Breaking News

କୁଆଁରୀ ବୋହୂ ସିରିଏଲ ସରିବା ପରେ ବର୍ତ୍ତମାନ କଣ କରୁଛନ୍ତି ସାଇ (Milan) ଓ ଶ୍ରଦ୍ଧା (Priyanka Rath) – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଗତ କିଛି ମାନ ଙ୍କ ଭିତରେ ସରି ଯାଇଛି ତରଙ୍ଗ ଟିଭି ର ଲୋକ ପ୍ରିୟ ଧାରାବାହିକ କୁଆଁରୀ ବୋହୁ , ହଁ ବନ୍ଧୁ ଏହି ଧାରାବାହିକ ଟି ବର୍ତ୍ତମାନ ସମୟ ରେ ସରିଯାଇଛି । ତାହେଲେ ଆଜି ଆମେ ଜାଣିବା ଯେ ଏହି ଧାରାବାହିକ ରେ ଅଭିନୟ କରୁଥିବା ମୁଖ୍ୟ ଅଭିନେତା ସାଇ ଓ ମୁଖ୍ୟ ଅଭିନେତ୍ରୀ ଶ୍ରଦ୍ଧା ଙ୍କ ବିଷୟ ରେ ଜାଣିବା । ହଁ ବନ୍ଧୁ ଏହି ଧାରାବାହିକ ଟି ସାରିବା ପରେ ଉଭୟ ବର୍ତ୍ତମାନ ସମୟ ରେ କରୁଛନ୍ତି ଜାଣିବା ।

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଧାରାବାହିକ ଟି ଓଡିଶା ର ଲୋକ ପ୍ରିୟ ଧାରାବାହିକ ଭାବେ ବେସ ପରିଚିତ ଥିଲା । ତେବେ ଏହି ଧାରାବାହିକ ରେ ଅଭିନୟ କରୁଥିବା ସାଇ ଓ ଶ୍ରଦ୍ଧା ଙ୍କ ଜବରଦସ୍ତ ଅଭିନୟ ଆପଣ ମାନେ ନିଶ୍ଚୟ ଦେଖିଥିବେ ଓ ଏହି ଧାରାବାହିକ ରେ ଆପଣ ମାନେ ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ ।

ତାହେଲେ ବର୍ତ୍ତମାନ ସମୟ ରେ ଏହି ଧାରାବାହିକ ଟି ସାରିବା ପରେ ଆଉ ଏକ ନୂଆ ଧାରାବାହିକ ପ୍ରସାରିତ ହେଉଛି ଯାହାର ନାମ ରହିଛି ବନ୍ଧନ ଏ ଜନ୍ମ ଜନ୍ମ ର , ଏହି ଧାରାବାହିକ ରେ ଆପଣ ମାନେ ଆପଣ ଙ୍କ ଲୋକ ପ୍ରିୟ ଅଭିନେତା ଶାତ୍ଵିକ ଙ୍କୁ ଦେଖିବାକୁ ପାଇବେ । ତାହେଲେ ବନ୍ଧୁଗଣ କୁଆଁରୀ ବୋହୁ ସରି ଯିବା ପରେ ସାଇ ବର୍ତ୍ତମାନ ନିଜ ଯୂଟ୍ଯୂବ ରେ ଚ୍ୟାନେଲ ଖୋଲି ସେଥିରେ ସକ୍ରିୟ ଥିବା ସମୟ ରେ ତାଙ୍କୁ କୌଣସି ଧାରାବାହିକ ରେ ଅଭିନୟ କରିବାକୁ ମିଳିନାହିଁ । ଶ୍ରଦ୍ଧା ବର୍ତ୍ତମାନ ସମୟ କୌଣସି ଧାରାବାହିକ ରେ ଅଭିନୟ କରି ନାହାଁନ୍ତି ଓ ବର୍ତ୍ତମାନ ସମୟ ରେ କିଛି ଆଲବମ ରେ ନଜର ଆସିଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ନିଜ ବାହାଘରକୁ ନେଇ ଓଡ଼ିଆ କମେଡିଆନ Suman ମହାରଣା, କହିଲେ ଏମିତି, ଜାଣିଲେ କହିଲା ବାଃ ବାଃ ବଢିଆ…

ହେଲୋ ଫ୍ରେଣ୍ଡ୍ ଆପଣମାନେ ତ ଅଭିନେତା ସୁମନ ମହାରଣା ଙ୍କୁ ବେଶ ଭଲ ଭାବରେ ଜାଣିଥିବେ ସେ ଅନେକ ଫିଲ୍ମ …

Leave a Reply

Your email address will not be published. Required fields are marked *