Breaking News

କାହିଁକି ହସ୍ପିଟାଲ ରେ ଅଛନ୍ତି Ollywood ର ମହାନ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା Pradyumn Lenka ?

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଜଣେ ଲୋକ ପ୍ରିୟ ଅଭିନେତା ହସ୍ପିଟାଲ ରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ଓ ସେ ଆଇସିଇଉ ରେ ଭର୍ତ୍ତି ହୋଇଛନ୍ତି । ତାହେଲେ ସେ ଅଭିନେତା ଜଣକ କିଏ ଓ ତାଙ୍କୁ କଣ ହୋଇଥିଲା ଯେ ହସ୍ପିଟାଲ ରେ ଭର୍ତ୍ତି ହୋଇଛନ୍ତି । ଭଳି ସବୁକିଛି ପାଇବା ଆମର ଏହି ପେଜ ମାଧ୍ୟମ ରେ ।

ତାହେଲେ ବନ୍ଧୁଗଣ ଆପଣ ମାନ ଙ୍କ ପ୍ରିୟ ଅଭିନେତା ପ୍ରଦ୍ଯୁମ୍ନ ଲେଙ୍କା ବର୍ତ୍ତମାନ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି ଓ ତାଙ୍କୁ ଦେଖିବା ପାଇଁ ବହୁ କଳାକାର ମାନେ ମଧ୍ୟ ପହଞ୍ଚିଛନ୍ତି । ତାହେଲେ ଆପଣ ମାନେ ପ୍ରଦ୍ଯୁମ୍ନ ଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ , ସେ ବହୁ ଧାରାବାହିକ ଓ ଚଳଚିତ୍ର ରେ ନିଜର ଜବରଦସ୍ତ ଅଭିନୟ ଦେଖାଇ ବେସ ଲୋକ ପ୍ରିୟ ହୋଇପାରିଛନ୍ତି ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆଗାମୀ ଦିନ ମାନ ଙ୍କ ଭିତରେ ତରଂଗ ପ୍ରଡକ୍ସନ ସଂସ୍ଥା ଏକ ଚଳଚିତ୍ର ନେଇ ଆସୁଛି ଯାହାର ନାମ ହେଉଛି “ବାପା ଆଇସିଇଉ ରେ ଅଛନ୍ତି “  । ତେବେ ଏହି ଚଳଚିତ୍ର ମୁଖ୍ୟ ଅଭିନେତା ଓ ଅଭିନେତ୍ରୀ ଭାବେ ନଜର ଆସିବେ , ଆପଣ ଙ୍କ ପ୍ରିୟ ଯୋଡି ,

ସାତ୍ଵିକ ଓ ରାଧିକା , ହଁ ବନ୍ଧୁ ଆପଣ ମାନେ ଏହି ଦୁଇ ଜ୍ଯୋଡି ଙ୍କ ଜବରଦସ୍ତ ଅଭିନୟ ଏହି ଚଳଚିତ୍ର ରେ ଦେଖିବାକୁ ପାଇବେ । ତେବେ ଠିକ ସେହିଭଳି ଆପଣ ମାନେ ପ୍ରଦ୍ଯୁମ୍ନ ଲେଙ୍କା ଏହି ଚଳଚିତ୍ର ରେ ବାପା ଚରିତ୍ର ରେ ଅଭିନୟ କରିବାର । ତାହେଲେ ବନ୍ଧୁଗଣ ଯେହେତୁ ଚଳଚିତ୍ର ର ନାମ ରହିଛି ବାପା ତମେ ଆଇସିଇଉ ରେ ସେଥିପାଇଁ ଶୁଟିଙ୍ଗ ସେଟ ରେ ଆଇସିଇଉ ରେ ଭର୍ତ୍ତି ହୋଇଛନ୍ତି ପ୍ରଦ୍ଯୁମ୍ନ । ଏହା ହେଉଛି ରିଲ ଲାଇଫ ର ଘଟଣା ରିଅଲ ରେ ସେ ବହୁତ ସୁସ୍ଥ ଅଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଶାଶୂ ଘରେ ଅଭିନେତ୍ରୀ ସୋମାଲିନଙ୍କୁ (Somalin Parida) ଖୁଆଇ ଦେଲେ ଶାଶୂ ଓ ନଣନ୍ଦ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ …

Leave a Reply

Your email address will not be published. Required fields are marked *