ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଗାୟିକା ଅଛନ୍ତି , ତେବେ ଏହି ଗାୟିକା ମାନେ ସୋସିଆଲ ମିଡିଆ ରେ କିଛି ନା କିଛି କାରଣ ରୁ ସୋସିଆଲ ମିଡିଆ ରେ ବେସ ଭାଇରାଲ ହୋଇଥାନ୍ତି । ତେବେ ଠିକ ସେହିଭଳି ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଜଣେ ଲୋକ ପ୍ରିୟ ଗାୟିକା ଙ୍କ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି । ହଁ ବନ୍ଧୁ ଏହି ଗାୟିକା ଜଣକ ଏହି ଭିଡିଓ ର ଜଣେ କୁନି ଝିଅ ସହ ଖେଳୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।
ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଗାୟିକା ଦିପ୍ତିରେଖା ପାଢୀ , ତେବେ ବର୍ତମାନ ସମୟ ରେ ଦିପ୍ତିରେଖା ଙ୍କ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି । ଏହି ଭିଡିଓ ରେ ଦୀପ୍ତି ଜଣେ କୁନି ଝିଅ ସହ ମଜାମସ୍ତି କରୁଥିବାର ଦେଖିବାକୁ ମିଳିଛି । ତେବେ ଏହି ଭିଡିଓ କୁ ତାଙ୍କ ବହୁ ପ୍ରଶଂସକ ମାନେ ଦେଖିବା ପରେ ଭାବୁଛନ୍ତି ଯେ ସେ କୁନି ଝିଅ ଟି ହେଉଛି ଦିପ୍ତିରେଖା ଙ୍କ ଝିଅ ବୋଲି ।
ତେବେ ବନ୍ଧୁଗଣ ଆମେ ଆପଣ ଙ୍କୁ କହି ରଖୁଛୁ ଯେ ଏହି କୁନି ଝିଅ ଟି ହେଉଛନ୍ତି ଦିପ୍ତିରେଖା ଙ୍କ ଜଣେ ସମ୍ପର୍କୀୟ ଙ୍କ ଝିଅ । ତାହେଲେ ବନ୍ଧୁଗଣ ଗତ କିଛି ଦିନ ତଳେ ଦିପ୍ତିରେଖା ବିବାହ ବନ୍ଧନ ରରେ ବାନ୍ଧି ହୋଇଥିଲେ , ସେ ଭୁବନେଶ୍ବର ର ଜଣେ ଶିଲ୍ପପତି ଙ୍କୁ ବିବାହ କରିଛନ୍ତି । ତାହେଲେ ବର୍ତ୍ତମାନ ସମୟ ରେ ଦିପ୍ତିରେଖା ତାଙ୍କ ଶାଶୁଘରେ ବେଶ ଖୁସି ରେ ଅଛନ୍ତି ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ