ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ କାଳିଆ ଯୋଜନା ରେ ଏକା ଥର କେ ମିଳିବ 4 ହଜାର ଟଙ୍କା , ତେବେ ଏନେଇ ରାଜ୍ୟ ସରକର ବର୍ତ୍ତମାନ ସମୟରେ ଭିଡିଓ କଂଫେରେନ୍ସି ମାଧ୍ୟମ ରେ ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ । ତାହେଲେ ଆସନ୍ତୁ ଜାଣିବା ଏକା ବେଳ କେ କେଉଁ ଚାଷୀ ଭାଇ ମାନ ଙ୍କ ଆକାଉଣ୍ଟ କୁ ଟଙ୍କା ଆସିବାକୁ ଯାଉଛି ଏବଂ କେଉଁ ତାରିଖ ରେ ଆସିବାକୁ ଯାଉଛି ।
ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଚାଷୀ ଭାଇ ମାନ ଙ୍କ ଆକାଉଣ୍ଟ ରେ ଏକ କାଳୀନ 4 ହଜାର ଟଙ୍କା ଦିଆଯିବ । ଷଷ୍ଠ ଓ ସପ୍ତମ କିସ୍ତି ମିଶି କି ଆସିବ , ହଁ ବନ୍ଧୁ ମୁଖ୍ୟ ମନ୍ତ୍ରୀ ଙ୍କ ପୂର୍ବ ରୁ ନୂଆ ଖାଇ ରେ ପଠାଇ ଥିବା ଚାଷୀ ମାନ ଙ୍କ ଆକାଉଣ୍ଟ ଙ୍କୁ ପଠାଇଥିଲେ ଓ ଆଉ କିଛି ଚାଷୀ ରହିଯାଇଥିଲେ ଯେଉମାନେ କି ଷଷ୍ଠ କିସ୍ତି ପାଇ ନାହାଁନ୍ତି । ତେବେ ସେହି ମାନେ ଷଷ୍ଠ କିସ୍ତି ସପ୍ତମ କିସ୍ତି ଏକ କାଳୀନ ପାଇବେ ।
ତେବେ ଯେଉଁମାନେ ଷଷ୍ଠ କିସ୍ତି ପାଇ ଯାଇଛନ୍ତି ସେମାନେ ବର୍ତ୍ତମାନ ସମୟ ରେ ସପ୍ତମ କିସ୍ତି ପାଇବେ , ତେବେ ଏହା ହେଉଛି ବର୍ତ୍ତମାନ ସମୟ ର ବଡ ଖବର କାଳିଆ ଯୋଜନା କୁ ନେଇ ॥ ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ