ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ସେ ଆମ ଓଡିଆ ଇଣ୍ଡଷ୍ଟ୍ରି ର କ୍ଵିନ ଭାବେ ବେସ ପରିଚିତ । ଅନୁଭବ ଓ ବର୍ଷା ପରସ୍ପର କୁ ଭଲପାଇ 2014 ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ କିନ୍ତୁ ବର୍ତ୍ତମାନ ସମୟ ରେ ସେମାନେ ପରସ୍ପର ଠାରୁ ଅଲଗା ହୋଇ ଯାଇଛନ୍ତି ଓ ପରସ୍ପର ଠାରୁ ଅଲଗା ହେବା ପାଇଁ ଉଭୟ କୋର୍ଟ ଦ୍ଵାରସ୍ଥ ହୋଇଛନ୍ତି ।
ତେବେ ଏହି ଭଳି ପରିସ୍ଥିତି ହୋଇଥିଲେ ମଧ୍ୟ ବର୍ଷା ପ୍ରିୟଦର୍ଶିନୀ ଅନୁଭବ ଙ୍କ ଘରେ ବର୍ତ୍ତମାନ ଏକଲା ରହୁଛନ୍ତି କାରଣ ଅନୁଭବ ଓ ତାଙ୍କ ପରିବାର ଅନ୍ୟ ଏକ ଜାଗା ରେ ରହୁଛନ୍ତି । ତେବେ ବର୍ଷା ବର୍ତ୍ତମାନ ସମୟ ରେ ଅନୁଭବ ଙ୍କ ଘରେ ବର୍ଷା କେମିତି ରହୁଛନ୍ତି ଆସନ୍ତୁ ଜାଣିବା , ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଅନୁଭବ ଓ ବର୍ଷା ପରସ୍ପର କୁ ଭଲପାଇ ବସିଥିଲେ ଓ ଭଲପାଇବା ପରେ ପରସ୍ପର କୁ ବିବାହ କରିଥିଲେ ।
କିନ୍ତୁ କିଛି ବିବାଦ ହେବା ଯୋଗୁ ପରସ୍ପର ଠାରୁ ଅଲଗା ହେବା ପାଇଁ ବର୍ତ୍ତମାନ ସମୟ ରେ କୋର୍ଟ ର ଦ୍ଵାରସ୍ଥ ହୋଇଛନ୍ତି । ତେବେ ବିବାଦ ର ସମାଧାନ ପାଇଁ ବିଳମ୍ବ ହେବା କାରଣ ହେଉଛି ଯେ ଅନୁଭବ ବର୍ଷା ଙ୍କ ଠାରୁ ଅଲଗା ହେବା କୁ ଚାହିଁଥିବା ସମୟ ରେ ବର୍ଷା ଅନୁଭବ ଙ୍କ ଠାରୁ ଅଲଗା ହେବ କୁ ଚାହୁଁ ନାହାଁନ୍ତି ।
ତେବେ ଏହି ଭଳି ପରିସ୍ଥିତି ରେ ବର୍ଷା ପ୍ରିୟଦର୍ଶିନୀ ରହୁଛନ୍ତି କାରଣ ଯେ ପର୍ଯ୍ୟନ୍ତ ଅନୁଭବ ଙ୍କ ଠାରୁ ବର୍ଷା ଅଲଗା ହୋଇ ନାହାଁନ୍ତି ସେ ପର୍ଯ୍ୟନ୍ତ ସେ ତାଙ୍କ ଘରେ ରହିବେ , ତେବେ ଏହିଭଳି ପରିସ୍ଥିତି ରେ ବର୍ଷା ଅନୁଭବ ଙ୍କ ଘରେ ରହୁଥିବା ସମୟ ରେ 24 ଘଣ୍ଟା ତାଙ୍କୁ ପୋଲିସ ଜଗୁଛି , ତେବେ ଦେଖାଯାଉ ଆଗାମୀ ଦିନ ମାନ ଙ୍କ ଭିତରେ କଣ ହେଉଛି ଏହି ଦୁଇ ଯୋଡି ଏକାଠି ରହୁଛନ୍ତି ନା ଅଲଗା ହେଉଛନ୍ତି ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ