Breaking News

ଦଶହରାରେ ନିଜ ସ୍ଵାମୀଙ୍କୁ ନିଜ ଜନ୍ମ ମାଟି ବୁଲାଇଲେ ଅଭିନେତ୍ରୀ ଝିଲ୍ଲିକ (Jhilik) – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତ୍ରୀ ମାନେ ନିଜ ଅଭିନୟ ପାଇଁ ସବୁଠି ପରିଚିତ । ତେବେ ଏହି ଭାଇନେତ୍ରୀ ମାନେ ସଦା ସର୍ବଦା ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରୁହନ୍ତି ନିଜ ପ୍ରଶଂସକ ମାନ ଙ୍କ ପାଇଁ , ତାହେଲେ ଆଜି ଆମେ ଏମିତି ଜଣେ ଲୋକ ପ୍ରିୟ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା , ଯିଏ କି ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି କିନ୍ତୁ ଅଭିନୟ ଦୁନିଆ ରୁ ଦୂରେଇ ଯାଇଛନ୍ତି ।

ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହେଉଛି ଝିଲ୍ଲିକ ଭଟାଚର୍ଯ୍ଯ , ବନ୍ଧୁଗଣ ଆପଣ ମାନେ ଝିଲ୍ଲିକ ଙ୍କୁ ବାହୁସାରା ଚଳଚିତ୍ର ରେ ଜବରଦସ୍ତ ଅଭିନୟ କରିବାର ନିଶ୍ଚୟ ଦେଖିଥିବେ , ସେ ତାଙ୍କ ଜବରଦସ୍ତ ଅଭିନୟ ପାଇଁ ଓଡିଆ ଇଣ୍ଡଷ୍ଟ୍ରି ରେ ବେସ ଲୋକ ପ୍ରିୟ ହେବା ସହିତ ଏକ ସ୍ଵତନ୍ତ୍ର ପରିଚୟ ମଧ୍ୟ ପାଇଥିଲେ । ତେବେ ସେ ଅଣଓଡିଆ ହୋଇଥିଲେ ମଧ୍ୟ ସେ ବର୍ତ୍ତମାନ ସମୟ ରେ ଓଡିଆ ଘର ବୋହୁ ।


ହଁ ବନ୍ଧୁ ସେ ଗତ ବର୍ଷ ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡେଇ ଙ୍କୁ ବିବାହ କରି ବର୍ତ୍ତମାନ ସମୟ ରେ ନିଜ ଶାଶୁଘରେ ବେସ ଖୁସି ରେ ଅଛନ୍ତି । ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଝିଲ୍ଲିକ ଓ ତାଙ୍କ ସ୍ଵାମୀ ଙ୍କ କିଛି ଫଟୋ ସୋସିଆଲ ମିଡିଆ ରେ ବେସ ଭାଇରାଲ ହେବା ରେ ଲାଗିଛି ।

ତେବେ ଏହି ଫଟୋ ଗୁଡିକ ହେଉଛି ଦଶହରା ର ଫଟୋ , ହଁ ବନ୍ଧୁ ଦଶହରା ଛୁଟି ରେ ଝିଲ୍ଲିକ ତାଙ୍କ ସ୍ଵାମୀ ଙ୍କ ତାଙ୍କ ବାପଘର ଯାଇଥିଲେ ବୁଲିବା ପାଇଁ ଓ ସେଠାରେ ରହିବା ସହିତ ଦଶହରା ରେ ବହୁସାରା ମଜାମସ୍ତି କରୁଥିବା ର ଫଟୋ ଝିଲ୍ଲିକ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ପୋଷ୍ଟ କରିଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ନିଜ ବାହାଘରକୁ ନେଇ ଓଡ଼ିଆ କମେଡିଆନ Suman ମହାରଣା, କହିଲେ ଏମିତି, ଜାଣିଲେ କହିଲା ବାଃ ବାଃ ବଢିଆ…

ହେଲୋ ଫ୍ରେଣ୍ଡ୍ ଆପଣମାନେ ତ ଅଭିନେତା ସୁମନ ମହାରଣା ଙ୍କୁ ବେଶ ଭଲ ଭାବରେ ଜାଣିଥିବେ ସେ ଅନେକ ଫିଲ୍ମ …

Leave a Reply

Your email address will not be published. Required fields are marked *