Breaking News

ଅଭିନେତ୍ରୀ ଜିନା (Zeena Samal) Live ରେ ଆସି ତାଙ୍କ ଫ୍ୟାନ ମାନଙ୍କୁ କହିଲେ ମୁଁ ଏମିତି ଜିନିଷ ଖାଏ କେହି ଖାଉ ନଥିବେ, କଣ ତାହା ଜାଣନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସଦା ସର୍ବଦା ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି , ତେବେ ଏହି ଅଭିନେତ୍ରୀ ମାନେ ବେଳେ ବେଳେ ଲାଇଭ ରେ ଆସି ଏମିତି କିଛି ବ୍ୟକ୍ତିଗତ କହିଥାନ୍ତି ଯାହାକି ସୋସିଆଲ ମିଡିଆ ରେ ବେସ ଭାଇରାଲ ହବା ରେ ଲାଗି ଥାଏ ।

ତେବେ ବର୍ତ୍ତମାନ ସମୟ ରେ ସେହିଭଳି ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହବା ରେ ଲାଗିଛି ଓ ଏହି ଭିଡିଓ ରେ ଲୋକ ପ୍ରିୟ ଅଭିନେତ୍ରୀ ଜଣକ ଲାଇଭ ରେ ତାଙ୍କ ପ୍ରଶଂସକ ମାନ ଙ୍କୁ ତାଙ୍କ ଖାଇବା ବିଷୟ ରେ ଏମିତି କିଛି କହିଛନ୍ତି ଯାହା ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ , ତେବେ ଆସନ୍ତୁ ଜାଣିବା ।


ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହଉଛନ୍ତି ଜିନା ସାମଲ ଯିଏ କି ଆଲବମ ହିରୋଇନ ଭାବେ ବେସ ପରିଚିତ । ହଁ ବନ୍ଧୁ ଏହି ଅଭିନେତ୍ରୀ ଜଣକ ପ୍ରଥମେ ଆଲବମ ଜଗତ ରୁ ଅଭିନୟ ଯିବନି ଆରମ୍ଭ କରିଥିଲେ ଓ ପରବର୍ତ୍ତୀ ସମୟ ରେ ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇ ବହୁ ସାରା ଚଳଚିତ୍ର ଓ ଧାରାବାହିକ ରେ ଅଭିନୟ କରିଥିଲେ । ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ଅପା ନାମ ରେ ବେସ ପରିଚିତ କାରଣ ସେ ଅପା ଧାରାବାହିକ ରୁ ସେ ଲୋକ ପ୍ରିୟ ହୋଇପାରିଥିଲେ ।

ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଏକ ରିଆଲିଟି ସୋ ମାଧ୍ୟମ ରେ ନିଜ ସାତ ଜନମ ର ସାଥି କୁ ପାଇଥିଲେ । ତେବେ ତାଙ୍କ ସ୍ଵାମୀ ଙ୍କ ନାମ ହଉଛି ରୁଦ୍ର । ଜିନା ବର୍ତ୍ତମାନ ସମୟ ରେ ତାଙ୍କୁ ସାସୁ ଘରେ ବେସ ଖୁସି ରେ ଅଛନ୍ତି , ତାହେଲେ ବନ୍ଧୁଗଣ ଜିନା ସୋସିଆଲ ମିଡିଆ ରେ ଲାଇଭ ଆସି ତାଙ୍କ ପ୍ରଶଂସକ ମାନ ଙ୍କୁ କହିଥିଲେ ଯେ ମୁଁ ଯାହା ଖାଉଛି ତମେ ମାନେ ସେହି ଖାଇବା ଖାଉ ନଥିବେ , ଏହି କଥା ଟି କହି ସାରିବା ପରେ ସେ କହୁଛନ୍ତି ଯେ ସେ କିଛି ବି ଖାଉ ନାହାଁନ୍ତି , ଏହି ଭଳି ଭାବେ ନିଜ ଖାଇବାକୁ ନେଇ ପ୍ରଶଂସକ ମାନଙ୍କ ସହ ମଜା କରୁଛନ୍ତି, ସେ ସେଦିନ ଉପବାସ କରିଥିଲେ କାରଣ ସେ ନବରାତ୍ରୀ ପାଳନ କରୁଥିଲେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରକାର କଲେ ବଡ଼ ଘୋଷଣା ସବୁ ଜିଲ୍ଲାରେ ପ୍ରଦର୍ଶିତ ହେବ ଦମନ ଫିଲ୍ମ ସରକାର ଦେବେ ପଇସା ଦେଖନ୍ତୁ ଏହାକୁ ସୁଣିଲାରେ Babushan କେତେ ଖୁସି ଅଛନ୍ତି !

ନମସ୍କାର ବନ୍ଧୁଗଣ ପ୍ରତ୍ୟେକ ଦିନ ଅର୍ଥାତ୍ ଦିନ କୁ ଦିନ ବଢି ଚାଲିଛି ଦମନ ଓଡ଼ିଆ ସିନେମା ଦମନ ର …

Leave a Reply

Your email address will not be published.