Breaking News

ଆଜି ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କର ପରଲୋକ ହେଲା, ତାଙ୍କ ପରଲୋକରେ କା-ନ୍ଦୁ-ଛି ସିନେ ଜଗତ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ଅଭିନୟ ଜଗତ ରୁ ଆସି ଯାଇଛି ଯେ ଅଭିନେତ୍ରୀ ଫାଖୁର ଜାଫର ଆଉ ଏଇ ଦୁନିଆ ରେ ନାହାଁନ୍ତି ସେ 89 ବର୍ଷ ବୟସ ରେ ମୃତ୍ୟୁ ବରଣ କରିଛି । ହଁ ବନ୍ଧୁ ବର୍ତ୍ତମାନ ସମୟ ର ଏହା ହେଉଛି ବଡ ଖବର , ଫାଖୁର ଙ୍କ ଦେହ ଅସୁସ୍ଥ ହେବା ରୁ ତାଙ୍କୁ ମେଡିକାଲ ରେ ଭର୍ତ୍ତି କରା ଯାଇଥିଲା । କିନ୍ତୁ ସେ ଚିକିତ୍ସାଧୀନ ଅବସ୍ଥା ରେ ମୃ-ତ୍ୟୁ ବରଣ କରିଛନ୍ତି ।


ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ 1963 ମସିହା ରେ ଲକ୍ଷ୍ମୌ ବିଦ୍ୟା ଭାରତୀ ରେ ରେଡିଓ ଅନାଉନ୍ସ କରିଥିଲେ ଓ 1981 ମସିହା ରେ ସେ ଉମ୍ରାବଜାନ ଚଳଚିତ୍ର ରେ ଦେବ୍ୟୁ କରିଥିଲେ ଓ ସେ ଏହି ଚଳଚିତ୍ର ରେ ରେଖା ଙ୍କ ମା ଚରିତ୍ର ରେ ନଜର ଆସିଥିଲେ । ତେବେ ଅଭିନେତ୍ରୀ ଜଣକ ବହୁ ସାରା ଚଳଚିତ୍ର ରେ ନିଜ ଜବରଦସ୍ତ ଅଭିନୟ ଦେଖାଇ ବେସ ଲୋକ ପ୍ରିୟ ହୋଇପାରିଥିଲେ ।


ତେବେ ତାଙ୍କ ସୁପର ହିଟ ଚଳଚିତ୍ର ଥିଲା ଗୁଲାବୋ ସିତାବୋ ଏବଂ ସୁଲତାନ । ତାହେଲେ ଆପଣ ମାନେ ନିଶ୍ଚୟ ଜାଣିଥିବେ ଏହି ବଲିଉଡ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ଙ୍କୁ । ବର୍ତ୍ତମାନ ତାଙ୍କ ଦେହାନ୍ତ ହେବା ପରେ ବଲିଉଡ ଇଣ୍ଡଷ୍ଟ୍ରି ର ପାଇଁ ଏକ ଦୁଖ ଖବର ଓ ସମସ୍ତ ଅଭିନେତା ଓ ଅଭିନେତ୍ରୀ ମାନେ ଏହି ଅଭିନେତ୍ରୀ ପରଲୋକ ରେ ଶୋକ ପ୍ରକାଶ କରିଛନ୍ତି ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

About admin

Check Also

ଶାଶୂ ଘରେ ଅଭିନେତ୍ରୀ ସୋମାଲିନଙ୍କୁ (Somalin Parida) ଖୁଆଇ ଦେଲେ ଶାଶୂ ଓ ନଣନ୍ଦ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ …

Leave a Reply

Your email address will not be published. Required fields are marked *