ଦର୍ଶକ ବନ୍ଧୁ ଆଜି ଆମର ଏହି ପେଜ ରେ ଆମେ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅଭିନେତା ମାନ ଙ୍କ ବାପା ମାନ ଙ୍କ ବିଷୟ ରେ ଜାଣିବା ଯାହା ଆପଣ ମାନେ ଆଗରୁ ଜାଣି ନଥିବେ କି ଶୁଣି ନଥିବେ । ତାହେଲେ ଆସନ୍ତୁ ଜାଣିବା ,
ଅନୁଭବ ମହାନ୍ତି – ବନ୍ଧୁଗଣ ଆପଣ ମାନେ ଏହି ଅଭିନେତା ବହୁସାରା ଚଳଚିତ୍ର ରେ ଜବରଦସ୍ତ ଅଭିନୟ କରୁଥିବାର ନିଶ୍ଚୟ ଦେଖୁଥିବେ , ତେବେ ବର୍ତ୍ତମାନ ସମୟ ରେ ଅନୁଭବ କେନ୍ଦ୍ରପଡା ର ସାଂସଦ ଅଟନ୍ତି । ତେବେ ଅନୁଭବ ବାପା ଙ୍କ ନାମ ହେଉଛି ଅଭୟ କୁମାର ମହାନ୍ତି ସେ ଜଣେ ଲେକ୍ଚର ।
ସବ୍ୟସାଚୀ ମିଶ୍ର – ଏହି ଅଭିନେତା ଙ୍କୁ କିଏ ବା ନଜାଣେ କରୋନା ସମୟ ରେ ଲୋକ ମାନ ଙ୍କୁ ସାହାର୍ଯ୍ୟ କରି ଘରେ ଘରେ ପରିଚିତ ହୋଇଥିଲେ ଏହି ଅଭିନେତା ଜଣକ । ସବ୍ୟ ଙ୍କ ବାପା ଙ୍କ ନାମ ହେଉଛି ସୁରେନ୍ଦ୍ର ପ୍ରସାଦ ମିଶ୍ର ।
ଅର୍ଦ୍ଧେନ୍ଦୁ ସାହୁ – ବନ୍ଧୁଗଣ ଏହି ଅଭିନେତା ଙ୍କୁ ଆପଣ ମାନେ କିଛି ଚଳଚିତ୍ର ରେ ଦେଖିଥିଲେ ମଧ୍ୟ ତାଙ୍କ ଜବରଦସ୍ତ ଅଭିନୟ ପାଇଁ , ତାହେଲେ ଆପଣ ମାନେ ଆମର ଏହି ପେଜ ଅର୍ଦ୍ଧେନ୍ଦୁ ଙ୍କ ବାପା ଙ୍କୁ ଦେଖି ପାରୁଥିବେ ।
ଜ୍ଯୋତି ରଞ୍ଜନ ନାୟକ – ବନ୍ଧୁଗଣ ଏହି ଅଭିନେତା ଙ୍କୁ ଆପଣ ମାନେ ବେସ ଭଲ ଭାବ ରେ ଜାଣିଥିବେ , ତେବେ ଜ୍ଯୋତି ଙ୍କ ବାପା ହେଉଛନ୍ତି ରମେଶ ନାୟକ , ଯିଏ କି ଜଣେ ସରକାରୀ କର୍ମଚାରୀ ଅଟନ୍ତି ।
ବାବୁଷାନ ମହାନ୍ତି – ଏହି ଅଭିନେତା ଙ୍କୁ କିଏ ବା ନଜାଣେ ସ ଆମ ଓଡିଆ ଇଣ୍ଡଷ୍ଟ୍ରି ନମ୍ବର 1 ହିରୋ ଭାବେ ବେସ ପରିଚିତ , ବାବୁଷାନ ଙ୍କ ବାପା ଉତ୍ତମ ମହାନ୍ତି ମଧ୍ୟ ଓଡିଆ ଇଣ୍ଡଷ୍ଟ୍ରି ଜଣେ ସୁପର ଷ୍ଟାର ଅଭିନେତା ।
ଶୈଳେନ୍ଦ୍ର ସାମନ୍ତରାୟ – ଏହି କୁନି ଅଭିନେତା ଜଣକ ବହୁ କମ ବୟସ ରୁ ବେସ ନାମ ଅର୍ଜନ କରି ପରିଛନ୍ତି , ତାହେଲେ ଆପଣ ଶୈଳେନ୍ଦ୍ର ଙ୍କ ସହିତ ତାଙ୍କ ବାପା ଙ୍କୁ ଦେଖି ପାରୁଥିବେ ଆମର ଏହି ପେଜ ମାଧ୍ୟମ ରେ ।
ସମ୍ବିତ – ଦର୍ଶକ ବନ୍ଧୁ ଏହି ଅଭିନେତା ଙ୍କୁ ଆପଣ ମାନେ ଜାଣିଥିବେ ସେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଆଗ ଧାଡି ର ଅଭିନେତା , ତେବେ ଆପଣ ମାନେ ଏହି ଫଟୋ ରେ ସମ୍ବିତ ଙ୍କ ବାପା ଙ୍କୁ ନିଶ୍ଚୟ ଦେଖି ପାରୁଥିବେ ।
ସ୍ଵରାଜ ବାରିକ – ଏହି ଅଭିନେତା ଜଣକ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଶିଶୁ କଳାକାର ଭାବେ ବେସ ପରିଚିତ , ତେବେ ଆପଣ ମାନେ ଏହି ଫଟୋ ରେ ସ୍ବରାଜ ଙ୍କ ବାପା ଙ୍କୁ ନିଶ୍ଚୟ ଦେଖୁଥିବେ ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ