Breaking News

ଦଶହରାରେ ନିଜ ସ୍ଵାମୀଙ୍କୁ ନିଜ ଜନ୍ମ ମାଟି ବୁଲାଇଲେ ଅଭିନେତ୍ରୀ ଝିଲ୍ଲିକ (Jhilik) – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତ୍ରୀ ମାନେ ନିଜ ଅଭିନୟ ପାଇଁ ସବୁଠି ପରିଚିତ । ତେବେ ଏହି ଭାଇନେତ୍ରୀ ମାନେ ସଦା ସର୍ବଦା ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରୁହନ୍ତି ନିଜ ପ୍ରଶଂସକ ମାନ ଙ୍କ ପାଇଁ , ତାହେଲେ ଆଜି ଆମେ ଏମିତି ଜଣେ ଲୋକ ପ୍ରିୟ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା , ଯିଏ କି ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି କିନ୍ତୁ ଅଭିନୟ ଦୁନିଆ ରୁ ଦୂରେଇ ଯାଇଛନ୍ତି ।

ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହେଉଛି ଝିଲ୍ଲିକ ଭଟାଚର୍ଯ୍ଯ , ବନ୍ଧୁଗଣ ଆପଣ ମାନେ ଝିଲ୍ଲିକ ଙ୍କୁ ବାହୁସାରା ଚଳଚିତ୍ର ରେ ଜବରଦସ୍ତ ଅଭିନୟ କରିବାର ନିଶ୍ଚୟ ଦେଖିଥିବେ , ସେ ତାଙ୍କ ଜବରଦସ୍ତ ଅଭିନୟ ପାଇଁ ଓଡିଆ ଇଣ୍ଡଷ୍ଟ୍ରି ରେ ବେସ ଲୋକ ପ୍ରିୟ ହେବା ସହିତ ଏକ ସ୍ଵତନ୍ତ୍ର ପରିଚୟ ମଧ୍ୟ ପାଇଥିଲେ । ତେବେ ସେ ଅଣଓଡିଆ ହୋଇଥିଲେ ମଧ୍ୟ ସେ ବର୍ତ୍ତମାନ ସମୟ ରେ ଓଡିଆ ଘର ବୋହୁ ।


ହଁ ବନ୍ଧୁ ସେ ଗତ ବର୍ଷ ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡେଇ ଙ୍କୁ ବିବାହ କରି ବର୍ତ୍ତମାନ ସମୟ ରେ ନିଜ ଶାଶୁଘରେ ବେସ ଖୁସି ରେ ଅଛନ୍ତି । ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଝିଲ୍ଲିକ ଓ ତାଙ୍କ ସ୍ଵାମୀ ଙ୍କ କିଛି ଫଟୋ ସୋସିଆଲ ମିଡିଆ ରେ ବେସ ଭାଇରାଲ ହେବା ରେ ଲାଗିଛି ।

ତେବେ ଏହି ଫଟୋ ଗୁଡିକ ହେଉଛି ଦଶହରା ର ଫଟୋ , ହଁ ବନ୍ଧୁ ଦଶହରା ଛୁଟି ରେ ଝିଲ୍ଲିକ ତାଙ୍କ ସ୍ଵାମୀ ଙ୍କ ତାଙ୍କ ବାପଘର ଯାଇଥିଲେ ବୁଲିବା ପାଇଁ ଓ ସେଠାରେ ରହିବା ସହିତ ଦଶହରା ରେ ବହୁସାରା ମଜାମସ୍ତି କରୁଥିବା ର ଫଟୋ ଝିଲ୍ଲିକ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ପୋଷ୍ଟ କରିଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଶାଶୂ ଘରେ ଅଭିନେତ୍ରୀ ସୋମାଲିନଙ୍କୁ (Somalin Parida) ଖୁଆଇ ଦେଲେ ଶାଶୂ ଓ ନଣନ୍ଦ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ …

Leave a Reply

Your email address will not be published. Required fields are marked *