଳ ହୋଇ ପାରିଲା ନହିଁ । ତେବେ ସେ ଶେଷ କୁ ଲେଖିଛନ୍ତି ଯେ ତାଙ୍କ ବାପା ଙ୍କ ଦୋଷ ପାଇଁ ତାଙ୍କ ମା ଆଜି ଅଲଗା ହୋଇଯାଇଛନ୍ତି ଓ ବର୍ତ୍ତମାନ ସମୟ ରେ ଡାୟନା ତାଙ୍କ ମା ଙ୍କୁ ନେଇ ବହୁତ ଚିନ୍ତିତ ଅଛନ୍ତି ॥

About admin

Check Also

ସରକାର ଦୁ-ଷ୍କ-ର୍ମ-କା-ରୀ-ଙ୍କ ପାଇଁ ଆଣିଲେ କ-ଡା ଆଇନ, ଏବେ ଦୁ-ଷ୍କ-ର୍ମ-କା-ରୀ- ଙ୍କୁ କରାଯିବ ନଂ-ପୁ-ସ-କ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ ସବୁଦେଶ ରେ ଦୁ-ଷ୍କ-ର୍ମ କରିବା ର ଅଭିଯୋଗ ବୃଦ୍ଧି …

Leave a Reply

Your email address will not be published. Required fields are marked *