Breaking News

ବାପାର ମୃ-ତ୍ୟୁ ପରେ ପୁଅ ଭଳି ଶ-ବ ସଂସ୍କାର କଲେ ୪ ଦିବ୍ୟାଙ୍ଗ ଝିଅ, ଦେଖିଲେ ଆଖିରୁ ଲୁହ ଝରିଯିବ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଏ ପୃଥିବୀ ପୃଷ୍ଟ ରେ ଯିଏ ବି ଜନ୍ମ ନେଇଛି ସେ ଦିନେ ନା ଦିନେ ମୃତ୍ୟୁ କରିବ । ତେବେ ମୃତ୍ୟୁ ଟି ସତ , ତେବେ ଆମେ ଆପଣ ଙ୍କୁ ଆଜି ଏମିତି କ ଖବର ବିଷୟ ରେ ଜଣାଇବୁ ଯାହା ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ , ବାପା ର ମୃତ୍ୟୁ ପରେ ପୁଅ ଭଳି ସମସ୍ତ କାର୍ଯ୍ୟ କରିଛନ୍ତି 4 ଦି-ବ୍ୟା-ଙ୍ଗ ଝିଅ । ହଁ ବନ୍ଧୁ ଆଜି କା ଦୁନିଆ ରେ ସମସ୍ତେ ଭାବୁଛନ୍ତି ପୁଅ ହେଲେ ଭଲ ଓ ଝିଅ ହେଲେ ମନ ଦୁଃଖ କରିଥାନ୍ତି କିଛି ଲୋକ ।


ତେବେ ଝିଅ ମାନେ ମଧ୍ୟ ପୁଅ ଙ୍କ ଠାରୁ କମ ନୁହଁନ୍ତି , ଯାହା ଆପଣ ମାନେ ଆମର ଏହି ପେଜ ରେ ଦେଖିବାକୁ ପାଉଥିବେ , କେମିତି 4 ଦିବ୍ୟାଙ୍ଗ ଭଉଣୀ ନିଜ ବାପା କୁ କାନ୍ଧ ରେ କାନ୍ଧେଇ କୋକେଇ କୁ ଧରି ସବ ସତ୍କାର ପାଇଁ ନେଉଛନ୍ତି । ବନ୍ଧୁଗଣ ସବୁଠୁ ଦୁଃଖ ର ଖବର ହେଲା ଯେ କିଛି ମାସ ପୂର୍ବେ ମାଆ ଚାଲି ଯାଇଥିବା ସମୟ ରେ ବର୍ତ୍ତମାନ ବାପା ଚାଲିଗଲେ । ଏହି 4 ଭଉଣୀ ବାପା ଙ୍କୁ କାନ୍ଧେଇ ମସାଣି ନେଇ ତାଙ୍କ ସବ ସତ୍କାର ସମ୍ପନ୍ନ କରିଛନ୍ତି ।

ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣ ରୁ ମେଡିକାଲ ବାଲେଶ୍ଵର ଜିଲ୍ଲା ରେମୁଣା ଥାନା ନିଜାମପୁର ପଞ୍ଚାଯତ ଅନ୍ତର୍ଗତ ଦୁମୁଦା ଗ୍ରାମ ବାଇଧର ଜେନା , ଯାହାଙ୍କ ବୟସ 75 ବର୍ଷ ,ସେ ଗତକାଲି ମୃତ୍ୟୁ କରିଛନ୍ତି । ତେବେ ବାଇଧର ଙ୍କ 4 ଟି ଝିଅ ଅବନତି,ସୁକାନ୍ତି,ବାସନ୍ତୀ,ଜୟନ୍ତୀ ସମସ୍ତେ ଜନ୍ମ ରୁ ରୁ ମୁକ ଓ ବଧିର । ତେବେ ଏଥିପାଇଁ ସେମାନ ଙ୍କୁ ମଧ୍ୟ ରୁ କେହି ବି ବାହା ହୋଇ ନାହାଁନ୍ତି ।

ଚାଷ ରୁ ପେଟ ନ ପୂରୁଥିଲେ ମଧ୍ୟ ଦୁଃଖ କଷ୍ଟ ରେ ରହୁଥିଲେ । ତେବେ ସେ ଅସୁସ୍ଥ ହୋଇ ସର୍ଯ୍ଯାଶାୟୀ ହୋଇଯିବା ରୁ ପତ୍ନୀ ହାରମଣି ଛେଳି ପାଳନ କରି ପରିବାର ପୋଷୁଥିଲେ । କିନ୍ତୁ ବର୍ତ୍ତମାନ ସମୟ ରେ ଉଭୟ 4 ଝିଅ ଙ୍କୁ ଛାଡି ଚାଲିଯାଇଛନ୍ତି । ତେବେ ବର୍ତ୍ତମାନ ସମୟ ରେ ସ୍ଥାନୀୟ ଲୋକ ସରକାର ଙ୍କ ସାହାର୍ଯ୍ୟ ଲୋଡିଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆସିଗଲା ସ୍କୁଲ ଖୋଲିବା ଫାଇନାଲ ତାରିଖ ଏହି ତାରିଖରେ ଖୋଲିବ ସମସ୍ତ ସ୍କୁଲ କଲେଜ ..

ଦର୍ଶକବନ୍ଧୁ ଏବେ ଏବେ ଆସିଲା ବଡ଼ ଖବର ସରକାର ମଧ୍ୟ ଘୋଷଣା କରିଦେଇଛନ୍ତି କେବେ ଖୋଲିବ ରାଜ୍ୟରେ ସମସ୍ତ ସ୍କୁଲ …

Leave a Reply

Your email address will not be published.