Breaking News

କୁଆଁରୀ ବୋହୂ ସିରିଏଲ ସରିବା ପରେ ବର୍ତ୍ତମାନ କଣ କରୁଛନ୍ତି ସାଇ (Milan) ଓ ଶ୍ରଦ୍ଧା (Priyanka Rath) – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଗତ କିଛି ମାନ ଙ୍କ ଭିତରେ ସରି ଯାଇଛି ତରଙ୍ଗ ଟିଭି ର ଲୋକ ପ୍ରିୟ ଧାରାବାହିକ କୁଆଁରୀ ବୋହୁ , ହଁ ବନ୍ଧୁ ଏହି ଧାରାବାହିକ ଟି ବର୍ତ୍ତମାନ ସମୟ ରେ ସରିଯାଇଛି । ତାହେଲେ ଆଜି ଆମେ ଜାଣିବା ଯେ ଏହି ଧାରାବାହିକ ରେ ଅଭିନୟ କରୁଥିବା ମୁଖ୍ୟ ଅଭିନେତା ସାଇ ଓ ମୁଖ୍ୟ ଅଭିନେତ୍ରୀ ଶ୍ରଦ୍ଧା ଙ୍କ ବିଷୟ ରେ ଜାଣିବା । ହଁ ବନ୍ଧୁ ଏହି ଧାରାବାହିକ ଟି ସାରିବା ପରେ ଉଭୟ ବର୍ତ୍ତମାନ ସମୟ ରେ କରୁଛନ୍ତି ଜାଣିବା ।

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଧାରାବାହିକ ଟି ଓଡିଶା ର ଲୋକ ପ୍ରିୟ ଧାରାବାହିକ ଭାବେ ବେସ ପରିଚିତ ଥିଲା । ତେବେ ଏହି ଧାରାବାହିକ ରେ ଅଭିନୟ କରୁଥିବା ସାଇ ଓ ଶ୍ରଦ୍ଧା ଙ୍କ ଜବରଦସ୍ତ ଅଭିନୟ ଆପଣ ମାନେ ନିଶ୍ଚୟ ଦେଖିଥିବେ ଓ ଏହି ଧାରାବାହିକ ରେ ଆପଣ ମାନେ ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ ।

ତାହେଲେ ବର୍ତ୍ତମାନ ସମୟ ରେ ଏହି ଧାରାବାହିକ ଟି ସାରିବା ପରେ ଆଉ ଏକ ନୂଆ ଧାରାବାହିକ ପ୍ରସାରିତ ହେଉଛି ଯାହାର ନାମ ରହିଛି ବନ୍ଧନ ଏ ଜନ୍ମ ଜନ୍ମ ର , ଏହି ଧାରାବାହିକ ରେ ଆପଣ ମାନେ ଆପଣ ଙ୍କ ଲୋକ ପ୍ରିୟ ଅଭିନେତା ଶାତ୍ଵିକ ଙ୍କୁ ଦେଖିବାକୁ ପାଇବେ । ତାହେଲେ ବନ୍ଧୁଗଣ କୁଆଁରୀ ବୋହୁ ସରି ଯିବା ପରେ ସାଇ ବର୍ତ୍ତମାନ ନିଜ ଯୂଟ୍ଯୂବ ରେ ଚ୍ୟାନେଲ ଖୋଲି ସେଥିରେ ସକ୍ରିୟ ଥିବା ସମୟ ରେ ତାଙ୍କୁ କୌଣସି ଧାରାବାହିକ ରେ ଅଭିନୟ କରିବାକୁ ମିଳିନାହିଁ । ଶ୍ରଦ୍ଧା ବର୍ତ୍ତମାନ ସମୟ କୌଣସି ଧାରାବାହିକ ରେ ଅଭିନୟ କରି ନାହାଁନ୍ତି ଓ ବର୍ତ୍ତମାନ ସମୟ ରେ କିଛି ଆଲବମ ରେ ନଜର ଆସିଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଶାଶୂ ଘରେ ଅଭିନେତ୍ରୀ ସୋମାଲିନଙ୍କୁ (Somalin Parida) ଖୁଆଇ ଦେଲେ ଶାଶୂ ଓ ନଣନ୍ଦ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ …

Leave a Reply

Your email address will not be published. Required fields are marked *