Breaking News

ବାହାଘର ପରେ ହିରୋଇନ ଅର୍ଚ୍ଚିତା (Archita) ଓ ତାଙ୍କ ଭଉଣୀଙ୍କ ସହ କିପରି ମସ୍ତି କରୁଛନ୍ତି – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅଭିନେତ୍ରୀ ଅର୍ଚିତା ନିଜ ବଡ ଭଉଣୀ ଙ୍କ ପାଖ ରେ କିପରି ସମୟ ଅତି ବାହିତ କରୁଛନ୍ତି ଜାଣିବା ସହିତ ଅର୍ଚ୍ଚିତା ଙ୍କ ଭଉଣୀ ଙ୍କ ବିଷୟ ରେ ଜାଣିବା । ତାହେଲେ ଆସନ୍ତୁ ଜାଣିବା ,


ତାହେଲେ ବନ୍ଧୁଗଣ ଅର୍ଚିତା ଙ୍କ ବଡ ଭଉଣୀ ର ନାମ ହେଉଛି ଅର୍ପିତା ସାହୁ , ତେବେ ଅର୍ପିତା ବର୍ତ୍ତମାନ ସମୟ ରେ ବିବାହ କରି ନିଜ ସ୍ଵାମୀ ଙ୍କ ସହିତ ରାଜସ୍ଥାନ ରେ ଅଛନ୍ତି । ବର୍ତ୍ତମାନ ସମୟ ରେ ଅର୍ଚିତା ଙ୍କ 5 ବର୍ଷ ଝିଅ ମଧ୍ୟ ଅଛି । ଅର୍ଚିତା ତାଙ୍କ ବଡ ଭଉଣୀ କୁ ବହୁତ ଭଲ ପାଆନ୍ତି , । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ସବ୍ୟ ଓ ଅର୍ଚିତା ଶୁଟିଙ୍ଗ ସେଟ ରୁ ପରସ୍ପର କୁ ଭଲ ପାଇ ବିବାହ କରିଥିଲେ ।
ତେବେ ଏହି ଦୁଇ ଙ୍କ ବିବାହ ହୋଇଥିଲା ରାଜସ୍ଥାନ ରେ , ହଁ ବନ୍ଧୁ ରାଜସ୍ଥାନ ର ଯେଉଁ ସ୍ଥାନ ରେ ବିବାହ ଘର ହୋଇଥିଲା ସେହି ସ୍ଥାନ ରେ ଅର୍ପିତା ସାହୁ ତାଙ୍କ ସ୍ଵାମୀ ଙ୍କ ରହୁଛନ୍ତି । ସେଥିପାଇଁ ଏହି ଦୁଇ ଯୋଡି ଙ୍କ ବିବାହ ର ସମସ୍ତ ଦାୟିତ୍ଵ ନେଇଥିଲେ । ତାହେଲେ ବାହାଘର ଟି ବେସ ଧୁମଧାମ ରେ ହେବା ପରେ ଓଡିଶା କୁ ଆସିଥିଲେ । ତେବେ ବର୍ତ୍ତମାନ ସମୟ ରେ ଅର୍ପିତା ଓଡିଶା ଅର୍ଚିତା ଙ୍କ ପାଖ କୁ ଆସିଛନ୍ତି ଓ ଅର୍ଚିତା ଙ୍କ ସହ ବହୁ ସର୍ଟ ରିଲ୍ସ ଭିଡିଓ କରି ସୋସିଆଲ ମିଡିଆ ରେ ପୋଷ୍ଟ କରିଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରିଲା ରିୟା ଦେଙ୍କର ବାହାଘର ରିୟା ବାହାହେଲେ ହେଲେ ଗୋଟେ ବଙ୍ଗାଳି Hero ଙ୍କୁ ଦେଖନ୍ତୁ ବାହାଘର ସମ୍ପୂର୍ଣ ଭିଡ଼ିଓ !

ହେଲୋ ଫ୍ରେଣ୍ଡ୍ ଏବେ ଆସି ଯାଉଛି ଏକ ବୋହୁତ ବଡ ଖୁସୀ ଖବର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଇଛନ୍ତି …

Leave a Reply

Your email address will not be published.